Browsing Category

Odisha

ଅରୁଣସ୍ତମ୍ଭ ପାଖକୁ ମନ୍ତ୍ରୀ, ନେତାଙ୍କୁ ଛାଡୁଛ, ଭକ୍ତଙ୍କୁ କାହିଁକି ଛାଡୁନ ? ? ଦୁଇଦିନ ଭିତରେ ଜବାବ ଦିଅ ସରକାର:…

ପୁରୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୧୦: ଗତ ସପ୍ତାହକ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀ ଓ କଂଗ୍ରେସର ଓଡିଶାର ପ୍ରଭାରୀ ଡଃ ଏ.ଚେଲା କୁମାର ପୁରୀ ଆସି ସିଂଦ୍ୱାର ନିକଟ ଅରୁଣସ୍ତମ୍ଭ ନିକଟରେ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି ।

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ; ଘର ଏବଂ ଅଟୋମୋବାଇଲ୍ ଋଣ ସୁଧ କମିବ ନାହିଁ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୯-୧୦-୨୦ :ଘର ଏବଂ ଅଟୋମୋବାଇଲ୍ ଋଣର ସୁଧହାର ଅପରିବର୍ତ୍ତିତ ରହିଥିବାରୁ ଏହାର ଇଏମଆଇ ନିକଟ ଭବିଷ୍ୟତରେ ହ୍ରାସ ହେବାର ସମ୍ଭାବନା ନାହିଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶୁକ୍ରବାର ଏହାର ଦ୍ବି-ମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ

ଦେଶରେ ଉତ୍ତମ ଗୁଣର ଉଚ୍ଚଶିକ୍ଷା ପାଇଁ ସରକାରଙ୍କ ପ୍ରୟାସ :ଭାରତରେ ଖୋଲିବ ଅକ୍ସଫୋର୍ଡ, ୟେଲ ବିଶ୍ବବିଦ୍ୟାଳୟ…

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୮-୧୦-୨୦ : ଭାରତୀୟ ବିଶ୍ବବିଦ୍ୟାଳୟଗୁଡ଼ିକରୁ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀମାନେ ମାଇକ୍ରୋସଫ୍ଟ ଠାରୁ ଆରମ୍ଭ କରି ଗୁଗଲ୍‌ ପର୍ଯ୍ୟନ୍ତ ବିଶ୍ବସ୍ତରୀୟ କମ୍ପାନିର ମୁଖ୍ୟ ହୋଇପାରିଛନ୍ତି। ତେବେ ଭାରତୀୟ ବିଦ୍ୟାର୍ଥୀମାନେ ୟେଲ୍‌, ଅକ୍ସଫୋର୍ଡ ଓ ଷ୍ଟାନଫୋର୍ଡ

ମାହାଙ୍ଗା ବ୍ଲକ କୁଆଁପାଳଠାରେ ବୁଦ୍ଧିଜୀବୀ ନାଗରିକ ମଂଚ ପକ୍ଷରୁ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ମତଲୁବ ଅଲ୍ଲୀଙ୍କ…

ମାହାଙ୍ଗା,(ଶ୍ରୀନିବାସ ନାୟକ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୯/୧୦: କେବଳ ରାଜନୀତି ପାଇଁ ଜଣେ ସବୁଠି ପୂଜା ପାଇନଥାଏ । ମାନବିକତା ହିଁ ସମାଜରେ ମଣିଷର ଅସଲ ପରିଚୟ । ସାହିତ୍ୟ ଓ ସଂସ୍କୃତିର ଅନବରତ ପ୍ରଚାର ଏବଂ ପ୍ରସାର ପାଇଁ ପ୍ରାକ୍ତନ ମନ୍ତ୍ରୀ ସେକ୍‌ ମତଲୁବ ଅଲୀ ଆଜି ମୃତ୍ୟୁ ପରେ ମଧ୍ୟ

ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ରାମକୃଷ୍ଣପୁର – ପାଟପାରୀ ରାସ୍ତା ଅବସ୍ଥା ଶୋଚନୀୟ

