Browsing Category

Odisha

ଶେଷ ପର୍ଯ୍ୟାୟରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ କୋଭିଡ୍-୧୯ ଟିକା

କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୫/୦୬: କରୋନାଭାଇରସ୍ କବଳରୁ କି ଭଳି ଲୋକମାନଙ୍କୁ ନିରାପଦ ରଖୁଛି ତାହା ଜାଣିବାକୁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନିକା ପ୍ରସ୍ତୁତ କୋଭିଡ୍-୧୯ ନିରୋଧୀ ଟିକାର ଡାକ୍ତରୀ ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଆଷ୍ଟ୍ରାଜେନିକାକୁ ଲାଇସେନ୍‌ସ୍

ଯାଜପୁରରେ କେନାଲ କାମରେ ଦୁର୍ନୀତି ଅଭିଯୋଗ । ବିନା ଫଳକରେ ଚାଲିଛି ୧୧ କୋଟିରୁ ଅଧିକ ଟଙ୍କାର କାମ, ଠିକାଦାର ଓ…

କଳିଙ୍ଗ ଜ୍ୟୋତି ଯାଜପୁର ଜିଲ୍ଲାରେ କେନାଲ କଂକ୍ରିଟକରଣ କାମରେ ବଡ ଠକେଇ ଅଭିଯୋଗ ହୋଇଛି । ସାମ୍ନାକୁ ଆସିଛି ଠିକାଦାର ଓ ଜଳସେଚନ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା । କାମ ସରିନି , କେନାଲର କଂକ୍ରିଟ୍ ଫାଟି ଆଁ କଲାଣି । ପ୍ରାୟ ୯ କିଲୋମିଟର କାମରୁ ୭୦ ପ୍ରତିଶତ ସ୍ଥାନରେ ଫାଟି

ଆଜି ଠାରୁ ଭକ୍ତ ପାଇବେ ମହାପ୍ରସାଦ: ପ୍ରଶାସନ ପକ୍ଷରୁ ଆଡ଼ପ ଅବଢ଼ା ବିକ୍ରି ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା

କଳିଙ୍ଗ ଜ୍ୟୋତି ପୁରୀ ୨୫/୦୬-: ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର ଆସିଛି। କରୋନା ଭାଇରସ ଗାଇଡଲାଇନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଡ଼ପ ଅବଢ଼ା ବିକ୍ରି ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କୁ ବହୁ ପ୍ରତୀକ୍ଷିତ ଆଡ଼ପ ଅବଢ଼ା କାଲିଠାରୁ ମିଳିବ।

କ୍ୟାନ୍ସର ହସ୍ପିଟାଲରେ ପହଞ୍ଚିଲା କରୋନା

କଳିଙ୍ଗ ଜ୍ୟୋତି କଟକ ୨୫/୦୬- : ରାଜ୍ୟରେ ଏବେ କୋରୋନା ଯୋଦ୍ଧାମାନେ କୋରୋନରେ ଆକ୍ରାନ୍ତ ହେଉଥିବା ବେଳେ ଏବେ କ୍ୟାନ୍ସର ହସ୍ପିଟାଲରେ କରୋନା ପହଞ୍ଚିଛି। କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ପହଞ୍ଚିଛି କୋରୋନା। ହସ୍ପିଟାଲର ଇମର୍ଜେନ୍ସି ୱାର୍ଡରୁ ଜଣେ

ଜୁନ ପରେ ଏବେ ପୁଣି ଜୁଲାଇ ଚିନ୍ତା । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ ଜୁଲାଇରେ ବଢ଼ିବ ଅଧିକ ସଂକ୍ରମଣ, ବିଶେଷଜ୍ଞ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫/୦୬: ଜୁଲାଇ ମାସରେ ଓଡ଼ିଶାରେ ବଢ଼ିବ ସଂକ୍ରମଣ, ସତର୍କ ରହିବାକୁ ସରକାରଙ୍କ ପରାମର୍ଶ । କରୋନା ସଂକ୍ରମଣ କେବେ ସର୍ବୋଚ୍ଚ ସ୍ତରରେ ପହଁଚିବ, ଏ ନେଇ ସଠିକ୍ ଆକଳନ କରାଯାଇ ପାରୁନଥିଲେ ବି ଜୁଲାଇ ମାସରେ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବ ବୋଲି କହିଛନ୍ତି ନୂଆ

