Browsing Category
Odisha
ବ୍ରିସ୍ବେନ୍ରେ ଭାରତର ଐତିହାସିକ ବିଜୟ : ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ହାତେଇଲା ଟିମ୍ ଇଣ୍ଡିଆ
ବ୍ରିସବେନ୍: ଅଷ୍ଟ୍ରେଲିଆକୁ ତାର ନିଜ ମାଟିରେ ମାତ୍ ଦେଇ ଭାରତ ଐତିହାସିକ ବିଜୟ ହାସଲ କରିଛି। ଟିମ୍ ଇଣ୍ଡିଆ ବ୍ରିସବେନ୍ ବିଜୟ ସହ ଟେଷ୍ଟ ସିରିଜ କବଜା କରିଛି। ଏହାସହବ୍ରିସବେନରେ ଅଷ୍ଟ୍ରେଲିଆର ୩୩ ବର୍ଷର ଅପରାଜେୟ ରେକର୍ଡରେ ଭାରତ ବ୍ରେକ୍ ଲଗାଇଛି।
ରିଷଭ ପନ୍ତ ଓ ୱାସିଂଟନ!-->!-->!-->!-->!-->…
ନେତାଜୀଙ୍କ ଜନ୍ମଦିନକୁ “ପରାକ୍ରମ ଦିବସ” ଭାବେ ପାଳନ କରାଯିବା ପାଇଁ ନିଷ୍ପତ୍ତି
ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ପାଳନ କରିବାକୁ ମଙ୍ଗଳବାର କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ପ୍ରତିବର୍ଷ ଜାନୁଆରୀ ୨୩କୁ ସରକାର ’ପରାକ୍ରମ ଦିବସ’!-->…
ଭାରତ ବାୟୋଟେକର ଘୋଷଣା : କୋଭାକ୍ସିନରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଲେ କମ୍ପାନୀ ଦେବ କ୍ଷତିପୂରଣ
ହାଇଦ୍ରାବାଦ : କରୋନା ଭୂତାଣୁ ବିରୁଦ୍ଧରେ ସ୍ୱଦେଶୀ ଟିକା କୋଭାକ୍ସିନ ବିକଶିତ କରିଥିବା ଭାରତ ବାୟୋଟେକ୍ କହିଛି ଯେ, ଯଦି କେହି ଟିକା ନେବା ପରେ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହୁଅନ୍ତି, ତେବେ କମ୍ପାନୀ ଏହାର କ୍ଷତିପୂରଣ ଦେବ । ଭାରତ ବାୟୋଟେକ୍ (ବିବିଏଲ୍), ଭାରତ!-->…
ଭାରତ ବାୟୋଟେକ୍ର ଘୋଷଣା: କୋଭାକ୍ସିନର ସାଇଡ ଇଫେକ୍ଟ ପଡିଲେ କମ୍ପାନୀ ଦେବ କ୍ଷତିପୂରଣ,ଫର୍ମରେ ଲେଖିବାକୁ ହେବ…
ନୂଆଦିଲ୍ଲୀ,୧୬।୧: ଭାରତ ବାୟୋଟେକର ଭ୍ୟାକସିନ୍-କୋଭାକ୍ସିନ୍କୁ ନେଇ ଲଗାତାର ପ୍ରଶ୍ନ ଉଠିବାରେ ଲାଗିଛି। ଏହା ଭିତରେ କମ୍ପାନୀ ସ୍ପଷ୍ଟ କରି ଦେଇଛି ଯେ, ଭ୍ୟାକସିନର ଖରାପ ପ୍ରଭାବ ଯଦି ପଡୁଛି ତେବେ ଲାଭାର୍ଥୀଙ୍କୁ କ୍ଷତିପୂରଣ ଦିଆଯିବ। କେବଳ ସେତିକି ନୁହେଁ, କମ୍ପାନୀ ନିଜର ଫର୍ମରେ ଏ!-->…
ସାରା ଦେଶରେ କରୋନା ଟୀକାକରଣ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସବୁ ସଫଳତାର ଶ୍ରେୟ ଦେଲେ ବୈଜ୍ଞାନିକଙ୍କୁ
https://twitter.com/narendramodi/status/1350306962676715522
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ଟିକା ବିକଶିତ କରିବା ପାଇଁ ବହୁ ବର୍ଷ ଲାଗିଥାଏ କିନ୍ତୁ ଆମ ବୈଜ୍ଞାନିକମାନେ ବହୁତ କମ ସମୟରେ ମେଡ଼ ଇନ!-->!-->!-->!-->!-->!-->!-->…
