Browsing Category

Political

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ ।

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୩୦/୦୬ : ଆଜି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉଦବୋଧନ ଦେବେ। ଏନେଇ ପିଏମଓ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଆସନ୍ତା ବୁଧବାର ଠାରୁ ଅନଲକ୍-ଟୁ କାର୍ଯ୍ୟକାରୀ

ଭାରତରେ ଟିକ୍‌ଟକ୍‌ ସମେତ ୫୯ଟି ଚାଇନା ମୋବାଇଲ୍‌ ଆପ୍‌କୁ ନିଷିଦ୍ଧ ଘୋଷଣା : ବ୍ୟକ୍ତିଗତ ତଥ୍ୟଚୋରି ଅଭିଯୋଗ ।

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୩୦/୦୬ : ତଥ୍ୟ ଚୋରି ଅଭିଯୋଗରେ ଟିକ୍‌ଟକ୍‌ ସମେତ ୫୯ଟି ଚାଇନା ମୋବାଇଲ୍‌ ଆପ୍‌କୁ ଭାରତରେ ବ୍ୟାନ୍ ଘୋଷଣା କରାଯାଇଛି। ଭାରତ-ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଉତ୍ତେଜନା ଲାଗିରହିଥିବା ବେଳେ ଭାରତ ଚୀନ ଉପରେ ଜୋରଦାର ସାଇବର୍ ଆକ୍ରମଣ କରିଛି। ଦେଶର

ଭାରତ ଏବଂ ଚୀନ୍ ‌ସୀମା ଉତ୍ତେଜନା : ଆସନ୍ତାକାଲି ସର୍ବୋଚ୍ଚ ସାମରିକ ସ୍ତରୀୟ ବୈଠକ

ନୂଆଦିଲ୍ଲୀ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ଗଲୱାନ୍ ହିଂସା ପରିପ୍ରେକ୍ଷୀରେ ଆସନ୍ତାକାଲି ଭାରତ ଏବଂ ଚୀନ୍ ମଧ୍ୟରେ କର୍ପସ କମାଣ୍ଡର ସ୍ତରର ଆଲୋଚନା ହେବ। ଭାରତ-ଚୀନ ମଧ୍ୟରେ ସୀମାନ୍ତରେ ଉତ୍ତେଜନା ବଢି ଚାଲିଥିବା ବେଳେ ମଙ୍ଗଳବାର ଦିନ ଲେହର ଚୁସୁଲ ଜିଲ୍ଲାରେ ସାମରିକ ସ୍ତରୀୟ ଆଲୋଚନା

ବିଚ୍ଛିନ୍ନତାବାଦୀ ନେତା ଗିଲାନୀଙ୍କ ହୁରିୟତ କନ୍‌ଫରେନ୍ସରୁ ଇସ୍ତଫା

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହ ଗିଲାନୀ ହୁରିୟତ କନ୍‌ଫରେନ୍ସରୁ ଇସ୍ତଫା ଦେଇଛନ୍ତି। ଏକ ଅଡିଓ ବାର୍ତ୍ତା ଜାରି କରି ସେ ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି। ସେ ହରିୟତଠାରୁ ନିଜକୁ ଦୂରେଇ ରଖିଥିବା କହିଛନ୍ତି।

କଥା ରଖିଲା ଫ୍ରାନ୍ସ : ଭାରତରେ ଜୁଲାଇ ଶେଷ ସୁଦ୍ଧା ପହଞ୍ଚିବ ୬ଟି ରାଫେଲ ଯୁଦ୍ଧ ବିମାନ।

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦିଲ୍ଲୀ ୨୯/୦୬: ଗେମ ଚେଞ୍ଜର କୁହାଯାଉଥିବା ରାଫେଲ ଯୁଦ୍ଧ ବିମାନ ଖୁବଶୀଘ୍ର ଭାରତ ପାଖରେ ପହଞ୍ଚିବାକୁ ଯାଉଛି। ଆସନ୍ତା ଜୁଲାଇ ୩୧ ସୁଦ୍ଧା ଭାରତ ପାଖରେ ‘ଫୁଲ ଲୋଡେଡ୍‌’ ୬ଟି ରାଫେଲ ଯୁଦ୍ଧ ବିମାନ ପହଞ୍ଚି ଯିବ ବୋଲି ଜଣାପଡ଼ିଛି। ଏଥିରେ ଲଙ୍ଗ ରେଞ୍ଜ ମେଟୋରୋ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଘୋଷଣା : ଖୁବଶୀଘ୍ର ଦିଲ୍ଲୀରେ ହେବ ପ୍ଲାଜମା ବ୍ୟାଙ୍କ।

