Browsing Category
Political
ମେଡିକାଲ୍ ପିଜି ଛାତ୍ର ଜିଲ୍ଲା ଡାକ୍ତରଖାନାରେ ୩ ମାସ କାର୍ଯ୍ୟ କରିବେ : ଭାରତୀୟ ଭେଷଜ ପରିଷଦ
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୨-୦୯-୨୦ : ଭାରତୀୟ ଭେଷଜ ପରିଷଦ (ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆ)ର ଏକ ସ୍ୱତନ୍ତ୍ର ଅଧିବେଶନରେ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କ ପାଇଁ ନୂତନ ନିୟମ ପ୍ରସ୍ତୁତ କରିଛନ୍ତି ଫଳରେ ଏଣିକି ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠ୍ୟକ୍ରମର ଏକ!-->…
କରୋନା କାଳରେ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଲା ଏସବିଆଇ: ଋଣ ପରିଶୋଧ ପାଇଁ ମିଳିଲା ଦୁଇ ବର୍ଷର ଅତିରିକ୍ତ ସମୟ
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୨-୦୯-୨୦ : ଋଣ କରିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଛି ଏସବିଆଇ । ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଗୃହ ଋଣ କିମ୍ବା ଅନ୍ୟାନ୍ୟ ଋଣ ନେଇଥିବା ଗ୍ରାହକ ସେମାନଙ୍କ ଇଏମଆଇ ପରିଶୋଧ ପାଇଁ ଏଣିକିି ଅତିରିକ୍ତ ୨ ବର୍ଷ ସମୟ ପାଇବେ । କରୋନା ମହାମାରୀ ଦ୍ୱାରା!-->…
ଏନ୍ଜିଓ ପଞ୍ଜିକରଣରେ ଆଧାର ବାଧ୍ୟ ହେବ
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୨-୦୯-୨୦ : ବିଦେଶ ଯୋଗଦାନ (ନିୟାମକ) ଆଇନରେ ସଂଶୋଧନ ପାଇଁ ଏକ ବିଲ୍ ପ୍ରସ୍ତୁତ କରାଯାଇଛି । ଏହାକୁ ଲୋକସଭାରେ ଆଗତ କରାଯିବ । ଏହି ବିଲ୍ରେ ରହିଥିବା ପ୍ରସ୍ତାବ ଅନୁସାରେ ଏନ୍ଜିଓଗୁଡ଼ିକର ପଞ୍ଜିକରଣ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯିବ । ସରକାରୀ!-->…
କୋଭାସିଲ୍ଡର ୩ୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ
ପୁଣେ/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୨-୦୯-୨୦ : ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ ଓ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ପ୍ରସ୍ତୁତ କରୋନା ଟିକା ‘କୋଭିସିଲ୍ଡ’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ୧୫୦ରୁ ୨୦୦ ସ୍ବେଚ୍ଛାସେବୀଙ୍କଠାରେ ସାସନ୍ ଜେନେରାଲ!-->…
ରାତିତମାମ୍ ସଂସଦ ପରିସରରେ ଧାରଣାରେ ବସି ରହିଲେ ନିଲମ୍ୱିତ ସାଂସଦ : ମନାଇବା ପାଇଁ ସକାଳୁ ଚା’ ନେଇ ପହଞ୍ଚିଲେ…
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୨-୦୯-୨୦ : ରାଜ୍ୟସଭାରେ କୃଷି ବିଲକୁ ନେଇ ହଙ୍ଗାମା କରିଥିବାରୁ ନିଲମ୍ୱିତ ହୋଇଥିବା ୮ ସାଂସଦ ସଂସଦର ଗାନ୍ଧି ମୂର୍ତ୍ତି ନିକଟରେ ସାରା ରାତି ଧାରଣା ଦେଇଛନ୍ତି । ଆଜି ଏହି ଧାରଣା ସ୍ଥଳରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଧାରଣା!-->…
