Browsing Category

Odisha

ମେ’ ୩ରୁ ୧୫ ପର୍ଯ୍ୟନ୍ତ ହେବ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ବର: କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ(ମାଟ୍ରିକ୍‌) ପରୀକ୍ଷା ମେ’ ୩ରୁ ଆରମ୍ଭ ହେବ ଏବଂ ଏହା ମେ’ ୧୫ ପର୍ଯ୍ୟନ୍ତ ଚାଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମେ’ ୩ରୁ ୧୨ ପର୍ଯ୍ୟନ୍ତ ସଂସ୍କୃତ

ସିବିଏସଇ ୧୦ମ, ୧୨ଶ ବୋର୍ଡ ପରୀକ୍ଷାସୂଚୀ ଘୋଷିତ, ମାର୍ଚ୍ଚ ପହିଲାରୁ ପ୍ରାକ୍ଟିକାଲ୍ ପରୀକ୍ଷା

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବିଭିନ୍ନ ବିଷୟ ପାଇଁ ତାରିଖ ସୂଚୀ ଘୋଷଣା କରିଛନ୍ତି । https://twitter.com/DrRPNishank/status/1356568392132481027 ଏହି ବୋର୍ଡ

ଆମେରିକାରେ ବଢୁଛି ଭାରତୀୟଙ୍କ ପ୍ରଭାବ, ନାସାର କାର୍ଯ୍ୟକାରୀ ମୁଖ୍ୟ ହେଲେ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ: ଆମେରିକାରେ ଭାରତୀୟଙ୍କର ବଢୁଛି ପ୍ରଭାବ | ଆମେରିକାର ଉପରାଷ୍ଟ୍ରପତି ଭାବେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଶପଥ ନେବା ସହ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନରେ ୨୦ରୁ ଅଧିକ ଭାରତୀୟ-ଆମେରିକୀୟ ନିଯୁକ୍ତ କିମ୍ବା ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୭ଜଣ ହ୍ଵାଇଟ୍‌

ଏଥର ରହିବ ପ୍ରଶ୍ନକାଳ, ପ୍ରତିଦିନ ସାନିଟାଇଜ ହେବ ବିଧାନସଭା : ବାଚସ୍ପତି

ଭୁବନେଶ୍ଵର: ଆସନ୍ତା ଫେବୃଆରୀ ୧୮ ତାରିଖରୁ ଓଡ଼ିଶା ବିଧାନସଭା ଆରମ୍ଭ । କରୋନା ସ୍ଥିତି କୋହଳ ହୋଇଥିବାରୁ ବିଧାନସଭାରେ କଟକଣା ମଧ୍ୟ କୋହଳ ରହିବ। ଚଳିତ ଥର ପ୍ରଶ୍ନକାଳ ରହିବ ଓ ଏଥର ମୋଟ୍ ୩୧ ଦିନିଆ କାର୍ଯ୍ୟଦିବସ ରହିଛି ବୋଲି ବୋଲି ଜଣାପଡ଼ିଛି। ଆସନ୍ତା ୧୮ରୁ ବିଧାନସଭା ବଜେଟ୍

ସୁରକ୍ଷା ବଳୟରେ ଥିବା ଦିଲ୍ଲୀର ଇସ୍ରାଏଲ୍‌ ଦୂତବାସ ନିକଟରେ ବିସ୍ଫୋରଣ, ଜଣେ ଆହତ

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଇସ୍ରାଏଲ୍‌ ଦୂତବାସ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଜଣେ ଆହତ ହୋଇଥିବା ସୂଚନା ରହିଛି। ସେଠାରେ ଥିବା କିଛି କାର୍‌ କ୍ଷତିଗ୍ରସ୍ତ ହୋଇଛି। ଦିଲ୍ଲୀ ପୁଲିସ୍‌ ଏ ନେଇ ସୂଚନା ଦେଇ ବିସ୍ଫୋରଣ ଘଟିଥିବା କଥା ନିଶ୍ଚିତ

ଲୋକଙ୍କୁ ମୌଳିକ ଆବଶ୍ୟକତା ଯୋଗାଇବାରେ ଓଡ଼ିଶା ସମଗ୍ର ଦେଶରେ ପଛୁଆ : ଅର୍ଥନୈତିକ ସର୍ଭେ

ଭୁବନେଶ୍ବର : ଲୋକଙ୍କୁ ମୌଳିକ ଆବଶ୍ୟକତା ଯେପରିକି ସ୍ବଚ୍ଛ ପାନୀୟ ଜଳ, ଘର, ବିଜୁଳି, ସୁରକ୍ଷିତ ରନ୍ଧନ ଇନ୍ଧନ ଆଦି ଯୋଗାଇବାରେ ଓଡ଼ିଶା ସମଗ୍ର ଦେଶରେ ପଛୁଆ ରହିଛି । ଏପରି ଏକ ନିରାଶାଜନକ ତଥ୍ୟ ପ୍ରଦାନ କରିଛି ଆଜି ଲୋକସଭାରେ ଆଗତ ହୋଇଥିବା ବର୍ଷ ୨୦୨୦-୨୧ର ଅର୍ଥନୈତିକ ସର୍ଭେ ରିପୋର୍ଟ ।

