Browsing Category
Political
ଭାରତ – ଚୀନ ସୀମା ବିବାଦ : ଗଲୱାନ ଘାଟିରେ ୧ କି.ମି. ପଛକୁ ହଟିଲେ ଚୀନ ସୈନ୍ୟ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୬/୦୭ : ଗତ ଜୁନ ୧୫ ତାରିଖରେ ଗଲୱାନ ଘାଟିର ଯେଉଁ ସ୍ଥାନରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା, ସେହି ସ୍ଥାନଠାରୁ ୧ କି.ମି. ପଛକୁ ହଟିଛନ୍ତି ଚୀନ ସୈନ୍ୟ। ଉଭୟ ଦେଶ ମଧ୍ୟରେ ସେନା କମାଣ୍ଡର ସ୍ତରୀୟ ବୈଠକରେ ବାରମ୍ବାର ଦୁଇଦେଶ!-->…
ରାଷ୍ଟ୍ରପତିଙ୍କୁ ଭେଟି ଲେହ-ଲଦାଖ୍ ଗସ୍ତର ବିସ୍ତୃତ ବିବରଣୀ ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୬/୦୭ : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ। ପ୍ରାୟ ଅଧ ଘଣ୍ଟାର ବୈଠକରେ ଉଭୟଙ୍କ ମଧ୍ୟରେ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। କିଭଳି!-->…
ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ, ଆଇସିୟୁରେ ଭର୍ତି
କଳିଙ୍ଗ ଜ୍ୟୋତି ବ୍ୟୁରୋ ବ୍ରଜରାଜନଗର ୦୬/୦୭ : ବରିଷ୍ଠ ବିଜେପି ନେତ୍ରୀ ତଥା ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଶନିବାର ରାତିରେ ତାଙ୍କୁ ବରଗଡ଼ ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି। ରାଧାରାଣୀ ଦୀର୍ଘ ଦିନରୁ!-->!-->!-->…
ପାକିସ୍ତାନର ଭୟଙ୍କର ଷଡଯନ୍ତ୍ର !! କରୋନା ସଂକ୍ରମିତ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଯୋଜନା
ଶ୍ରୀନଗର / ଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୬/୦୭ : ପାକିସ୍ତାନ ଛାଡି ପାରୁନି ନିଜର ପୁରୁଣା ଅଭ୍ୟାସ। ପାକ୍ ଅଧିକୃତ କଶ୍ମୀର(ପିଓକେ)ରେ ଏଲଓସି ନିକଟରେ ଆତଙ୍କୀ ଶିବିରରେ ଚାଲିଛି ଏକ ବଡ ଧରଣର ଭୟଙ୍କର ଷଡଯନ୍ତ୍ର। ତାହା ହେଲା କରୋନା ଫିଦାଇନ୍ ପ୍ରସ୍ତୁତ କରାଯାଉଛି। ପାକିସ୍ତାନୀ!-->…
ସୁରୁଖୁରୁରେ ସଫଳ ରଥଯାତ୍ରା ଶେଷ ହୋଇଥିବା ନେଇ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ, ଗଜପତି ମହାରାଜ : ସେପଟେ ଶ୍ରେୟ…
ଭୁବନେଶ୍ୱର / ପୁରୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୫/୦୭ : କରୋନା କଟକଣା ଭିତରେ ରଥଯାତ୍ରା କରାଇବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଦେବା ପରେ ହାତରେ ଖୁବ କମ ସମୟ ଥିବା ସତ୍ତ୍ୱେ ସୁରୁଖୁରୁରେ ସମସ୍ତ ପ୍ରସ୍ତୁତି ପୁରୀ ଜିଲ୍ଲା ପ୍ରଶାସନ ଶେଷ କରିଥିଲା। ସରକାର କରୋନା ସଂକ୍ରମଣ ଭିତରେ!-->…