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ଆଜି (ସୋମବାର) ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ କେଜ୍ରିଓ୍ୱାଲ କହିଛନ୍ତି, କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏକ ପ୍ଲାଜମା ବ୍ୟାଙ୍କ ତିଆରି କରିବାକୁ ଯାଉଛୁ। ଏହା ସମଗ୍ର ଦେଶରେ ପ୍ରଥମ ପ୍ଲାଜମା ବ୍ୟାଙ୍କ ହେବ। ଯେଉଁମାନେ

ଭାରତ ମହାସାଗରରେ ଜାପାନ ଓ ଭାରତୀୟ ନୌସେନାର ମିଳିତ ସମରାଭ୍ୟାସ : ଚୀନ ବିରୁଦ୍ଧରେ ଭାରତ ପଛରେ ଛିଡ଼ା ହେଲା ଜାପାନ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ଗତ ଶନିବାରଦିନ ଭାରତ ମହାସାଗରରେ ଜାପାନ ଓ ଭାରତର ନୌସେନା ମିଳିତଭାବେ ସମରାଭ୍ୟାସ କରିଛନ୍ତି । ଏଥିରେ ଭାରତୀୟ ନୌସେନାର ଆଇଏନଏସ ରାନା ଓ ଆଇଏନଏସ କୁଲିସ ଯୁଦ୍ଧ ଜାହାଜ ଓ ଜାପାନର ନୌସେନାର ଜେଏସ କାସିମା ଓ ଜେଏସ ସିମାୟୁକି ଯୋଗ ଦେଇଥିଲେ

‘ମିଶନ ଅଲ ଆଉଟ’ : ଜମ୍ମୁ – କଶ୍ମୀରର ଅନନ୍ତନାଗରେ ଏନ୍‌କାଉଣ୍ଟରେ ତିନି ଆତଙ୍କବାଦୀ ନିହତ

ଶ୍ରୀନଗର, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୯/୦୬ : ସୋମବାର ସକାଳେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଖୁଲଚୋହର ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କାରଣରୁ ତିନି ଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ପରିଚୟ ପାଇବାକୁ ଉଦ୍ୟମ ଚାଲୁ

ଜୁନ ୨୯, ଆଜି ହେଉଛି ଜାତୀୟ ପରିସଂଖ୍ୟାନ ଦିବସ : ଭାରତର ବିକାଶରେ ପରିସଂଖ୍ୟାନର ଭୂମିକା ଉଲ୍ଲେଖନୀୟ

କଳିଙ୍ଗ ଜ୍ୟୋତି ବ୍ୟୁରୋ, ୨୯/୦୬ : ପରିସଂଖ୍ୟାନ କ୍ଷେତ୍ରରେ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସଙ୍କ ମହତ୍ତ୍ୱପୂର୍ଣ୍ଣ ଯୋଗଦାନକୁ ଏହି ଦିବସରେ ସ୍ମରଣ କରାଯାଇଥାଏ। ପଦ୍ମବିଭୂଷଣ ମହାଲନୋବିସଙ୍କୁ ଭାରତୀୟ ପରିସଂଖ୍ୟାନର ପିତା କୁହାଯାଏ। ପ୍ରତିବର୍ଷ ଜୁନ୍‌ ୨୯ରେ ଜାତୀୟ ପରିସଂଖ୍ୟାନ

ରାଉରକେଲା, ଆରଜିଏଚରେ ରୋଗୀଙ୍କ ମୃତ୍ୟୁ ଘଟଣାକୁ ନେଇ ହସ୍‌ପିଟାଲ ପରିସରରେ ଉତ୍ତେଜନା

ରାଉରକେଲା (କଳିଙ୍ଗ ଜ୍ୟୋତି), ୨୯/୦୬ : ରାଉରକେଲାସ୍ଥିତ ଆରଜିଏଚରେ ରୋଗୀଙ୍କ ମୃତ୍ୟୁ ଘଟଣାକୁ ନେଇ ହସ୍‌ପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଛି। ସୂଚନାଯୋଗ୍ୟ, ରାଉରକେଲାସ୍ଥିତ ବାସ୍ତନୀ କଲୋନି ମାଲଗୋଦାମ ବସ୍ତିରେ ହରିଶ୍ଚନ୍ଦ୍ର କଣ୍ଟିଆ (୨୨) ବସବାସ କରନ୍ତି। ଗତକାଲି ରାତିରେ ତାଙ୍କ
error: Content is protected !!
Open chat