ଅଧିକ ମିତ୍ରରାଷ୍ଟ୍ରଗୁଡ଼ିକୁ ଭାରତ ଯୋଗାଇବ କୋଭିଡ ଟିକା – ବୈଦେଶିକ ମନ୍ତ୍ରୀ

ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର କହିଛନ୍ତି, ଭାରତ କୋଭିଡ ୧୯ ସମୟରେ ବିଶ୍ୱର ୧୫୦ଟିରୁ ଅଧିକ ଦେଶକୁ ଚିକିତ୍ସା ସାମଗ୍ରୀ ଯୋଗାଇଛି। ଇସ୍ରାଏଲ୍‍ର ଜାତୀୟ ସୁରକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ ଚତୁର୍ଦ୍ଦଶ ବାର୍ଷିକ ସମ୍ମିଳନୀରେ ଉଦବୋଧନ ଦେଇ ସେ କହିଛନ୍ତି, ଏପରିକି ଭାରତରେ କୋଭିଡ ପ୍ରତିଷେଧକ

କୃଷି ଆଇନକୁ ବିରୋଧ: ଆଖି ବୁଜିଲେ ଆଦିବାସୀ ମହିଳା କୃଷକ ନେତ୍ରୀ

ବର୍ଡରରେ ଜାନୁୟାରୀ ୧୬ରୁ କୃଷି ଆଇନ ବିରୋଧରେ ଧାରଣା ଦେଇଥିବା ଜଣେ ମହିଳା ଚାଷୀ ନେତ୍ରୀଙ୍କର ବୁଧବାର ରାତିରେ ମୃତ୍ୟୁ ଘଟିଛି। ମହିଳା ଜଣକ ହେଉଛନ୍ତି ମହାରାଷ୍ଟ୍ରର ନନ୍ଦୁରବାର ଜିଲା ଅନ୍ତର୍ଗତ ଆମ୍ବାବାରୀ ଗ୍ରାମର ସୀତାବାଇ ରାମଦାସ ତଡବୀ(୫୬)। ଅତ୍ୟଧିକ ଥଣ୍ଡା ଯୋଗୁ ତାଙ୍କର ମୃତ୍ୟୁ

୨୦୨୧ ହେବ ଅଭାବୀ ଲୋକଙ୍କୁ ଟିକା ଯୋଗାଣ ସମସ୍ୟା ସମାଧାନର ବର୍ଷ – ଡଃ ହର୍ଷବର୍ଦ୍ଧନ

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଭିଡିଓ କନଫରେନସିଂ ମାଧ୍ୟମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କାର୍ଯ୍ୟନିର୍ବାହୀ ବୋର୍ଡର ୧୪୮ ତମ ଅଧିବେଶନରେ ଅଧ୍ୟକ୍ଷତା କରିଛନ୍ତି। ସେ ତାଙ୍କ ଅଭିଭାଷଣରେ ବିଶ୍ୱର ଅତ୍ୟଧିକ ଅଭାବୀ ବ୍ୟକ୍ତିଙ୍କ ଜୀବନରେ ଉଲ୍ଲେଖନୀୟ

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ହତ୍ୟା ସନ୍ଦେହ, ସ୍କୁଟିରେ ମୃତଦେହ ଆଣି ରାସ୍ତାକଡ଼ରେ ଫିଙ୍ଗିଦେଲେ ଦୁଇ…

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ହତ୍ୟା ପରେ ଯାଜପୁର ଜିଲାରେ ଫିଙ୍ଗି ଦିଆଯାଇଛି। ଦୁଇ ଯୁବକ ଜଣ ଯୁବକ ଏକ ସ୍କୁଟିରେ ଯୁବତୀଙ୍କ ମୃତ ଦେହକୁ ଆଣି ଯାଜପୁର ଜିଲାରେ ଫିଙ୍ଗି ଦେଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି। ଆଜି ଦୁଇଜଣ ଯୁବକ ମୃତାଛାତ୍ରୀଙ୍କୁ
error: Content is protected !!
Open chat