ଚାଇନିଜ୍ ଆପ ବ୍ୟାନ ହେବା ପରେ ଏବେ ଭାରତୀୟ କମ୍ପାନୀ ମାନଙ୍କ ପାଇଁ ସୃଷ୍ଟି ହୋଇଛି ଅପାର ସୁଯୋଗ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୫/୦୭: ଚାଇନାର ଆପ୍ ଟିକ୍ଟକ୍ ବନ୍ଦ ହେବା ପରେ ଏବେ ଦେଶୀ ଆପ୍ ଉପରେ ସମସ୍ତଙ୍କର ନଜର। ଏହାଦ୍ୱାରା ଭାରତୀୟ କମ୍ପାନୀଙ୍କର ରୋଜଗାରର ବାଟ ମଧ୍ୟ ଫିଟି ଯାଇଛି। ଟିକ୍ଟକ୍ ଭଳି ଫିଚର୍ସ ଥିବା ଆପ୍ଲିକେଶନକୁ ଲୋକେ ବେଶି ପସନ୍ଦ କରୁଛନ୍ତି। ଏବେ!-->…
ଚୀନ ଉପରେ ପୁଣି ବର୍ଷିଲେ ଟ୍ରମ୍ପ : ଆଜି ସମଗ୍ର ବିଶ୍ୱ ଚୀନ ଯୋଗୁଁ କରୋନା କବଳିତ ହୋଇଛି
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୭ : ଆମେରିକାର ୨୪୪ତମ ସ୍ୱାଧୀନତା ଦିବସରେ ଦ୍ୱିତୀୟ "ସାଲ୍ୟୁଟ୍ ଟୁ ଆମେରିକା ” ରାଲିକୁ ସମ୍ବୋଧିତ କରି ଟ୍ରମ୍ପ ପୁଣି ଥରେ ଚୀନକୁ ଟାର୍ଗେଟ କରିଛନ୍ତି| କରୋନା ଭୂତାଣୁ ପାଇଁ ଦେଶରେ ଏହାକୁ ଖୁବ ଧୁମଧାମରେ ପାଳନ କରାଯାଉନଥିଲେ ମଧ୍ୟ!-->…
ମାଡ଼ିଚାଲିଛି କରୋନା : ରାଜଧାନୀରେ ଆଜି ପୁଣି ୧୯ ଜଣ ପଜିଟିଭ୍ ଚିହ୍ନଟ, ସୁସ୍ଥ ହୋଇଛନ୍ତି ୨୩ ଜଣ ।
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୫/୦୭ : ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯ ଜଣ କ୍ୱାରାଣ୍ଟାଇନ୍ରୁ ଏବଂ ୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେହିପରି ୨ ଜଣ କୋଭିଡ୍ ଯୋଧ୍ୟା ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ନେଇ!-->…
ମତଦାନ କେନ୍ଦ୍ରରେ ୧,୦୦୦ରୁ ଅଧିକ ଲୋକ ଭୋଟ ଦେଇପାରିବେ ନାହିଁ : ନିର୍ବାଚନ ଆୟୋଗ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୭: କରୋନା ପ୍ରକୋପ ଯୋଗୁଁ ଭୋଟଦାନ କେନ୍ଦ୍ରରେ ମତଦାତାମାନଙ୍କର ସଂଖ୍ୟାକୁ ସୀମିତ ରଖିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଦ୍ୱାରା ଗମ୍ଭିରତାର ସହ ବିଚାର କରାଯାଉଥିବା ଜଣା ପଡିଛି | ସୂତ୍ର ଅନୁସାରେ, ଭୋଟଦାନ କେନ୍ଦ୍ରମାନଙ୍କରେ ଭିଡକୁ କମ!-->!-->!-->…
ସୁରୁଖୁରୁ ତଥା ନୀତିକାନ୍ତିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଘୋଷ ଯାତ୍ରା ସମାପ୍ତ ହୋଇଥିବାରୁ ଧନ୍ୟବାଦ ଜଣାଇଲେ…
ଭୁବନେଶ୍ୱର / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୫/୦୭ : କରୋନା ମହାମାରୀର କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ, ଅଧର ପଣା ଓ ନିଳାଦ୍ରୀ ବିଜେ ନୀତି ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି । ଏ ସମସ୍ତ ନୀତିକାନ୍ତି ଭକ୍ତଶୂନ୍ୟ!-->…
