Browsing Category

Political

କଟକ ଜିଲ୍ଳା ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ପାରିବା ପଣିଆର ଜ୍ଵଳନ୍ତ ଉଦାହରଣ: ଦିବ୍ୟାଙ୍ଗଙ୍କ ପାଇଁ…

ନିଶ୍ଚିନ୍ତକୋଇଲି,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସେମାନଙ୍କ ନିମନ୍ତେ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରୁଛନ୍ତି । ମାତ୍ର ବିଡମ୍ବନାର ବିଷୟ କଟକ ଜିଲ୍ଳା

ସୁନ୍ଦରଗଡ ଜିଲ୍ଲାର ୩୦ରୁ ଅଧିକ ହୋଟେଲ, ଡାକ୍ତରଖାନା ବର୍ଜ୍ୟବସ୍ତୁ ପାଣି ପରିଚାଳନା ନକରି ସିଧା ଛାଡୁଛନ୍ତି…

ପ୍ରଦୁଷଣ ବୋର୍ଡ ଅଧିକାରୀ କହୁଛନ୍ତିି ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ କମିଶନର କରୁଛନ୍ତି କଣ ? ଅଭିଯୋଗ ନକଲେ ଆମେ କିଛି କରିପାରିବୁ ନାହିଁ ! ! ରାଉରକେଲା,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୧୦ : ସୁନ୍ଦରଗଡ ଜିଲ୍ଲାରେ ଥିବା ୩୦ରୁ ଅଧିକ ହୋଟେଲ,ଡାକ୍ତରଖାନା ଗୁଡିକ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ଠାରେ କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି କଂଗ୍ରେସ ପକ୍ଷରୁ ପ୍ରତିବାଦ ସହ…

ଧର୍ମଗଡ,(ଯୁବରାଜ ଅଗ୍ରୱାଲ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୧୦: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ଠାରେ କେନ୍ଦ୍ର ସରକାରଙ୍କ କୃଷିବିଲକୁ ବିରୋଧ କରି ଆଜି ଧର୍ମଗଡ଼ କଂଗ୍ରେସ ପକ୍ଷରୁ ଏହାର ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯୁବନେତା ତଥା ପିସିସି ସଭ୍ୟ ଦିଗାମ୍ବର ଦୁରିଆଙ୍କ

ରାଜଗାଙ୍ଗପୁର ସହରରେ ବିଜେଡି ପକ୍ଷରୁ ‘ଜନସଚେତନତା ଅଭିଯାନ’ର ଶୁଭାରମ୍ଭ

ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୦୩/୧୦ : ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କର ଜନ୍ମ ଜୟନ୍ତୀ ଉପଲକ୍ଷେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଚଳିତ ବର୍ଷ ୨, ଅକ୍ଟୋବର ଠାରୁ ୨,

ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ବରିଷ୍ଠ ସେବାୟତଙ୍କ ପରଲୋକ

ଭଦ୍ରକ/ଆରଡି,(ମଣି ପ୍ରସାଦ ପାଢୀ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୨/୧୦: ଭଦ୍ରକ ଜିଲ୍ଲା ଆରଡିସ୍ଥ ପ୍ରସିଦ୍ଧ ଶୈବପୀଠ 'ବାବା ଆଖଣ୍ଡଳମଣି'ଙ୍କ ମନ୍ଦିରର ବରିଷ୍ଠ ସେବାୟତ ଅନନ୍ତ ଚରଣ ପଣ୍ଡାଙ୍କ ୯୮ବର୍ଷ ବୟସରେ ଗତକାଲି, ଗୁରୁବାର ହୃଦଘାତରେ ପରଲୋକ ଘଟିଛି। ସ୍ଵର୍ଗତ ଅନନ୍ତ ଚରଣ ଦୀର୍ଘ

ଉପ-ରାଷ୍ଟ୍ରପତି ଏମ୍.ଭେଙ୍କିଆ ନାଇଡୁ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୯ : ଦେଶର ଉପ-ରାଷ୍ଟ୍ରପତି ଏମ୍.ଭେଙ୍କିଆ ନାଇଡ଼ୁ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ମଙ୍ଗଳବାର ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି । ଉପରାଷ୍ଟ୍ରପତି ପଜିଟିଭ୍ ଥିବା ନିଜ  ଟ୍ୱିଟ୍‌ରେ ସମସ୍ତଙ୍କୁ  

ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୯ : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଗୁଲ୍‌ ବାଜିଛି । କରୋନା କଟକଣା ମଧ୍ୟରେ ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ୍‌ ଗ୍ରହଣ ହେବ । ଏଥିସହ ମଙ୍ଗଳବାର ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ

କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୯ : କୋଭିଡ କଟକଣା ମଧ୍ୟରେ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏହି ଅଧିବେଶନ ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ । ୧୬ତମ ବିଧାନସଭାର ୪ର୍ଥ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ । ଏଥିରେ ୭ଟି ସରକାରୀ ଦିବସ ଗୋଟିଏ ବେସରକାରୀ

ବେସରକାରୀ ସ୍କୁଲଙ୍କ ଧମକ : ଫି’ ଦେବା ପାଇଁ ଅଳଙ୍କାର ବିକିବା ସହ ଫିକ୍ସ ଡିପୋଜିଟ୍‌କୁ ମଧ୍ୟ ଭାଙ୍ଗିବାକୁ ବାଧ୍ୟ…

ଗୁରୁଗ୍ରାମ/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୬-୦୯-୨୦ : ମିଲେନିୟମ୍ ସିଟିରେ ଥିବା ବଡ ସ୍କୁଲରେ ନିଜ ପିଲାଙ୍କୁ ପଢ଼ାଇବା ବାପା ମା’ଙ୍କର ସ୍ବପ୍ନ ଥାଏ। କିନ୍ତୁ ଏବେ ଫି’ ପ୍ରଦାନ କରିବା ପାଇଁ ଅଭିଭାବକଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି। ମାର୍ଚ୍ଚ ମାସରୁ ଏବେ ସୁଦ୍ଧା ଲକ୍ଷେ ଟଙ୍କା

ବିଧାନସଭା ପରିଚାଳନା ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ: ୨ଟି ପର୍ଯ୍ୟାୟରେ ସାଢେ ୪ ଘଣ୍ଟା ଚାଲିବ ଗୃହ

ହେବନି ପ୍ରଶ୍ନକାଳ ! ଆଜି ବିଧାୟକଙ୍କ କୋଭିଡ୍‌ ଟେଷ୍ଟ ! ! ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୯ : ଆସନ୍ତା ୨୯ ତାରିଖ ପର୍ବାହ୍ନ୧୧ଟାରୁ ଆରମ୍ଭ ହେବ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ । ପ୍ରତ୍ୟକ ଦିନ ୨ ପର୍ଯ୍ୟାୟରେ ସାଢେ ୪ ଘଂଟା ଗୃହ ଚାଲିବ । ପ୍ରଥମ ଦିନ
error: Content is protected !!
Open chat