Browsing Category
Odisha
ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଭାରତର ‘ସଙ୍କଳ୍ପ ଶକ୍ତି’ ପ୍ରତିଫଳିତ ହୋଇଛି; ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବରେ ବହୁ ମହିଳା ସାଂସଦ ଅଂଶଗ୍ରହଣ କରି ଆଲୋଚନାରେ ଅଂଶଗ୍ରହଣ ଘଟଣାକୁ ପ୍ରଶଂସା କରିଛନ୍ତି। ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଅର୍ପଣ ଉପରେ!-->…
ପତିଙ୍କ ଦରମା ବଢିଲେ ପତ୍ନୀଙ୍କ ଅନ୍ତରୀଣ ଗୁଜୁରାଣ ଭତ୍ତା ମଧ୍ୟ ବୃଦ୍ଧି ହେବ: ହାଇକୋର୍ଟ
ଚଣ୍ଡୀଗଡ ୧୦/୨: ବୈବାହିକ ବିବାଦ ପରେ ଯଦି ପତିଙ୍କ ଦରମା ବଢୁଛି ତେବେ ପତ୍ନୀ ମଧ୍ୟ ଗୁଜୁରାଣ ଭତ୍ତା ବଢାଇବା ଦାବି କରିପାରିବେ । ତାଙ୍କର ଏହି ଅଧିକାର ଅଛି । ଏମିତି ନିଷ୍ପତି ଶୁଣାଇଛନ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ । ହାଇକୋର୍ଟଙ୍କ ଜଷ୍ଟିସ୍ ଏଚଏସ ମଦାନ ଜଣେ ପତିଙ୍କ ଯାଚିକା ଖାରଜ!-->…
ଟ୍ବିଟରକୁ ଟକ୍କର ଦେଉଛି ‘କୁ’, ଆକାଉଣ୍ଟ ଖୋଲିଲେ କେନ୍ଦ୍ର ମନ୍ତ୍ରୀ
ଭାରତରେ ବିଦେଶୀ ସୋସିଆଲ ମିଡିଆ ଆପ୍ଗୁଡ଼ିକର ବିକଳ୍ପ ଖୋଜା ଦୀର୍ଘ ସମୟରୁ ଚାଲିଆସୁଛି। ଏବେ ବି ଏହା ଜାରି ରହିଛି। ମାଇକ୍ରୋବ୍ଲଗିଂ ସାଇଟ୍ର ବିକଳ୍ପ ଭାବେ ଗତବର୍ଷ tooter ନାମରେ ଏକ ୱେବସାଇଟ୍ ଲଞ୍ଚ ହୋଇଥିଲା। ଏବେ ‘koo’ ଆପ୍ ଟ୍ବିଟରର ବିକଳ୍ପ ଭାବେ ଉଭା ହୋଇଛି।
ସୋସିଆଲ ମିଡିଆ!-->!-->!-->…
ଉହାନ ଲ୍ୟାବରୁ ବ୍ୟାପିନି କରୋନା ଭୂତାଣୁ: ଡବ୍ଲୁଏଚଓ ଟିମ
ବେଜିଂ: ଚୀନର ଉହାନସ୍ଥିତ ଲାବରେଟୋରିରୁ କରୋନା ଭୂତାଣୁ ବ୍ୟାପିନାହିଁ। ଏକଥା କହିଛନ୍ତି କରୋନା ଭୂତାଣୁ ଉତ୍ପତ୍ତିସ୍ଥଳର ତଦନ୍ତ କରୁଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଟିମ୍। ଟିମ୍ କହିଛି ଯେ, ଉହାନରୁ କିମ୍ବା ଅନ୍ୟ କୌଣସି ସ୍ଥାନରୁ ଡିସେମ୍ବର ୨୦୧୯ ପୂର୍ବରୁ କରୋନା!-->…
୬୦ ଲକ୍ଷ ଟପିଲା କୋଭିଡ ଟୀକାକରଣ
ଦେଶରେ କରୋନା ମହାମାରୀର ମୁକାବିଲା ନିମନ୍ତେ ଆରମ୍ଭ ହୋଇଥିବା କୋଭିଡ ପ୍ରତିଷେଧକ ଟିକାକରଣ ୨୪ ଦିନ ମଧ୍ୟରେ ୬୦ ଲକ୍ଷ ଅତିକ୍ରମ କରିଛି। ଗତକାଲି ସୁଦ୍ଧା ୬୦ ଲକ୍ଷ ୩୫ ହଜାର ୬୬୦ ଜଣ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର ଯୋଦ୍ଧାଙ୍କୁ ଟିକାକରଣ କରାଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ!-->…
