Browsing Category
Political
ନିତି ଆୟୋଗ ରପ୍ତାନି ତତ୍ପରତା ସୂଚୀ ୨୦୨୦ : ଶେଷ୍ଠ ପାଞ୍ଚ ରାଜ୍ୟ ମଧ୍ୟରେ ଓଡ଼ିଶା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୭/୦୮: ପ୍ରକାଶ ପାଇଛି ନୀତି ଆୟୋଗ ‘ରପ୍ତାନି ତତ୍ପରତା ସୂଚୀ ୨୦୨୦’ । ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ ଏହି ସୂଚୀରେ ଓଡ଼ିଶା ଶୀର୍ଷ ୫ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଏବଂ ରପ୍ତାନି କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ!-->…
ଭାରତ ସରକାରଙ୍କ ଉଦ୍ୟମ ଓଡ଼ିଶାରେ ପର୍ଯ୍ୟଟନକୁ ବିକଶିତ କରିବ : ଧର୍ମେନ୍ଦ୍ର
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୭/୦୮: ଓଡ଼ିଶା ବିଭିନ୍ନ ପ୍ରକାରର ଜୈବ ବିବିଧତା ସହ ଦେଶରେ ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳୀ ହେବାର କ୍ଷମତା ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ସଂରକ୍ଷଣ ପାଇଁ ଉଦ୍ୟମ ଏବଂ ଜୈବ-ବିବିଧତାକୁ ସଶକ୍ତ କରିବାର!-->…
ଭାରତ ସରକାରଙ୍କ ବ୍ୟାଘ୍ର ପ୍ରକଳ୍ପକୁ ମିଳିଛି ସଫଳତା – ଗତ ଦୁଇ ବର୍ଷ ମଧ୍ୟରେ ବାଘ ସଂଖ୍ୟା ଦୁଇ ଗୁଣା ହୋଇଛି:…
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୮: ଭାରତ ସରକାରଙ୍କ ବାଘ ପ୍ରକଳ୍ପକୁ ସଫଳତା ମିଳିଛି। ଗତ ଦୁଇ ବର୍ଷ ମଧ୍ୟରେ ବାଘ ସଂଖ୍ୟା ଦୁଇ ଗୁଣା ହୋଇଛି ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାଛଡ଼ା ଭାରତ ସରକାର କ୍ରମାଗତ ଭାବରେ ସନ୍ତସନ୍ତିଆ ଅଞ୍ଚଳ ଓ!-->…
ବିଳାସ ସାମଗ୍ରୀ ବର୍ଗରୁ ବାଦ ପଡ଼ିବ – କମିବ ଟିକସ : ଶସ୍ତା ହୋଇପାରେ ମୋଟର ସାଇକେଲ, ମୋପେଡ଼, ସ୍କୁଟର
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା : ଅର୍ଥନୀତିରେ ସୁଧାର ଆଣିବା ପାଇଁ ସରକାର ଦୁଇଚକିଆ ଯାନ ଉପରୁ ଟିକସ କମାଇ ପାରନ୍ତି ।
ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୮: ଦୁଇଚକିଆ ଯାନ ଉପରେ କମିପାରେ ଟିକସ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବକ୍ତବ୍ୟରୁ ଏ!-->!-->!-->…
ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା: ବାଲେଶ୍ୱର-ରେମୁଣା ଓ ଭଦ୍ରକ-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ବାଲେଶ୍ୱର ୨୬/୦୮:ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ସହରତଳି ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଛି। ବାଲେଶ୍ୱର-ରେମୁଣା ଓ ଭଦ୍ରକ-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି। ବୈତରଣୀ ନଦୀର ଜଳ ନିଷ୍କାସିତ ଯୋଗୁଁ ଭଣ୍ଡାରିପୋଖରୀ ମାଳଦା ପଂଚାୟତର ସରତା!-->…
