Browsing Category

Odisha

ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ

ନୂଆଦିଲ୍ଲୀ: କିରଣ ବେଦୀଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟାଯାଇଛି। ପୁଡୁଚେରୀର କଂଗ୍ରେସ ସରକାର ସହିତ କିରଣଙ୍କ ବିବାଦକୁ ନେଇ ମଙ୍ଗଳବାର ତାଙ୍କୁ ଏହି ପଦରୁ ହଟାଯାଇଛି। ପୁଡୁଚେରୀ ବିଧାନସଭାରୁ କଂଗ୍ରେସ ବିଧାୟକ ଜନ୍‌କୁମାର ଇସ୍ତଫା ଦେବାର କିଛି ଘଣ୍ଟା ପରେ କିରଣଙ୍କୁ ତାଙ୍କ ପଦରୁ

ପଶ୍ଚିମ ଓଡିଶା ବିକାଶ ପରିଷଦକୁ ରାଜ୍ୟ ସରକାରଙ୍କ ଅନୁଦାନ ଦୁଇ ଗୁଣ କରାଯିବ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମ ସମୀକ୍ଷା କରି ପଶ୍ଚିମ ଓଡିଶାର ବିକାଶ ପାଇଁ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଏହାସହିତ ଯୁବକଯୁବତୀ ମାନଙ୍କ ପାଇଁ

ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଦେଶର ବିଭିନ୍ନ ରାଜ୍ୟରେ ବେରୋଜଗାରଙ୍କୁ ଇଲୋକ୍ଟ୍ରାନିକ୍ସ ରିକ୍ସା ଯୋଗାଇବେ

ମୁମ୍ବାଇ: ଅନେକ ଜନହିତକର କାର୍ଯ୍ୟ କରିବା ପରେ ଶେଷରେ ଦେଶର ବିଭିନ୍ନ ସ୍ଥାନରେ ଆବଶ୍ୟକ କରୁଥିବା ଲୋକଙ୍କୁ ଇଲୋକ୍ଟ୍ରାନିକ୍ସ ରିକ୍ସା ଯୋଗାଇ ଦେବାକୁ ଚିନ୍ତା କରିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌। ସେ ତାଙ୍କ ନିଜ ସହର ମୋଗାରୁ ୧୦୦ଟି ଇ-ରିକ୍ସା ବଣ୍ଟନ କରି ଏହି ଅଭିଯାନ ଆରମ୍ଭ

ମାର୍ଚ୍ଚରେ ୫୦ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ କରୋନା ଟିକା ଦିଆଯିବ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: ମାର୍ଚ୍ଚରେ ୫୦ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଭାରତ ଟିକା ଦେବା ଆରମ୍ଭ କରିବ। ଆଜି ଗଣମାଧ୍ୟମକୁ ସମ୍ବୋଧିତ କରି ଏଭଳି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ। କରୋନା ଭୂତାଣୁ ବିରୋଧରେ ସ୍ୱାସ୍ଥ୍ୟ ବିଭାଗର ଉଦ୍ୟମକୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଶଂସା କରି କହିଥିଲେ ଯେ,

ଫ୍ୟାମିଲି ପେନସନ୍ ସୀମା ମାସିକ ୪୫,୦୦୦ ଟଙ୍କାରୁ ୧,୨୫,୦୦୦ ଟଙ୍କାକୁ ବୃଦ୍ଧି : ଡ. ଜିତେନ୍ଦ୍ର ସିଂ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଫ୍ୟାମିଲି ପେନସନ୍ କ୍ଷେତ୍ରରେ ଏକ ସୁଦୂରପ୍ରସାରୀ ସଂସ୍କାର ଆଣିଛନ୍ତି। ଏହାର ସର୍ବାଧିକ ସୀମାକୁ ମାସିକ ୪୫,୦୦୦ ଟଙ୍କାରୁ ୧,୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର (ଡୋନିଅର) ରାଷ୍ଟ୍ରମନ୍ତ୍ରୀ

