Browsing Category
Political
ବାସଭବନରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ
ସ୍ବାମୀଙ୍କ ଜୀବନ ପ୍ରତି ବିପଦ, କିଛି ହେଲେ ମୁଖ୍ୟମନ୍ତ୍ରୀ ଦାୟୀ: ପତ୍ନୀ ସୁଜାତା
ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ଭୁବନେଶ୍ବର ବାସଭବନରୁ ଉଠାଇ ନେଇଛି କ୍ରାଇମ୍ବ୍ରାଞ୍ଚ। ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ତାଙ୍କୁ ପଚରାଉଚରା କରାଯିବ!-->!-->!-->…
ରାଜନୀତିରେ ରଜନୀକାନ୍ତଙ୍କ ପ୍ରବେଶ
ଚେନ୍ନାଇ: ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ରାଜନୀତିରେ ପ୍ରବେଶ କରିଛନ୍ତି ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତ। ସେ ରାଜନୀତିରେ ସକ୍ରିୟ ରହିବା ଲାଗି ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ଆସନ୍ତା ୩୧ ତାରିଖରେ ସେ ଦଳ ସମ୍ପର୍କରେ ଘୋଷଣା କରିବେ ଏବଂ ନୂଆବର୍ଷରେ ଏହାର ଶୁଭାରମ୍ଭ!-->…
ପରୀ ଯଦି ନ୍ୟାୟ ନପାଇଲା ତେବେ ସରକାରଙ୍କ କ୍ଷମତାରେ ରହିବାର ଅଧିକାର ନାହିଁ : ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ବର : ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଏବେ ଓଡ଼ିଶା ରାଜନୀତିର ପାଣିପାଗ ରହିଛି। ପରୀକୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଓ ଏହା ପଛର ମୁଖ୍ୟ ଖଳନାୟକ କିଏ, ତାକୁ ଜାଣିବା ପାଇଁ ସମସ୍ତେ ଉକ୍ରଣ୍ଠାର ସହ ଚାହିଁବସିଛନ୍ତି । ତେବେ ଏହାରି ନୟାଗଡ଼ର ପରୀ ହତ୍ୟା!-->…
ପ୍ରଧାନମନ୍ତ୍ରୀଙ୍କୁ ସୁବ୍ରମଣ୍ୟମ୍ ସ୍ୱାମୀଙ୍କ ଚିଠି ସଂଶୋଧନ ହେଉ ‘ଜନ ଗଣ ମନ…’
ଭାରତର ଜାତୀୟ ସଙ୍ଗୀତ ‘ଜନ ଗଣ ମନ …. ’ରେ ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ୍ ସ୍ବାମୀ। ସଙ୍ଗୀତର ପ୍ରଥମ ତିନିଟି ଶବ୍ଦ (ଜନ-ଗଣ-ମନ)କୁ ପରିବର୍ତ୍ତନ କରିବାକୁ ସେ ଅନୁରୋଧ କରିଛନ୍ତି। ଏହି ଚିଠିର ଏକ ନକଲ ସେ!-->…
ବିଜେଡ଼ି-ପାଠକ-ପାଣିଗ୍ରାହୀ ବିବାଦକୁ ଡ଼େଇଁଲେ ପ୍ରଦୀପଙ୍କ ପତ୍ନୀ ସୁଜାତା: ଚାଟାର୍ଡ଼ ଫ୍ଲାଇଟରେ ଆକାଶଙ୍କ ସହ…
ଭୁବନେଶ୍ୱର: ପାଠକ-ବିଜେଡ଼ି-ପାଣିଗ୍ରାହୀ ବିବାଦରେ ପ୍ରବେଶ କରିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା । ବିଜେଡ଼ି ‘ମୋ ପରିବାର’ ମୁଖ୍ୟ ଅରୁପ ପଟ୍ଟନାୟକ ଚାଟାର୍ଡ଼ ଫ୍ଲାଇଟରେ ଆକାଶ ପାଠକଙ୍କ ସହ ପୁନେ ଓ ମୁମ୍ବାଇ ଯାଇଥିବା ସୁଜାତା ଅଭିଯୋଗ କରିଛନ୍ତି । କେବଳ ସେତିକି!-->…
