Browsing Category
Political
ଭୋଡାଫୋନ- ଆଇଡିଆର ମିଶ୍ରଣ : ବ୍ରାଣ୍ଡ “ଭିଆଇ” ନାମରେ ପରିଚିତ ହେବେ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୯ : ଭୋଡାଫୋନ୍ ଓ ଆଇଡିଆ ଟେଲିକମ କମ୍ପାନୀ ମିଶ୍ରଣର ପ୍ରାୟ ଦୁଇ ବର୍ଷ ପରେ ଏହାର ନୂତନ ନାମ ଘୋଷଣା କରିଛନ୍ତି। ଭୋଡାଫୋନ୍ ଆଇଡିଆ ବର୍ତ୍ତମାନ ବଜାରରେ ଭିଆଇ(vi ) ଭାବରେ ପରିଚିତ ହେବେ। ଭୋଡାଫୋନ ପାଇଁ ‘ଭି’ ଓ ଆଇଡିଆ ପାଇଁ ‘ଆଇ’ ରଖାଯାଇଛି।!-->…
ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବୀ ନେଇ ରାଜ୍ୟର ୩୧୪ ବ୍ଲକକୁ ଯୁବକଙ୍କ ପଦଯାତ୍ରା
ଧର୍ମଗଡ,(ଯୁବରାଜ ଅଗ୍ରୱାଲ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯: ଓଡ଼ିଶାକୁ ସ୍ୱତ୍ୱନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଆଜିକୁ ୪୨୨ ଦିନ ହେବ ଓଡ଼ିଶାର ୩୧୪ ବ୍ଲକକୁ ପଦଯାତ୍ରା କରୁଛନ୍ତି ଜଣେ ଯୁବକ । ସତ୍ୟବ୍ରତ ଦାସ ଆଜିକୁ ୪୨୨ଦିନ ତଳେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ ନିଜ ପଦ ଯାତ୍ରା ଆରମ୍ଭ!-->…
କଙ୍ଗନା ରାଣାୱତଙ୍କୁ କେନ୍ଦ୍ର ସରକାର ଦେଲେ ‘ୱାଇ‘ ବର୍ଗର ସୁରକ୍ଷା; ଟ୍ୱିଟ କରି ଅମିତ ଶାହାଙ୍କୁ ଜଣାଇଲେ ଧନ୍ୟବାଦ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୯ : ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ‘ୱାଇ‘ ବର୍ଗର ସୁରକ୍ଷା ଦିଆଯାଇଛି। ଏଥିପାଇଁ ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଙ୍ଗନା କହିଛନ୍ତି ଯେ ସୃଷ୍ଟି ହୋଇଥିବା!-->…
ଆସନ୍ତା ୩୦ ତାରିଖ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ହେବ ସବୁ ବିଧାୟକଙ୍କର କୋଭିଡ ପରୀକ୍ଷା ! !
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯ : ଆସନ୍ତା ୩୦ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ବସିବ । ତେବେ ଏ ଅଧିବେଶନ ବସିବା ପୂର୍ବରୁ ସମସ୍ତ ବିଧାୟକଙ୍କର କୋଭିଡ ଟେଷ୍ଟ କରାଯିବ ବୋଲି ଆପାତତଃ ନିଷ୍ପତ୍ତି ହୋଇଛି । ଏଥିପାଇଁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏକ!-->…
ଭାରତ-ଚୀନ ଉତ୍ତେଜନା ମଧ୍ୟରେ LACରେ ମୁତୟନ ହେଲେ ମାଉଣ୍ଟେନ ଷ୍ଟ୍ରାଇକ୍ କର୍ପସ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୯ : ଲଦାଖ ସଂଲଗ୍ନ ସୀମାରେ ଭାରତ ଓ ଚୀନ୍ ସେନା ଗତ କିଛି ମାସ ଧରି ମୁହାଁମୁହିଁ ଅବସ୍ଥାରେ ଥିଲାବେଳେ ଏବେ ଯେକୌଣସି ସମୟରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିଯିବାର ସମ୍ଭାବନା ରହିଛି। ସୁରକ୍ଷା ଦୃଷ୍ଟିରୁ ଏଇ ସେପ୍ଟେମ୍ବର ମାସ ସବୁଠାରୁ!-->…