ନିଶ୍ଚିନ୍ତକୋଇଲି,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୯/୧୦: ନିଶ୍ଚିନ୍ତକୋଇଲି ବ୍ଲକ ଅଧିନରେ ଥିବା ରାମକୃଷ୍ଣପୁର - ପାଟପାରୀ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇଛି । ଫଳରେ ପ୍ରତ୍ୟେହ ଯାତାୟାତ କରୁଥିବା ଶହ ଶହ ଲୋକ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି ।

ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ସ୍ଥିରତା ଦେଖାଇଲୁ ଏବଂ ସମାଧାନର ଦେଶ ଭାବରେ ଉଭା ହେଲୁ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୯-୧୦-୨୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭାରତ ଏବଂ କାନାଡା ବାର୍ଷିକ ଇନଭେଷ୍ଟ ଇଣ୍ଡିଆ ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି ଯେ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ସ୍ଥିରତା ଦେଖାଇଲୁ ଏବଂ ସମାଧାନର ଦେଶ ଭାବରେ ଉଭା ହେଲୁ। ଭାରତ ଏବଂ

ଖୁବଶୀଘ୍ର ଖୋଲିପାରେ ସ୍କୁଲ ! ! କ୍ୟାମ୍ପସ‌ ସଫେଇ ଏବଂ ଭିତ୍ତିଭୂମି ସଜାଡିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୯/୧୦ : କରୋନା ପାଇଁ ୬ ମାସରୁ ଉର୍ଦ୍ଧ୍ଵ ସମୟ ଧରି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିଛି । ଏତେଦିନ ଧରି ସ୍କୁଲ ଗୁଡିକ ବନ୍ଦ ଥିବାରୁ କ୍ୟାମ୍ପସ ସଫେଇ ଓ ଭିତିଭୂମି ସଜାଡ଼ିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ଶିକ୍ଷକମାନେ

କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ପରଲୋକ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୯-୧୦-୨୦ : କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ୱାନଙ୍କ ପରଲୋକ। ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ତାଙ୍କ ପୁଅ ଚିରାଗ ପାଶ୍ୱାନ । ୭୪ ବର୍ଷିୟ ରାମ ବିଳାସ ପାଶ୍ୱାନ ନିକଟରେ ଦିଲ୍ଲୀର ଏକ ହସ୍ପିଟଲାରେ

ଗୃହିଣୀ ମାନଙ୍କ ପାଇଁ ଆଶ୍ବସ୍ତିକର ଖବର: ଲଗାତାର ଭାବେ ଖସୁଛି ସୁନା ଦର ! !

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶ୍ୱସ୍ତି ପ୍ୟାକେଜକୁ ନେଇ ଟ୍ୱିଟ୍ କରି ଆଶ୍ୱସ୍ତି ପ୍ୟାକେଜରେ ହସ୍ତାକ୍ଷର କରିବା କଥା କହିଛନ୍ତି । ଏହା ପରେ ସାରା ବିଶ୍ୱରେ ସେୟାର ମାର୍କେଟରେ ଗତି ଦେଖିବାକୁ ମିଳିଛି । କାରଣ ଆମେରିକା ବିଶ୍ୱର

ନୀତୀଶ କୁମାର: ବିଧାୟକ ନ ଥାଇ ୬ଥର ହେଲେଣି ମୁଖ୍ୟମନ୍ତ୍ରୀ ! !

ନୂଆଦିଲ୍ଲୀ/ପାଟନା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ, ବିହାରର ମୁଖ୍ୟମନ୍ତ୍ରୀ ଭାବେ ୬ ଥର ଶପଥ ନେଇଥିବା ଜେଡିୟୁ ନେତା ନୀତୀଶ କୁମାର ନିଜ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଥରେ ବି ବିଧାୟକ ହୋଇନାହାନ୍ତି।  ନୀତୀଶ କୁମାର ଯେତେବେଳେ ପ୍ରଥମଥର ପାଇଁ
error: Content is protected !!
Open chat