Browsing Category
Political
୨୨ ପର୍ଯ୍ୟନ୍ତ ଶୋଭାଯାତ୍ରା ମନା, ସଭାକୁ ଅନୁମତି
ଶୋଭାଯାତ୍ରା ଓ ରୋଡ୍ ଶୋ’ ଉପରେ କଟକଣା ଜାରି କଲେ ଭାରତ ନିର୍ବାଚନ ଆୟୁକ୍ତ
ନୂଆଦିଲ୍ଲୀ ୧୫/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଶନିବାର ଭାରତ ନିର୍ବାଚନ ଆୟୋଗ ପକ୍ଷରୁ ଦେଶର ୫ଟି ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କଟକଣାକୁ ବୃଦ୍ଧି କରାଯାଇଛି। ନିର୍ବାଚନ ହେବାକୁ!-->!-->!-->…
ସୁନ୍ଦରଗଡ ହେଉଛି ଓଡ଼ିଶାର ବିକାଶର ବତୀଘର:ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର ୧୦/୦୧/୨୦୨୨ କଳିଙ୍ଗ ଜ୍ୟୋତି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ସଦର ବ୍ଲକ୍ ଅନ୍ତର୍ଗତ କୋପସିଂଗା ଓ କୁଡାବଙ୍ଗାଠାରେ ୪୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ଇବ୍ ନଦୀ ଉପରେ ନିର୍ମାଣ ହେବାକୁ ଥିବା ଦୁଇଟି ବ୍ୟାରେଜର ଶିଳାନ୍ୟାସ କରିଛନ୍ତି। ଏହି ଦୁଇଟି ପ୍ରକଳ୍ପ!-->…
ଯାହାର ଦମ ଥିବ ସିଏ ମଥୁରାରେ ମନ୍ଦିର ଗଢିବ : ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ ୧୦/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜନୀତି ସରଗରମ ହୋଇ ଉଠିଛି । ରାଜନୈତିକ ବୟାନବାଜି ଭିତରେ ଉଠୁଛି ପଡୁଛି ଉତ୍ତରପ୍ରଦେଶ । ଶାସକ-ବିରୋଧୀଙ୍କ ବାକ୍ୟ ବାଣ ସଂକେତ ଦେଉଛି ଯେ, ଏଥର ଆଉ ଏକପାଖିଆ ହେବନି ଉତ୍ତରପ୍ରଦେଶ ନିର୍ବାଚନ ।!-->…
କରୋନା କଟକଣା ମଧ୍ୟରେ ୫ ରାଜ୍ୟର ୬୯୦ ଆସନରେ ହେବ ମତଦାନ
ନୂଆଦିଲ୍ଲୀ ୦୮/୦୧/୨୦୨୨ କଳିଙ୍ଗ ଜ୍ୟୋତି : କରୋନା କଟକଣା ମଧ୍ୟରେ ଏଥର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆରେ ବିଧାନସଭା ନିର୍ବାଚନ ହେବ । ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ ଚନ୍ଦ୍ରା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏଥର ଅନଲାଇନରେ ନାମାଙ୍କନ ପତ୍ର ଦାଖଲ!-->…
ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ପୁୁଣି ଲାଗିଲା କଟକଣା
୧୦ରୁ ୩୧ ତାରିଖ ଯାଏଁ ଜଗା ଦର୍ଶନ ବନ୍ଦ
ପୁରୀ ୦୭/୦୧/୨୦୨୨ କଳିଙ୍ଗ ଜ୍ୟୋତି : ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ପୁଣି ଥରେ ହଠାତ୍ ବଢ଼ିଯିବାରୁ କଟକଣା ବଢ଼ିଛି। କରୋନାର ପ୍ରଭାବ ପୁରୀ ସହର ଉପରେ ପଡ଼ିଛି। ଆସନ୍ତା ଜାନୁଆରି ୧୦ ତାରିଖ ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ।!-->!-->!-->…
