Browsing Category
Odisha
୨୫ ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯିବ ଟିକା
ଭୁବନେଶ୍ୱର ୨୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ୨୫ ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯିବ ଟିକା। ଟିକା ପାଇଁ ୧୫ ରୁ ୧୮ ବର୍ଷର ପିଲାଙ୍କୁ ପଞ୍ଜିକରଣ କରିବାକୁ ପଡିବ। ଆବଶ୍ୟକ ହେଲେ ଅଭିଭାବକମାନଙ୍କୁ ପିଲାଙ୍କ ସହ ଆସିବାକୁ ପଡିବ। ୬୦ବର୍ଷରୁ ଅଧିକ ଲୋକଙ୍କ ସଂଖ୍ୟା ୫୨ ଲକ୍ଷ ୩୭ ହଜାର। ଏମାନଙ୍କ!-->…
ଗୋଟିଏ ଲେୟାର ମାସ୍କ ନପିନ୍ଧି ତିନି ଲେୟାର ମାସ୍କ କିମ୍ବା ଏନ-୯୫ ମାସ୍କ ପିନ୍ଧନ୍ତୁ: ଡିଏମ୍ଇଟି
ଭୁବନେଶ୍ବର ୨୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଓଡିଶାରୁ ୪ ଜଣ ବ୍ୟକ୍ତି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଗୋଟିଏ ଲେୟାର ମାସ୍କ ନପିନ୍ଧି ତିନି ଲେୟାର ମାସ୍କ କିମ୍ବା ଏନ-୯୫ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି ଡିଏମଇଟି । ଏଥିସହ ଓମିକ୍ରନ!-->…
ବଡଦିନ ଓ ନୂଆବର୍ଷ ପାଇଁ କଟକଣା ଜାରି
ଭୁବନେଶ୍ୱର ୨୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ବଡଦିନ ଓ ନୂଆବର୍ଷ ପାଇଁ କଟକଣା । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଡିସେମ୍ବର ୨୫ ରୁ ଜାନୁଆରୀ ୨ ଯାଏଁ ଏହି କଟକଣା ଆଜି ଲାଗୁ କରାଯାଇଛି । ବଡଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ ରହିବା ପାଇଁ ନିର୍ଦେଶ ଦିଆଯାଇଛି । କୋଭିଡ!-->…
ପୁସ୍ତକକୁ ନେଇ ବିବାଦ: ସଲମନ ଖୁର୍ସିଦଙ୍କ ବିରୋଧରେ ଏତଲା ଦାଏର ପାଇଁ ଅଦାଲତଙ୍କ ଆଦେଶ
ନୂଆଦିଲ୍ଲୀ ୨୩/୧୨/୨୦୨୧ କଳିଙ୍ଗ ଜ୍ୟୋତି: ସଲମନ ଖୁର୍ସିଦ ତାଙ୍କର ନୂଆ ପୁସ୍ତକ ‘ସନରାଇଜ ଓଭର ଅଯୋଧ୍ୟା: ନେସନହୁଡ ଇନ ଆୱାର ଟାଇମ୍ସ’କୁ ନେଇ ବିବାଦୀୟ ହୋଇପଡିଛନ୍ତି । ଏଥିରେ ସେ ହିନ୍ଦୁତ୍ୱକୁ ନେଇ ଦେଇଥିବା ମନ୍ତବ୍ୟ ମୂଳ ବିବାଦର କାରଣ ହୋଇଛି । ଏହାକୁ ହିନ୍ଦୁ ଧର୍ମର ଅନେକ ତୀବ୍ର!-->…
ନୂଆ ଢାଞ୍ଚାରେ ମାଟ୍ରିକ୍ ପରୀକ୍ଷା, ଜାନୁଆରୀ ୫ରୁ ସମେଟିଭ୍-୧ ପରୀକ୍ଷା ଦେବେ ୫ଲକ୍ଷ ୭୧ ହଜାରରୁ ଅଧିକ ଛାତ୍ରଛାତ୍ରୀ
କଟକ ୨୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ମାଟ୍ରିକ୍ ପରୀକ୍ଷା ଲାଗି ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଜାରି ହୋଇଥିବା ନୂତନ ବ୍ୟବସ୍ଥା ଆଧାରରେ ସମେଟିଭ୍ ଆସେସମେଣ୍ଟ୍-୧ ପରୀକ୍ଷା ଆସନ୍ତା ୫ ତାରିଖରୁ ଆରମ୍ଭ ହେବ । ଦଶମ ଶ୍ରେଣୀରେ ପଢୁଥିବା ରାଜ୍ୟରେ ମୋଟ ୫ଲକ୍ଷ ୭୧!-->…