କଙ୍ଗନା ରଣାୱତଙ୍କୁ ସୁରକ୍ଷା ଯୋଗାଇବାକୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନିର୍ଦ୍ଦେଶ
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୭/୦୯ : ବଲିଉଡ ଫିଲ୍ମ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ହିମାଚଳ ପ୍ରଦେଶ ସରକାର ଏବେ ସୁରକ୍ଷା ଦେବେ। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ରାଜ୍ୟର ଡିଜିପିଙ୍କୁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। କଙ୍ଗନା କିଛି ଦିନ ପୂର୍ବରୁ ହିଁ!-->…
ପତ୍ନୀ ବର୍ଷାଙ୍କ ସହ ତାଙ୍କୁ ନେଇ ଗଣମାଧ୍ୟମରେ ମନଗଢା କାହାଣୀ ସୃଷ୍ଟି ନ କରିବାକୁ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ…
ନୂଆଦିଲ୍ଲୀ/ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୯ : ତାଙ୍କ ପତ୍ନୀଙ୍କ ସହ ବିବାଦ ଘଟଣା ସାମନାକୁ ଆସିବା ପରେ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ତାଙ୍କୁ ଓ ବର୍ଷାଙ୍କୁ ନେଇ କୌଣସି ମନଗଢା କାହାଣୀ ସୃଷ୍ଟି ନ କରିବାକୁ ନିବେଦନ କରିଛନ୍ତି ।
ସେ ଏକ ପ୍ରେସ!-->!-->!-->!-->!-->…
‘ଫେସ୍ ମାସ୍କ ଏଟିଏମ୍, ୫ଟଙ୍କିଆ କଏନ୍ ପକାଇ ପାଇପାରିବେ ସୁତାର ମାସ୍କ
କଳିଙ୍ଗ ଜ୍ୟୋତି ବ୍ୟୁରୋ ସାହାରନପୁର ୦୭/୦୯ : କରୋନା ଭାଇରସ୍ ପାଇଁ ସାରା ବିଶ୍ବ ଆତଙ୍କିତ ହୋଇ ପଡିଛି। ସାମାଜିକ ଦୂରତ୍ବ ଏବଂ ମାସ୍କ ବ୍ୟବହାର ପାଇଁ ସରକାର ଦେଉଛନ୍ତି ପରାମର୍ଶ। କରୋନା ସଂକ୍ରମଣକୁ ଦୂର କରିବା ପାଇଁ ମାସ୍କ ଖୁବ୍ ଦରକାରୀ। ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର!-->…
ରାଜଗାଙ୍ଗପୁର: ବିଜୁ ଜନତା ଦଳ ଆନୁକୁଲ୍ୟରେ ‘ଜୀବନ ବିନ୍ଦୁ’ ଓ ‘ମୋ ପରିବାର’ ପକ୍ଷରୁ ମେଗା…
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୦୬/୦୯ : କରୋନା ମହାମାରି ସମୟରେ ଯେପରି ରାଜ୍ୟର ରକ୍ତ ଭଣ୍ଡାରଗୁୁୁୁଡିକରେ ରକ୍ତର ଅଭାବ ନ ହୁଏ, ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରସ୍ଥ ଡାକବଙ୍ଗଳା ଠାରେ ରାଜଗାଙ୍ଗପୁର ବିଜୁ ଜନତା ଦଳ!-->…
ପ୍ରକାଶ ପାଇଲା ଆଇପିଏଲ୍-୨୦୨୦ କ୍ରୀଡ଼ା ସୂଚୀ: ଉଦ୍ଘାଟନୀ ମ୍ୟାଚରେ ଧୋନୀ-ରୋହିତ ମୁକାବିଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୬/୦୯ : ବହୁ ପ୍ରତୀକ୍ଷିତ ଆଇପିଏଲ୍ ଲାଗି ଜାରି ହୋଇଛି କ୍ରୀଡ଼ା ସୂଚୀ । ଆସନ୍ତା ୧୯ ତାରିଖରେ ଏହାର ଉଦ୍ଘାଟନୀ ମ୍ୟାଚ । ଧୋନୀଙ୍କ ଚେନ୍ନଇ ସୁପରକିଙ୍ଗସ ସହ ରୋହିତଙ୍କ ମୁମ୍ବାଇ ଇଣ୍ଡିଆ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ । ଆବୁଧାବୀରେ ଏହି ମ୍ୟାଚ୍!-->…
