Browsing Category
Political
ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟତିଥିରେ ଅମିତ ଶାହାଙ୍କ ଆହ୍ବାନ – ଯୁବକମାନେ ହିଁ ରାଷ୍ଟ୍ରର ବିକାଶ କରିପାରିବେ
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୫/୦୭ : ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟତିଥି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏକ ଟ୍ୱିଟରେ ଶାହା କହିଛନ୍ତି, ସ୍ୱାମୀ ବିବେକାନନ୍ଦ ଜଣେ ସନ୍ଥ, ମହାନ୍ ଚିନ୍ତାନାୟକ ଏବଂ ଜଣେ ଅସାଧାରଣ!-->…
ଶ୍ରୀକ୍ଷେତ୍ର ରେ ଲାଗିଲା ପ୍ରବେଶ କଟକଣା : ବିନା କାରଣରେ ପୁରୀକୁ ଯାଇପାରିବେ ନାହିଁ
ପୁରୀ (କଳିଙ୍ଗ ଜ୍ୟୋତି), ୦୫।୦୭ : ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ଅନେକ ଜିଲ୍ଲାରେ ସପ୍ତାହାନ୍ତ ସଟ ଡାଉନ ଘୋଷଣା କରାଯାଇଛି । ପୁରୀକୁ ପ୍ରବେଶ କରିବା ପାଇଁ ଥିବା ୩ଟି ରାସ୍ତାରେ ନାକାବନ୍ଦୀ କରି ଯାଂଚ କରାଯିବ । ପୁରୀ-ଭୁବନେଶ୍ୱର, ପୁରୀ-ଅସ୍ତରଙ୍ଗ!-->…
ଚୀନ ଭେଟି ଦେଲା ଆଉ ଏକ ନୂଆ ସ୍ୱାଇନ୍ ଫ୍ଲୁ ଭାଇରସ୍ ‘G-4’
ବେଜିଂ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୫।୦୭ : ଚୀନରେ ଆଉ ଏକ ନୂଆ ଭାଇରସ୍ ମୁଣ୍ଡ ଟେକିଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଏହି ଭାଇରସକୁ ପ୍ରାଣଘାତୀ ବୋଲି କୁହାଯାଉଛି । ଏବେ ସାରା ବିଶ୍ବ କରୋନା ମହାମାରୀରୁ ରକ୍ଷା ପାଇପାରିନଥିବା ବେଳେ ଚୀନ୍ର ବୈଜ୍ଞାନିକମାନେ ଏକ ନୂଆ ପ୍ରକାରର!-->…
ଭାରତ ସରକାର ବ୍ୟାନ୍ କଲା ପରେ ଏବେ ଚୀନଠାରୁ ନିଜକୁ ଦୂରେଇବାକୁ ଚାହୁଁଛି ଟିକଟକ୍
ନୂଆଦିଲ୍ଲୀ: ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଟିକଟକ୍ ସମେତ ୫୯ଟି ଚାଇନା ଆପକୁ ବ୍ୟାନ କରିଦେଇଛନ୍ତି ଭାରତ ସରକାର । ଭାରତରେ ବ୍ୟାନ ହେବା ପରେ ବେଜିଂ ଠାରୁ ଦୂରେଇ ଯିବାକୁ ଚାହୁଁଛି ସୋସିଆଲ ମିଡିଆ ଟିକଟକ୍ । ହେଲେ ଭାରତରେ ଏହି ସର୍ଟ ଭିଡିଓ ଆପର ପ୍ରବଳ ଚାହିଦା ଥିବାରୁ ଏବଂ!-->…
ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଲାଇଙ୍ଗ ସମେତ ୩ଟି ପଞ୍ଚାୟତ କୁ ସଟଡାଉନ ଘୋଷଣା।
ଲାଇଙ୍ଗ / ରାଜଗାଙ୍ଗପୁର (କଳିଙ୍ଗ ଜ୍ୟୋତି / ସୌମ୍ୟଜୀତ ସ୍ୱାଇଁ), ୦୪/୦୭ : କରୋନା ମାହାମାରି ନିଜର କାୟା ବିସ୍ତାର କରିବାରେ ଲାଗିଛି। ସମଗ୍ର ବିଶ୍ୱ ଏହା ପ୍ରଭାବରେ ପ୍ରଭାବିତ । ଏଥିରୁ ଓଡିଶା ମଧ୍ୟ ବାଦ ପଡିନି। ସୁନ୍ଦରଗଡ ଜିଲ୍ଲାରେ ଆଜି ୩୬ ଜଣ କରୋନା ରେ ଆକ୍ରାନ୍ତ ହୋଇଥିବା ବେଳେ!-->…
ଭାରତ ସହ ସମ୍ପର୍କ ବିଗାଡ଼ିବା ମହଙ୍ଗା ପଡିଲା ନେପାଳର ପ୍ରଧାନମନ୍ତ୍ରୀଙ୍କ ପାଇଁ : ଆଜି ଦେଇ ପାରନ୍ତି ଇସ୍ତଫା
ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୪/୦୭ : ନେପାଳ ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ଇସ୍ତଫା ଲାଗି ଶାସକ ନେପାଳ କମ୍ୟୁନିଷ୍ଟ୍ ପାର୍ଟିରେ ଦାବି ଜୋର୍ ଧରିଛି।ଶାସକ ନେପାଳ କମ୍ୟୁନିଷ୍ଟ୍ ପାର୍ଟିରେ ମନାନ୍ତର ବୃଦ୍ଧି ପାଉଥିବା ବେଳେ ଆଜି ନେପାଳୀ ପ୍ରଧାନମନ୍ତ୍ରୀ କେପି ଓଲା ଇସ୍ତଫା!-->…
କୋଟାରେ ସିଜିଡି ପ୍ରକଳ୍ପର ଅଗ୍ରଗତି ନେଇ ଲୋକସଭା ବାଚସ୍ପତିଙ୍କ ସହ ମିଳିତ ଭାବେ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୪/୦୭:ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୦୩ – ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ସହଯୋଗରେ ରାଜସ୍ଥାନ କୋଟାରେ କ୍ରିୟାନ୍ୱିତ ହେଉଥିବା ସିଟି ଗ୍ୟାସ ବିତରଣ(ସିଜିଡି) ପ୍ରକଳ୍ପର ଅଗ୍ରଗତି ନେଇ ନୂଆଦିଲ୍ଲୀରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହ ମିଳିତ!-->!-->!-->…
ଉତ୍ତରପ୍ରଦେଶର କାନ୍ପୁରରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟରର : ୮ ପୁଲିସ ଅଧିକାରୀ ସହିଦ,୨ ବାହୁବଳୀ ଅପରାଧୀ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭ : ଉତ୍ତରପ୍ରଦେଶର କାନ୍ପୁରରେ ଗୁରୁବାର ରାତିରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟରର ଘଟିଥିଲା। ଏଥିରେ ୮ ପୁଲିସ ଅଧିକାରୀ ସହିଦ ହେବା ସହ ୨ ଅପରାଧୀ ନିହତ ହୋଇଥିଲେ। ତେବେ ଏହି ଦୁଇ ଅପରାଧୀ ହେଉଛନ୍ତି ଉତ୍ତରପ୍ରଦେଶର ମୋଷ୍ଟ!-->!-->!-->…
ପୁଣି ଦେଖାଇଲେ ୫୬” ଛାତି ର ଦମ୍ଭ : ଅଚାନକ ଲଦାଖ ସେନା କ୍ୟାମ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଥୀରେ…
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩।୭ : ଆଜି ଦୁନିଆ ପୁଣି ଦେଖିଲା ମୋଦିଙ୍କ ୫୬" ଛାତି ର ଦମ୍ଭ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଚାନକ ଲଦାଖ ଗସ୍ତ କରିଛନ୍ତି ସାଥୀରେ ଅଛନ୍ତି ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନରାଲ ବିପିନ ରାୱତ। ଲଦାଖ ସେନା କ୍ୟାମ୍ପରେ ସୁରକ୍ଷା ପ୍ରସଙ୍ଗକୁ!-->…
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥାପନ କଲେ ବର୍ଷକର ରିପୋର୍ଟ କାର୍ଡ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୩/୦୭:ପ୍ରଶାସିକାରୁ ରାଜନେତା ପାଲଟିଥିବା ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ନିଜର ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ଗତ ବର୍ଷକ ମଧ୍ୟରେ ସାଂସଦ ଭାବେ ସେ କ’ଣ କରିଛନ୍ତି ତା’ର ହିସାବ ଦେବା ସହ ଆଗାମୀ ଦିନର!-->…