ଗୋରୁ ବୋଝେଇ ପିକ୍ଅପ ଗ୍ରାମବାସୀଙ୍କ ଦ୍ବାରା ଅଟକ।

ରାଜଗାଙ୍ଗପୁର (କଳିଙ୍ଗ ଜ୍ୟୋତି), ୨୪ା୬ ଆଜି ରାଉରକେଲା ନିକଟସ୍ଥ ବ୍ରାହ୍ମଣୀତରଂଗ ଥାନା ଅନ୍ତର୍ଗତ ନୂଆଗାଁ ଠାରେ ଏକ ଗୋରୁ ବୋଝେଇ ପିକ୍ଅପକୁ ରାଜପଥ ନିକଟରେ ସ୍ଥାନୀୟ ଅଂଚଳବାସୀ ଅଟକ ରଖିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ପିକ୍ଅପ ନଂ OD 14C 2616 ଦ୍ବାରା ୧୦ ଗୋଟି ଗୋରୁ ରାଜଗାଙ୍ଗପୁର

ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆସନ୍ତାକାଲି ହୀରାକୁଦରୁ ହେବ ନିଷ୍କାସିତ।

ସମ୍ବଲପୁର (କଳିଙ୍ଗ ଜ୍ୟୋତି) : ଆସନ୍ତାକାଲି ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । କାଲି ଦିନ ୧୦ଟା ପରେ ଯେ କୌଣସି ସମୟରେ ହୀରାକୁଦ ଡ୍ୟାମ୍ ର ଗେଟ ଖୋଲାଯିବ । ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ ବୋଲି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା

ଓଡିଶାରେ ଏଯାଏଁ ହୋଇନି ଗୋଷ୍ଠୀ ସଂକ୍ରମଣ : ପୁଣି ହେବ ଆଂଟିବଡି ଟେଷ୍ଟ ।

କଳିଙ୍ଗ ଜ୍ୟୋତି ଭୁବନେଶ୍ୱର:୨୪-୦୬ : ପୁଣି ହେବ ଆଂଟିବଡି ଟେଷ୍ଟ । ଏଥିପାଇଁ ଆଇସିଏମଆର ଦ୍ୱାରା ଅନୁମୋଦିତ ଆଂଟିବଡି ଟେଷ୍ଟ କିଟ୍ ଆସନ୍ତା ସପ୍ତାହରେ ଓଡିଶାରେ ପହଂଚିବ । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ସୂଚନା ଅନୁସାରେ ଏହି କିଟ୍ ଆରଏମଆରସିରେ ପହଂଚିବ । ତେବେ ଏଯାଏଁ

ଜୁଲାଇରେ ଆହୁରି ଅଧିକ ବଢ଼ିବ କରୋନା ସଂକ୍ରମଣ।

ଭୁବନେଶ୍ୱର (କଳିଙ୍ଗ ଜ୍ୟୋତି), ୨୪ା୬: କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାଇରସର ଏପର୍ଯ୍ୟନ୍ତ ପ୍ରତିଶେଧକ ମଧ୍ୟ ମିଳିପାରି ନାହିଁ । କରୋନା ଆକ୍ରାନ୍ତ ସଂଖ୍ୟା ଆଗକୁ ବଢ଼ିବାର ସମ୍ଭାବନା ରହିଛି । ଜୁନ ଅପେକ୍ଷା ଜୁଲାଇ ମାସରେ ସଂକ୍ରମଣ ସଂଖ୍ୟା ଅଧିକ ରହିବ ବୋଲି
error: Content is protected !!
Open chat