Browsing Category
Political
୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳ ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ
ଚାରିଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଆଜି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ତାରିଖ ଘୋଷଣା କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ବିଷୟ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ, ଆସାମ,!-->…
ଦୁଇ ଦିନରେ ଖେଳ ଶେଷ, ୩ୟ ଟେଷ୍ଟ ଜିତିଲା ଭାରତ
ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବୁଧବାର ଆରମ୍ଭ ହୋଇଥିବା ୩ୟ ଦିବାରାତ୍ର ଟେଷ୍ଟ ମ୍ୟାଚ ଦୁଇ ଦିନରେ ଶେଷ ହୋଇଛି। ଭାରତ ଏହି ମ୍ୟାଚରେ ଭ୍ରମଣକାରୀ ଦଳକୁ ୧୦ ଉଇକେଟରେ ପରାସ୍ତ କରି ୨-୧ ବିଜୟ ସହିତ ସିରିଜରେ ଆଗୁଆ ରହିଛି। ଆଉ ଗୋଟିଏ ମ୍ୟାଚ୍ ବାକି!-->…
ଗୁଜୁରାଟ: ଦୁଇଟି ଯାକ ରାଜ୍ୟସଭା ଆସନକୁ ହାତେଇଲା ବିଜେପି
ଗାନ୍ଧୀନଗର: ଗୁଜୁରାଟର ଦୁଇଟି ଯାକ ରାଜ୍ୟସଭା ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ବିଜୟଲାଭ କରିଛନ୍ତି। ଦଳୀୟ ପ୍ରାର୍ଥୀ ଦୀନେଶଚାମଦ୍ରା ଜେମଲଭାଇ ଅନନଭାଦିଆ ଏବଂ ରାମଭାଇ ହରଜୀଭାଇ ମୋକାରିଆ ଉଭୟ ରାଜ୍ୟସଭା ଆସନରେ ଜିତିଛନ୍ତି।
ଉଲ୍ଲେଖଯୋଗ୍ୟ, କଂଗ୍ରେସ ସାଂସଦ!-->!-->!-->…
ଅପରେସନ୍ ସାଇଲେଣ୍ଟ ଭାଇପରକୁ ସଫଳତା: ଅପରାଧର ୨୨ ବର୍ଷ ପରେ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ…
କଟକ: ୧୯୯୯ ମସିହାରେ ଘଟିଥିବା ଏକ ବହୁଚର୍ଚ୍ଚିତ ଗଣଦୁର୍ଷ୍କମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରିଛି କମିସନରେଟ ପୁଲିସ। ଘଟଣାରେ ସମ୍ପୃକ୍ତ ଥିବା ତିନି ଅଭିଯୁକ୍ତଙ୍କ ମଧ୍ୟରୁ ପୂର୍ବରୁ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା!-->…
କରୋନା କଟକଣା ନେଇ ଏସଆରସିଙ୍କ ଚିଠି, ବାହାର ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଓଡିଶାରେ କଡାକଡି ହେବ କୋଭିଡ ନିୟମ
ଭୁବନେଶ୍ବର: କରୋନା ନିୟମ କଡ଼ାକଡ଼ି ପାଇଁ ଚିଠି ଲେଖିଲେ ଏସଆରସି । ସମସ୍ତ ଜିଲ୍ଲାପାଳ, ମୁନିସପାଲ କମିସନର ଓ ଏସପିଙ୍କୁ ଚିଠି ଲେଖିଲେ ଏସଆରସି । କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନିୟମ କଡ଼ାକଡ଼ି ପାଇଁ ନିର୍ଦ୍ଦେଶ ରହିଛି । ମାସ୍କ ବ୍ୟବହାର, ସାନିଟାଇଜର ବ୍ୟବହାର ଓ!-->…
ଦୁଇଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ବିଦେଶୀ ରାଷ୍ଟ୍ରଦୂତ ପ୍ରତିନିଧି ଦଳ
ଶ୍ରୀନଗର : ବିଦେଶୀ ରାଷ୍ଟ୍ରଦୂତମାନଙ୍କର ଏକ ପ୍ରତିନିଧି ଦଳ ଜାମ୍ମୁ କାଶ୍ମୀରକୁ ଦୁଇଦିନ ଗସ୍ତରେ ଯାଇଛନ୍ତି ।ଏହି ପ୍ରତିନିଧି ଦଳ ୟୁରୋପ ଓ ଆଫ୍ରିକୀୟ ଦେଶଗୁଡ଼ିକରୁ ଆସିଛନ୍ତି । ସେନାବାହିନୀ ଓ ଜାମ୍ମୁକାଶ୍ମୀର ପୁଲିସ୍ ବିଦେଶୀ ରାଷ୍ଟ୍ରଦୂତମାନଙ୍କୁ କେନ୍ଦ୍ରଶାସିତ ଅଞ୍ଚଳର ନିରାପତ୍ତା!-->…
ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ
ନୂଆଦିଲ୍ଲୀ: କିରଣ ବେଦୀଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟାଯାଇଛି। ପୁଡୁଚେରୀର କଂଗ୍ରେସ ସରକାର ସହିତ କିରଣଙ୍କ ବିବାଦକୁ ନେଇ ମଙ୍ଗଳବାର ତାଙ୍କୁ ଏହି ପଦରୁ ହଟାଯାଇଛି। ପୁଡୁଚେରୀ ବିଧାନସଭାରୁ କଂଗ୍ରେସ ବିଧାୟକ ଜନ୍କୁମାର ଇସ୍ତଫା ଦେବାର କିଛି ଘଣ୍ଟା ପରେ କିରଣଙ୍କୁ ତାଙ୍କ ପଦରୁ!-->…
ପଶ୍ଚିମ ଓଡିଶା ବିକାଶ ପରିଷଦକୁ ରାଜ୍ୟ ସରକାରଙ୍କ ଅନୁଦାନ ଦୁଇ ଗୁଣ କରାଯିବ:ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମ ସମୀକ୍ଷା କରି ପଶ୍ଚିମ ଓଡିଶାର ବିକାଶ ପାଇଁ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଏହାସହିତ ଯୁବକଯୁବତୀ ମାନଙ୍କ ପାଇଁ!-->…
ଉଚିତ୍ ସମୟରେ ଜମ୍ମୁ-କଶ୍ମୀରକୁ ରାଜ୍ୟମାନ୍ୟତା ଦିଆଯିବ : ଅମିତ ଶାହା
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ଆଜି ଲୋକସଭାରେ ପାରିତ ହୋଇଛି। ବିଲ୍ ପାରିତ ପୂର୍ବରୁ ଜମ୍ମୁ-କଶ୍ମୀର ବିଷୟରେ ଗୃହରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ବିରୋଧୀ ମଧ୍ୟ ଅନେକ ପ୍ରଶ୍ନ ଉଠାଇଥିଲେ। ଧାରା ୩୭୦ହଟାଇବା ପରେ ରାଜ୍ୟର ଅବସ୍ଥା ଉପରେ ପ୍ରଶ୍ନ କରାଯିବା!-->…
ବ୍ୟାଙ୍କ ଭଳି ଏଣିକି ପୋଷ୍ଟ ଅଫିସରେ ମିଳିବ ନେଟ୍ ବ୍ୟାଙ୍କିଂ ସୁବିଧା
ନୂଆଦିଲ୍ଲୀ ୧୧/୨: ଯଦି ଆପଣ ଡାକଘରେ ସଞ୍ଚୟ ଖାତା ଖୋଲିଛନ୍ତି କିନ୍ତୁ ସମୟ ଅଭାବ ଯୋଗୁଁ ଆପଣ ଡାକଘର ଯାଇପାରୁନାହାଁନ୍ତି ତେବେ ଆପଣଙ୍କ ପାଇଁ ଖୁସିଖବର । ବ୍ୟାଙ୍କ ଭଳି ଏବେ ଡାକଘର ମଧ୍ୟ ଅପଡେଟ୍ ହୋଇଯାଇଛି ଯାହାର ଫାଇଦା ଗ୍ରାହକଙ୍କୁ ମିଳିବ ।
ବ୍ୟାଙ୍କ ଭଳି ଏବେ ଡାକଘରେ ମଧ୍ୟ!-->!-->!-->…