ଓଡ଼ିଶାରେ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ
ଭୁବନେଶ୍ବର/କଟକ ୨୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଓଡ଼ିଶାରେ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ଆଇଏଲଏସ୍ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ଜଣେ ନାଇଜେରିଆ ଓ ଆଉଜଣେ କାତାରରୁ ଓଡ଼ିଶାକୁ ଫେରିଥିବା କୁହାଯାଇଛି। ଜିନମ୍ ସିକ୍ବେନ୍ସିଂ ପରେ ଚିହ୍ନଟ ହୋଇଛନ୍ତି।!-->…
ସୁମିତଙ୍କ ଫାଟକ ଭାଙ୍ଗିଲେ ମହିଳା, ଶ୍ବଶୁର ଘର ବାରଣ୍ଡାରେ ଆଶ୍ରୟ ନେଲେ ତପସ୍ବିନୀ
ବ୍ରହ୍ମପୁର ୨୦/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଡାକ୍ତର ସୁମିତଙ୍କ ବ୍ରହ୍ମପୁରସ୍ଥିତ ବାସଭବନରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସୁମିତଙ୍କ ଘର ଫାଟକ ଭାଙ୍ଗି କିଛି ମହିଳା ଉଦ୍ୟମ କରି ସଫଳ ହୋଇଥିଲେ। ତେବେ ଦ୍ବିତୀୟ ଫାଟକ ଭାଙ୍ଗିବାରେ ସକ୍ଷମ ହୋଇପାରିନାହାନ୍ତି। ଫାଟକ ଭାଙ୍ଗିବା ପରେ!-->…
ପରିସ୍ଥିତି ଦେଖି ଲାଗିବ ପ୍ରତିବନ୍ଧକ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ଵର ୧୯/୧୨/୨୦୨୧ କଳିଙ୍ଗ ଜ୍ୟୋତି : କରୋନାର ନୂଆ ଭାରିଏଣ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଯାହାକି ଚିନ୍ତାଜନକ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଜଣ ବିଦେଶ ଫେରନ୍ତା କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଜିନମ ସିକ୍ଵେନ୍ସିଂ କରାଯାଇଥିଲା।!-->…
ଓମିକ୍ରନ ବଢୁଥିଲେ ବି ଡେଲଟାର ପ୍ରଭାବ ରହିଛି: ଆଇସିଏମ୍ଆର ଅତିରିକ୍ତ ନିର୍ଦ୍ଦେଶକ
ଭୁବନେଶ୍ବର ୧୯/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦେଶରେ କୋଭିଡି-୧୯ର ଡେଲଟା ଭାରିଆଣ୍ଟର ପ୍ରଭାବ ଏବେ ବି ରହିଛି । ଯଦିଓ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି, ତଥାପି ଏବେ ବି ଦେଶରେ ଅଧିକାଂଶ ଡେଲଟା ଦ୍ୱାରା ସଂକ୍ରମିତ ହେଉଛନ୍ତି । ଆଇସିଏମ୍ଆରର ଅତିରିକ୍ତ!-->…
ଖାଲି ପଡ଼ିଛି ୬୦% ସିଟ୍, ସ୍ବତନ୍ତ୍ର ଓଜେଇଇ କରିବାକୁ ସଚିବଙ୍କୁ ଚିଠି
ଭୁବନେଶ୍ବର ୧୯/୧୨/୨୦୨୧ କଳିଙ୍ଗ ଜ୍ୟୋତି : ରାଜ୍ୟର ବେସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଗୁଡିକରେ ପ୍ରାୟ ୬୦ ପ୍ରତିଶତ ସ୍ଥାନ (ସିଟ)ଖାଲି ପଡିଛି। ବି.ଟେକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ବହୁ ବିଦ୍ୟାର୍ଥୀ ଚାହିଁ ବସିଛନ୍ତି। ସିଟ ପୂରଣ ଏବଂ ଛାତ୍ରଛାତ୍ରୀଙ୍କୁ ବି.ଟେକ ପାଠ୍ୟକ୍ରମରେ!-->…