Browsing Category
Odisha
ସୁପ୍ରିମକୋର୍ଟଙ୍କ ଅନୁମତିକୁ ସ୍ୱାଗତ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ ସାଢେ ୪ କୋଟି ଓଡିଆଙ୍କ ହୋଇଛି ବିଜୟ
ଭୁବନେଶ୍ୱର, ଜୁନ 23 – ପୁରୀରେ ରଥଯାତ୍ରା ପାଇଁ ସପ୍ରିମକୋର୍ଟଙ୍କ ଅନୁମତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସାଢେ ୪ କୋଟି ଓଡିଆଙ୍କ ବିଜୟ ଏବଂ ସେମାନଙ୍କ ଦୃଢ ଇଚ୍ଛାଶକ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।ସାଢେ ୪!-->!-->!-->…
ଶରଧାବାଲିରେ ପହଞ୍ଚିବା ପରେ ତିନି ରଥ ସାମ୍ନାରେ ଗାନ କରାଗଲା ଗୀତଗୋବିନ୍ଦ, ଭାବବିହ୍ବଳ ହେଲେ ସେବାୟତ ଓ ଶ୍ରୀମନ୍ଦିର…
ପୁରୀ: କାଳିଆର ଲୀଳା ଅଲୌକିକ। କାଳିଆ କୃପାରେ ଅସମ୍ଭବ ହୋଇଯାଏ ସମ୍ଭବ। ରଥଯାତ୍ରା ବନ୍ଦ ହେବା ଏକପ୍ରକାର ସ୍ଥିର ହୋଇ ସାରିଥିବା ବେଳେ ଗୋଟିଏ ରାତିରେ ଓଲଟି ପଡ଼ିଥିଲା ସବୁକିଛି। ବଦଳି ଯାଇଥିଲା ସୁପ୍ରିମକୋର୍ଟଙ୍କ ରାୟ। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଭକ୍ତଶୂନ୍ୟ ରଥଯାତ୍ରା!-->!-->!-->…
ବିନା ଭକ୍ତରେ ବଡଦାଣ୍ଡରେ ଗଡିଲା ତିନି ରଥ – ପ୍ରତି ରଥକୁ ଟାଣିଲେ ସେବାୟତ ଓ ପୁଲିସ୍
ପୁରୀ, ୨୩/୬ (କଳିଙ୍ଗଜ୍ୟୋତି) – ଉଚ୍ଚନ୍ୟାୟାଳୟ ୧୮ ତାରିଖ ଦିନ ରଥଯାତ୍ରା ବନ୍ଦ ନିର୍ଦେଶ ଦେବା ପରେ ବିଭିନ୍ନ ମହଲରେ ଆଶା ଓ ଆଶଙ୍କା ଖେଳିଯାଇଥିଲା। ଲୀଳାମୟ ଇଛାମୟ ଠାକୁର ସବୁ ତାଙ୍କରି ଇଛା। ଗତକାଲି ସର୍ବୋଚ୍ଚ ନ୍ୟାୟାଳୟ ପୁନର୍ବାର ନିର୍ଦେଶ ଉପରେ ବିଚାର କରି ୧୧ ଟି ସର୍ତ ପାଳନ!-->!-->!-->…
ତାଳଧ୍ଵଜ ପଛେ ପଛେ ଗଡ଼ିଲା ଦେବଦଳନ, ନନ୍ଦିଘୋଷ; ମାଉସୀମା ମନ୍ଦିର ଅଭିମୁଖେ ତିନି ଠାକୁର
ପୁରୀ: ପ୍ରଥମେ ତାଳଧ୍ଵଜ, ପଛେ ପଛେ ଦେବଦଳନ ଏବଂ ଶେଷରେ ନନ୍ଦିଘୋଷ ରଥରେ ମାଉସୀମା’ ମନ୍ଦିର ଅଭିମୁଖେ ବାହାରିଛନ୍ତି ତିନି ଠାକୁର। ସୁପ୍ରିମକୋର୍ଟଙ୍କ କରୋନା କଟକଣା ଅନୁସାରେ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ବଡ଼ ଦାଣ୍ଡରେ ଗଡ଼ିଛି ତିନି ରଥ। ସେବାୟତମାନେ ରଥକୁ ଟାଣି ଟାଣି ନେଉଛନ୍ତି। ଆଜି!-->…
Rathajatra LIVE Now
https://www.facebook.com/kalingajyoti/videos/3017992131602809
ରଥଟଣା ଆରମ୍ଭ: ବଳଭଦ୍ରଙ୍କ ରଥକୁ ଟାଣି ନେଉଛନ୍ତି ସେବାୟତ
ପୁରୀ ଅଫିସ, ୨୩।୬: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରା ପହଁରା ଶେଷ ହେବା ପରେ ଆରମ୍ଭ ହୋଇଛି ରଥଟଣା। ନିର୍ଦ୍ଧାରିତ ସମୟର ସମୟର ମାତ୍ର ୨ ମିନିଟ ପୂର୍ବରୁ ଅର୍ଥାତ୍ ୧୧ଟା ୫୮ରେ ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ରଥ ଗଡିଛି। ୧୧ଟା ୪୫ରେ ଗଜପତି ମହାରାଜାଙ୍କ!-->…
ରଥାରୂଢ଼ ୩ ଠାକୁରଙ୍କୁ ଦର୍ଶନ କଲେ ଜଗଦଗୁରୁ : ବଳଭଦ୍ର, ମା’ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଭ…
କଳିଙ୍ଗ ଜ୍ୟୋତି ବ୍ୟୁରୋ: ପହଣ୍ଡି ବିଜେ ପରେ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଦର୍ଶନ କରିଛନ୍ତି। ସେ ବଳଭଦ୍ର, ମା’ ସୁଭଦ୍ରା ଓ ଜଗନ୍ନାଥଙ୍କ ଦର୍ଶନ ଲାଭ କରିଛନ୍ତି। ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ଘୋଷଯାତ୍ରା। ନିଜର!-->…
ଗଜପତି ମହାରାଜା ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅନୁରୋଧ ଏବଂ ଅପେକ୍ଷାକୁ ପାଳନ କରନ୍ତୁ ରାଜ୍ୟ ସରକାର :…
https://www.facebook.com/110680476049587/posts/949603982157228/
ରଥଯାତ୍ରା ପ୍ରସଙ୍ଗ: ପୁନର୍ବିଚାର ପରେ ଆଇନଗତ ପଦକ୍ଷେପ ନେବେ ସରକାର
ଭୁବନେଶ୍ୱର,୨୨।୬(କଳିଙ୍ଗ ଜ୍ୟୋତି ବ୍ୟୁରୋ): ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନ କରିବା ପାଇଁ ସୁପ୍ରିମକୋର୍ଟ ଜୁନ୍ ୧୮ ତାରିଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ପାଳନ କରିବା ପାଇଁ ରାଜ୍ୟ ସରକାର ସେହିଦିନ କ୍ୟାବିନେଟ୍!-->…