ଲଦାଖ ଯିବାକୁ ଭାରତୀୟ ସେନା ପାଇଁ ପ୍ରସ୍ତୁତ ହେଉଛି ଅଲ୍ ୱେଦର ରୁଟ୍
ନୂଆଦିଲ୍ଲୀ ୨୬/୦୮ : ଭାରତର ଜାତୀୟ ସୁରକ୍ଷା ଯୋଜନାକାରୀ ଲଦାଖରେ ସର୍ବକାଳୀନ ପାଣିପାଗ ରଣନୀତି ମାର୍ଗ ସଂପୂର୍ଣ୍ଣ କରିବାକୁ କଠିନ ପରିଶ୍ରମ କରୁଛନ୍ତି | କାର୍ଗିଲର ଜାନସ୍କର ଘାଟିରେ ପଦ୍ମ ମାଧ୍ୟମରେ ହିମାଚଳ ପ୍ରଦେଶର ଦାରଚାକୁ ନିମୁ ସହିତ ସଂଯୋଗ କରିବ | ବରିଷ୍ଠ ସୈନ୍ୟ କମାଣ୍ଡର!-->…
ସରକାରଙ୍କ ଲକ୍ଡାଉନ୍ ଜାରି ଯୋଗୁଁ ଅର୍ଥନୀତିରେ ସମସ୍ୟା ସୃଷ୍ଟି ହୋଇଛି: ସୁପ୍ରିମ୍ କୋର୍ଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୮: କଠୋର ଲକ୍ଡାଉନ୍ ଜାରି କରିବାକୁ ସରକାରଙ୍କ ନିଷ୍ପତ୍ତି ଯୋଗୁଁ ଭାରତୀୟ ଅର୍ଥନୀତିରେ ସମସ୍ୟା ସୃଷ୍ଟି ହୋଇଥିବା କଥା ବୁଧବାର ଦିନ ସୁପ୍ରିମ୍ କୋର୍ଟ କହିଛନ୍ତି।
ଏକ ଋଣ ମୋରାଟରିୟମ୍ ମାମଲାର ଶୁଣାଣି କରି ବୁଧବାର ଦିନ ସୁପ୍ରିମ୍ କୋର୍ଟ!-->!-->!-->…
ମୋଦି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ନମ୍ର ବ୍ୟକ୍ତି: କଙ୍ଗନା ରାଣାଓ୍ବତ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ବମ୍ବେ ୨୬/୦୮: କଙ୍ଗନା ରାଣାଓ୍ବତ୍ ବଲିଉଡ୍ର ଆଗଧାଡ଼ିର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ନିଜର ରୋକ୍ଠୋକ୍ କଥାକୁ ନେଇ ସେ ଏକାଧିକ ଥର ଚର୍ଚ୍ଚାକୁ ଆସିଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ପ୍ରଶଂସକଙ୍କୁ ବ୍ୟଥିତ କରିଥିବା ବେଳେ ସେ ବଲିଉଡ୍ର ନେପୋଟିଜିମ୍!-->…
ଭଦ୍ରକ ଆରଡିସ୍ଥ ବାବା ଆଖଣ୍ଡଳମଣିଙ୍କ ମନ୍ଦିର : ଗର୍ଭଗୃହରେ ପସିଲା ଲଘୁଚାପ ଜନିତ ଅବିଶ୍ରାନ୍ତ ବର୍ଷା ଜଳ –…
ଭଦ୍ରକ/ଆରଡି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୬/୦୮ : ଲଘୁଚାପ ପ୍ରଭାବରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଆରଡିସ୍ଥ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ବର୍ଷା ପାଣି ପଶି ବାବାମଣିଙ୍କ ବିଗ୍ରହ ବୁଡିଯାଇଥିବାର ଦେଖିବାକୁ ମିଳିଛି । ଲଘୁଚାପ ପ୍ରଭାବରେ ଗତ ତିନିଦିନ ଧରି ଲଗାଣ ବର୍ଷା!-->…
ରାଜଧାନୀରେ ପନିପରିବା ଦର ଆକାଶ ଛୁଆଁ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୮: ଲଗାତର ଲକଡାଉନ ଓ ସଟଡାଉନ ଆଳରେ ରାଜଧାନୀ ଭୁବନେଶ୍ୱରରେ ପନିପରିବା ଦର ଏବେ ଆକାଶ ଛୁଆଁ ହୋଇଛି । ମହାମାରୀ କରୋନା ସକାଶେ ଯେତେବେଳେ ମାର୍ଚ୍ଚ ମାସ ଶେଷ ସପ୍ତାହରେ ଲକଡାଉନ ଆରମ୍ଭ ହେଲା ସେହି ସମୟରେ କେତେକ ଅସାଧୁ ବ୍ୟବସାୟୀ ଆଳୁ ପିଆଜ ଭଳି!-->…