ସମୟର ଗୁରୁତ୍ୱକୁ ଆକଳନ କରିନଥିଲେ ତତ୍କାଳୀନ ସରକାର – ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ପୂର୍ବ ସରକାରଗୁଡିକୁ ସମାଲୋଚନା କରି କହିଛନ୍ତି ଯେ ସେମାନେ ସମୟର ମୂଲ୍ୟ ଆକଳନ କରିପାରି ନଥିଲେ ତେଣୁ ଏବେର ସରକାର ସେହି ସମୟର ଆବଶ୍ୟକତାକୁ ଏବେ ପୂରଣ କରିବା ପାଇଁ ଚେଷ୍ଟା କରୁଛନ୍ତି। ଆଜି ପ୍ରଧାନମନ୍ତ୍ରୀ କାନପୁର ମେଟ୍ରୋ ରେଳ ପ୍ରକଳ୍ପ!-->…
ମଞ୍ଚ ଉପରେ ଥାଇ ପୋଲିସକୁ ଖୋଲାଖୋଲି ଧମକ ଦେଲେ ଅସଦୁଦ୍ଦିନ ଓୱେସି, କହିଲେ ଯୋଗୀଙ୍କ ମଠ ଯିବା ପରେ କିଏ ତୁମକୁ ବଞ୍ଚାଇବ…
ଲକ୍ଷ୍ନୌ ୨୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି ଉତ୍ତରପ୍ରଦେଶରେ ଏକ ରାଲିରେ ଉଦବୋଧନ ଦେଇ ଉତ୍ତରପ୍ରଦେଶ ପୋଲିସକୁ ଖୋଲାଖୋଲି ଧମକ ଦେଇଛନ୍ତି । ଏଥି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ!-->…
ଓମିକ୍ରନ ବଢୁଥିଲେ ବି ଡେଲଟାର ପ୍ରଭାବ ରହିଛି: ଆଇସିଏମ୍ଆର ଅତିରିକ୍ତ ନିର୍ଦ୍ଦେଶକ
ଭୁବନେଶ୍ବର ୧୯/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦେଶରେ କୋଭିଡି-୧୯ର ଡେଲଟା ଭାରିଆଣ୍ଟର ପ୍ରଭାବ ଏବେ ବି ରହିଛି । ଯଦିଓ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି, ତଥାପି ଏବେ ବି ଦେଶରେ ଅଧିକାଂଶ ଡେଲଟା ଦ୍ୱାରା ସଂକ୍ରମିତ ହେଉଛନ୍ତି । ଆଇସିଏମ୍ଆରର ଅତିରିକ୍ତ!-->…
୧୧ ମୁଖ୍ୟମନ୍ତ୍ରୀଙ୍କୁ ମୋଦୀଙ୍କ ମନ୍ତ୍ର, ଲୋକଙ୍କୁ ଶ୍ରେଷ୍ଠ ଶାସନ ଦିଅ
ବାରାଣସୀ ୧୫/୧୨/୨୦୨୧ କଳିଙ୍ଗ ଜ୍ୟୋତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବାରାଣସୀ ଗସ୍ତର ଦ୍ବିତୀୟ ଦିନରେ ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିଛନ୍ତି। ବୈଠକରେ ମୋଦୀ ଦଳର ମୁଖ୍ୟମନ୍ତ୍ରୀମାନଙ୍କୁ ଆଗାମୀ ବିଭିନ୍ନ ବିଧାନସଭା ନିର୍ବାଚନ ଲାଗି ଗୁରୁମନ୍ତ୍ର!-->…
କୃଷକଙ୍କୁ ହତ୍ୟା ଉଦ୍ଦେଶ୍ୟମୂଳକ – ଏସ୍ଆଇଟି
ଲକ୍ଷ୍ନୌ ୧୫/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଉତ୍ତର ପ୍ରଦେଶର ଲଖିମପୁର ଖେରିଠାରେ ଆନ୍ଦୋଳନରତ କୃଷକଙ୍କୁ ଗାଡ଼ିମଡ଼ାଇ ହତ୍ୟା କରାଯିବା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ଥିଲା। ଏହା ଆଦୌ ଦୁର୍ଘଟଣା କିମ୍ବା ଅସାବଧାନତା ଜନିତ ମୃତ୍ୟୁ ନୁହେଁ; ଉଦ୍ଦେଶ୍ୟମୂଳକ ହତ୍ୟାକାଣ୍ଡ। ଏଭଳି ମତ ଦେଇଛନ୍ତି!-->…