ଆଜିଠୁ ଯୁକ୍ତ ତିନି ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା ଆରମ୍ଭ
ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୨-୦୯-୨୦ : କରୋନା କଟକଣା ଭିତରେ ଆଜିଠୁ ଆରମ୍ଭ ହେଉଛି ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଯୁକ୍ତ ତିନି ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା। କିଛି ଶିକ୍ଷାନୁଷ୍ଠାନ ଅନଲାଇନ୍ ଯୋଗେ ପରୀକ୍ଷା କରୁଥିବା ବେଳେ କିଛି ଅଫ୍ ଲାଇନ୍ ଯୋଗେ!-->…
କଳାହାଣ୍ଡିରେ ନୂଆ ମେଡିକାଲ୍ କଲେଜ ପ୍ରସ୍ତାବକୁ ଅନୁମୋଦନ, ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କୁ ଚିଠି ଲେଖି ଜଣାଇଲେ…
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କେନ୍ଦ୍ର ସରକାର କଳାହାଣ୍ଡିରେ ଏକ ନୂଆ ମେଡିକାଲ୍ କଲେଜ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କଳାହାଣ୍ଡିର ବିଜେପି ଲୋକସଭା ସଦସ୍ୟ ବସନ୍ତ ପଣ୍ଡାଙ୍କୁ ଚିଠି!-->…
ଓଡ଼ିଶାର ଉତକେଲା ବିମାନବନ୍ଦର ପାଇଁ ୮.୧୧୩ କୋଟି ଏବଂ ଜୟପୁର ବିମାନବନ୍ଦର ଲାଗି ୧୭.୫୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି:…
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କେନ୍ଦ୍ର ସରକାରଙ୍କ ଉଡାନ ଯୋଜନା ଅଧୀନରେ ଓଡ଼ିଶାର ଉତକେଲା ଏବଂ ଜୟପୁର ବିମାନବନ୍ଦର ବିକାଶର ସ୍ଥିତିକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ସୁଜିତ କୁମାର ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ!-->…
କରୋନା ଟେଷ୍ଟିଂ ପାଇଁ ଦେଶରେ ତିଆରି ହୋଇଥିବା ‘ଫେଲୁଦା’କୁ ଡିସିଜିଆଇ ଅନୁମତି କମ୍ ଖର୍ଚ୍ଚ, କମ୍ ସମୟରେ ହେବ ନମୁନା…
ଆର୍ଟି-ପିସିଆର୍ ପରୀକ୍ଷା ଭଳି ଦେଉଛି ଫଳାଫଳ
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କରୋନା ଲଢ଼େଇ କ୍ଷେତ୍ରରେ ଭାରତ ଆଉ ପାଦେ ଆଗକୁ ବଢ଼ିଛି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଦେଶର ପ୍ରଥମ କୋଭିଡ ସିଆର୍ଆଇଏସ୍ପିଆର୍ ଟେଷ୍ଟିଂ କିଟ୍ ‘ଫେଲୁଦା’କୁ ଡ୍ରଗ କଣ୍ଟ୍ରୋଲର!-->!-->!-->…
ବିଶୃଙ୍ଖଳ ଆଚରଣ ପାଇଁ ରାଜ୍ୟ ସଭାର ୮ ସାଂସଦ ନିଲମ୍ବିତ
ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : ବିଶୃଙ୍ଖଳ ଆଚରଣ ପାଇଁ ରାଜ୍ୟ ସଭାର ୮ ସାଂସଦଙ୍କୁ ସୋମବାର ନିଲମ୍ବନ କରାଯାଇଛି। ରାଜ୍ୟସଭାର ମତ ଲୋଡ଼ି ଏକ ସପ୍ତାହ ପାଇଁ ଅଧ୍ୟକ୍ଷ ଭେଙ୍କିଆ ନାଇଡ଼ୁ ସାଂସଦଙ୍କୁ ନିଲମ୍ବନ କରିଛନ୍ତି। କୃଷି ବିଲ ଆଲୋଚନାରେ ହଙ୍ଗାମା କରିଥିବା ୮ ସାଂସଦ!-->…