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବର୍ତନ ସୂଚନା; ସହଯୋଗୀ ଦଳକୁ ମିଳିବ ଆଉ ୪ ମନ୍ତ୍ରୀ ପଦ, ସୁଶୀଲ ମୋଦୀଙ୍କୁ ବି ଦିଆଯିବ…
ନୂଆଦିଲ୍ଲୀ: ନିକଟ ଭବିଷ୍ୟତରେ ବଦଳିବ ମୋଦୀ ସରକାରଙ୍କ ଦ୍ବିତୀୟପାଳି ମନ୍ତ୍ରିମଣ୍ଡଳ ଚେହେରା । ତେବେ ଏହା ଆସନ୍ତା ବଜେଟ୍ ଅଧିବେଶନ ପୂର୍ବରୁ ହେବ ନା ପରେ ହେବ ସେଥିନେଇ ଦଳର କୋର କମିଟି ବିଚାରବିମର୍ଶ ଚଳାଇଛି । ତଥାପି ଦ୍ବିତୀୟ ପାଳି ସରକାରର ଦୁଇ ବର୍ଷ ପୂର୍ତି ପୂର୍ବରୁ କେନ୍ଦ୍ର!-->…
ବିଜୁ ଛାତ୍ର ଜନତା ଦଳର ଯାଜପୁର ଓ କେନ୍ଦୁଝର ଜିଲ୍ଲାର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା
ଭୁବନେଶ୍ୱର: ଆଜି ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଛାତ୍ର ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଯାଜପୁର ଓ କେନ୍ଦୁଝର ଜିଲ୍ଲାର!-->…
ଶେଷ ଦିନିକିଆ : ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କଲା ଭାରତ
କାନବେରା : କାନବେରାର ମାନୁକା ଓଭାଲ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଚଳିତ ସିରିଜର ଶେଷ ଦିନିକିଆ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କରିଛି । ତେବେ ପୂର୍ବରୁ ୨ଟି ମ୍ୟାଚ ଜିତିଥିବା ଅଷ୍ଟ୍ରେଲିଆ ଏହି ତିନିଟିକିଆ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତିନେଇଛି ।
!-->!-->!-->…
ପୁରୀ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ମଧ୍ୟ ଆସିବ ସ୍ୱତନ୍ତ୍ର ଆଇନ୍ : ମୁଖ୍ୟମନ୍ତ୍ରୀ
ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣର ସ୍ଥିତି ସମୀକ୍ଷା କଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ୍ ଆଣିବେ। ସ୍ୱତନ୍ତ୍ର ଆଇନ ଅନୁସାରେ ଲିଙ୍ଗରାଜ ମନ୍ଦିର ପରିଚାଳନା ହେବ। ଏଠାରେ ମଧ୍ୟ ପୁରୀ ଶ୍ରୀମନ୍ଦିର ଭଳି ଆଇନ୍ ପ୍ରଣୟନ ହେବ!-->!-->!-->!-->!-->…
ଏଣିକି ସବୁ ଜରୁରୀ ସେବା ପାଇବା ପାଇଁ ଗୋଟିଏ ହେଲ୍ପ୍ଲାଇନ୍ ନମ୍ବର
୧୧୨ ତ୍ବରିତ ସେବା ପାଇଁ ,୧୦୯୮ଟି ପଦବୀ ମଧ୍ୟ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ରାଜ୍ୟରେ ପୁଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର, ତାହା ହେଉଛି ୧୧୨ । ଏହା ତୁରନ୍ତ କାର୍ଯ୍ୟକାରୀ ହେବ । ପୁଲିସ, ଆମ୍ବୁଲାନ୍ସ, ଦମକଳ ତଥା!-->!-->!-->…