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ
ନୂଆଦିଲ୍ଳୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଯାଇଛି। ଆମେରିକା ସଂସଦର ‘ହାଉସ୍ ଅଫ୍ ରିପ୍ରେଜେଣ୍ଟିଟିଭ୍’ ବା ଆମେରିକା ପ୍ରତିନିଧି ସଭାରେ ବହୁମତରେ ପାରିତ ହୋଇ ଯାଇଥିବା ସୂଚନା ରହିଛି। ଟ୍ରମ୍ପ୍ଙ୍କ ବିରୋଧରେ ଐତିହାସିକ!-->…
ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ପିଆଇଏଲ ଦାଖଲ
ନୂଆଦିଲ୍ଲୀ: ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଚର୍ଚ୍ଚାରେ ରହିଛି । ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟ ରହିବ ନା ନାହିଁ ଏହାକୁ ନେଇ ଏବେ ବିତର୍କ ସୃଷ୍ଟି ହୋଇଛି । ୟୁଜର୍ସଙ୍କ ତଥ୍ୟ ସେୟାର ପାଇଁ ଅନୁମତି ଲୋଡିଛି ହ୍ୱାଟ୍ସଆପ । ଫେବୃୟାରୀ ୮ ତାରିଖ ସୁଦ୍ଧା ଡାଟା ସେୟାର ପାଇଁ!-->…
ଶନିବାର ଠାରୁ ଆରମ୍ଭ ହେବ ଟୀକାକରଣ : ତିନି କୋଟି ଲୋକଙ୍କୁ ଦିଆଯିବ ଟିକା
ନୂଆଦିଲ୍ଲୀ : ସମଗ୍ର ଦେଶରେ ଜାନୁଆରୀ ୧୬, ଅର୍ଥାତ୍ ଶନିବାର ଠାରୁ ଟୀକାକରଣ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ଟିକା ନେଉଥିବା କିଛି ଲୋକଙ୍କ ସହ କଥା ହେବେ। ସୂଚନାଅନୁସାରେ, ପ୍ରଥମ ଦିନରେ!-->…
ଗଣତନ୍ତ୍ର ଦିବସ ସମାରୋହରେ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟ ଯୋଗ ଦେବେ ନାହିଁ
ନୂଆଦିଲ୍ଲୀ : ଏବର୍ଷର ଗଣତନ୍ତ୍ର ଦିବସ ପରେଡରେ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟ ଯୋଗ ଦେବେ ନାହିଁ । ଏ ସମ୍ପର୍କରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆଜି ଘୋଷଣା କରାଯାଇଛି ।
ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ଏବର୍ଷ କୌଣସି!-->!-->!-->…
ବିଏମସି କଟକଣା ପରେ କହିଲେ ସାଂସଦ ଅପରାଜିତା, ମାଗଣା ନୁହେଁ, ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ମିଳିବ ଖାଦ୍ୟ
କିଛି ଦିନ ପୂର୍ବରୁ ଭୁବନେଶ୍ୱରର ବିଭିନ୍ନ ବସ୍ତି, ରେଳଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ପାର୍ଶ୍ୱବର୍ତ୍ତୀ ଅଂଚଳ ଓ ବଜାରରେ ରହୁଥିବା ଭୋକିଲା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନ୍ନପୂର୍ଣ୍ଣା ଟ୍ରଷ୍ଟ ଆରମ୍ଭ କରିଥିଲେ। ତେବେ ଏଥିରେ!-->…