ଲାଲକିଲାରେ ଦୀପୁ ସିଦ୍ଧୁ ଓ ଇକବାଲ ସିଂହଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିଏଟ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜାନୁଆରି ୨୬ ତାରିଖରେ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସା ମାମଲାରେ ଗିରଫ ହୋଇଥିବା ଦୀପ ସିଦ୍ଧୁ ଓ ଇକବାଲ ସିଂହଙ୍କୁ ନେଇ ଶନିବାର କ୍ରାଇମବ୍ରାଞ୍ଚ ଟିମ ଚାଣକ୍ୟପୁରୀରୁ ଲାଲକିଲା ନେଇ ପହଞ୍ଚିଥିଲେ। ଏଠାରେ ସାଧାରଣତନ୍ତ୍ର ଦିବସରେ ହୋଇଥିବା ଘଟଣାକ୍ରମର

ବ୍ୟାଙ୍କ ଭଳି ଏଣିକି ପୋଷ୍ଟ ଅଫିସରେ ମିଳିବ ନେଟ୍ ବ୍ୟାଙ୍କିଂ ସୁବିଧା

ନୂଆଦିଲ୍ଲୀ ୧୧/୨: ଯଦି ଆପଣ ଡାକଘରେ ସଞ୍ଚୟ ଖାତା ଖୋଲିଛନ୍ତି କିନ୍ତୁ ସମୟ ଅଭାବ ଯୋଗୁଁ ଆପଣ ଡାକଘର ଯାଇପାରୁନାହାଁନ୍ତି ତେବେ ଆପଣଙ୍କ ପାଇଁ ଖୁସିଖବର । ବ୍ୟାଙ୍କ ଭଳି ଏବେ ଡାକଘର ମଧ୍ୟ ଅପଡେଟ୍ ହୋଇଯାଇଛି ଯାହାର ଫାଇଦା ଗ୍ରାହକଙ୍କୁ ମିଳିବ । ବ୍ୟାଙ୍କ ଭଳି ଏବେ ଡାକଘରେ ମଧ୍ୟ

ଖୋର୍ଦ୍ଧାରେ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ରର ଶିଳାନ୍ୟାସ କଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନ (ଆଇଆଇପିଆର)ର ଆଞ୍ଚଳିକ କେନ୍ଦ୍ର। ଏହାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର।

ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟର ଆକାଉଣ୍ଟରେ ଜମା ହେଲା ୧୦୦୦ କୋଟି

ଅଯୋଧ୍ୟା,୧୧।୨: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ତିଆରି କାମ ଆରମ୍ଭ ହୋଇଯାଇଛି। ସେଭଳି ଅନ୍ୟପଟେ ମଧ୍ୟ ଏହାର ନିର୍ମାଣ ପାଇଁ ଧନ ସଂଗ୍ରହ କରିବାର କାମ ଖୁବ୍ ଜୋରସୋର ଭାବରେ ଚାଲିଛି। ବର୍ତ୍ତମାନ ସମୟରେ ୧୫୦୦୦ ଟଙ୍କା ସଂଗ୍ରହ କରିବା କାମ କରୁଛନ୍ତି। ଏହି ଦଳ ଗୁଡିକ ଜରିଆରେ ଯେଉଁ ଧନ

ନୂତନ କୃଷି ଆଇନ ‘ଇଚ୍ଛାଧୀନ, ବାଧ୍ୟତାମୂଳକ ନୁହେଁ’; ଲୋକସଭାରେ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚାଷୀଙ୍କୁ ସମ୍ମାନ ଦେଉଛନ୍ତି ଏବଂ ତିନିଟି ବିବାଦୀୟ ଚାଷ ଆଇନ ଉପରେ ସେମାନଙ୍କର ଯୁକ୍ତିଯୁକ୍ତ ପରାମର୍ଶ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଘୋଷଣା କରିଛନ୍ତି। ଏଥିସହ ଏହି ଆଇନଗୁଡ଼ିକ ‘ଇଚ୍ଛାଧୀନ ଏବଂ
error: Content is protected !!
Open chat