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ବିକାଶ ଉଦ୍ୟମ ଜାରି ରହିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ୪ଟି ଭବନ ଯଥା କଳା ଓ ବିଜ୍ଞାନ ଶ୍ରେଣୀ ପାଇଁ ଦୁଇଟି ନବନିର୍ମିତ କୋଠା, କୁନ୍ତଳା କୁମାରୀ ଗ୍ରନ୍ଥାଗାର ଏବଂ ଗବେଷଣା ଛାତ୍ରୀ ନିବାସକୁ ଲୋକାର୍ପିତ କରିଛନ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୪ଟି!-->…
ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ଧାରଣା ପରେ କମିଲା ହଷ୍ଟେଲ ରି-ଆଡମିସନ ଫି’
ଭୁବନେଶ୍ୱର : କରୋନା ସମୟରେ ଅଭିଭାବକଙ୍କ ଆର୍ଥିକ ଅବସ୍ଥା ସୁଦୃଢ ନଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ହଷ୍ଟେଲ ଫି ହ୍ରାସ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । କରୋନା ପାଇଁ ୯ ମାସ ଧରି ହଷ୍ଟେଲ ବନ୍ଦ ଥିଲେ!-->…
ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ; ପ୍ରତ୍ୟାହାର ହେବନି କୃଷି ଆଇନ
ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ଗତ ଅଢ଼େଇ ମାସ ଧରି କୃଷକମାନେ ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନ ସମୟରେ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଚାଷୀଙ୍କ ଜୀବନ ଚାଲିଗଲାଣି। ଆନ୍ଦୋଳନ ବେଳେ ଦିଲ୍ଲୀରେ ହିଂସା ବି ହୋଇଗଲାଣି। କିନ୍ତୁ କୃଷକମାନେ ନିଜ ଦାବିକୁ ନେଇ ଅଡି ବସିଛନ୍ତି। କୃଷି ଆଇନ!-->…
କୃଷକ ଆନ୍ଦୋଳନ: ଲତା ମଙ୍ଗେସ୍କର, ସଚିନ ଓ ଅକ୍ଷୟଙ୍କ ଟ୍ବିଟ୍ ଯାଞ୍ଚ କରିବେ ମହାରାଷ୍ଟ ସରକାର
ମୁମ୍ବଇ: କୃଷକ ଆନ୍ଦୋଳନକୁ ନେଇ ହଲିଉଡ୍ ଗାୟିକା ରିହାନାଙ୍କ ଟ୍ବିଟ୍ର ଜବାବ ଦେଇଥିବା ଭାରତୀୟ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ଅଭିନେତା ଅକ୍ଷୟ କୁମାରଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନଙ୍କ ଟ୍ବିଟ୍କୁ ଯାଞ୍ଚ କରିବେ ମହାରାଷ୍ଟ୍ର ସରକାର।!-->…
ଲଶ୍କର-ଏ-ମୁସ୍ତଫା ମୁଖ୍ୟ ହିଦାୟତୁଲ୍ଲା ମଲିକ ଗିରଫ
ଜାମ୍ମୁ: ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ମୁସ୍ତଫାର ମୁଖ୍ୟ ହିଦାୟତୁଲ୍ଲା ମଲିକକୁ ଜାମ୍ମୁ ଏବଂ ଅନନ୍ତନାଗ ପୁଲିସ ଗିରଫ କରିଛି। ଜାମ୍ମୁ-କାଶ୍ମୀର ପୁଲିସ ଏ ନେଇ ସୂଚନା ଦେଇଛି। ହିଦାୟତୁଲ୍ଲା ଜାମ୍ମୁରେ ଆକ୍ରମଣ ଷଡ଼ଯନ୍ତ୍ର କରୁଥିବା ପ୍ରାଥମିକ ଜେରାରୁ ଜଣାପଡ଼ିଛି।
ଲଶ୍କର-ଏ-ମୁସ୍ତଫା!-->!-->!-->…