Browsing Category

Regional

ପାକିସ୍ତାନୀ ସ୍ପିନର ଦାନିଶ କାନେରିଆ ଅଯୋଧ୍ୟା ଆସି ରାମଲାଲାଙ୍କ ଦର୍ଶନ କରିବାକୁ ଚାହାନ୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୨/୦୮ : ପାକିସ୍ତାନର ପ୍ରତିବନ୍ଧିତ ଲେଗ୍ ସ୍ପିନର ଦାନିଶ କାନେରିଆ ରାମ ମନ୍ଦିର ଭୂମି ପୂଜନରେ ଖୁସି ବ୍ୟକ୍ତ କରି ସମଗ୍ର ଦୁନିଆ ପାଇଁ ଏହି ଦିନକୁ ଐତିହାସିକ ଆଖ୍ୟା ଦେଇଛନ୍ତି। କାନେରିଆ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଆସିବାକୁ ମଧ୍ୟ ଇଚ୍ଛା

ଜନସାଧାରଣଙ୍କ ଅନୁରୋଧ ମାନିଲା ପ୍ରଶାସନ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଏବଂ ସ୍ୱାଧୀନତା ଦିବସରେ ସଟ୍‍ଡାଉନ…

ସମ୍ବଲପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮: ସ୍ୱାଧୀନତା ଦିବସ ଅବସରରେ ଆସନ୍ତା ୧୫ ତାରିଖ ଓ ନୂଆଖାଇ ଅବସରରେ ଆସନ୍ତା ୨୨ ଓ ୨୩ ତାରିଖ ଦିନ ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ୍‌ ରହିବ ନାହିଁ। ସମ୍ବଲପୁର ଜିଲାରେ ସ୍ୱାଧୀନତା ଦିବସ ଓ ନୂଆଁଖାଇ ସମୟରେ ଲାଗୁ ହେବନି ସଟ୍‍ଡାଉନ କଟକଣା। ଏନେଇ

ଆସନ୍ତା ସ୍ୱାଧୀନତା ଦିବସରେ ସାରା ବିଶ୍ୱ ଦେଖିବ ଭାରତ-ଆମେରିକା ଦୃଢ଼ ସମ୍ପର୍କର ଝଲକ : ପ୍ରଥମଥର ପାଇଁ ନ୍ୟୁୟର୍କର…

ନୂଆଦିଲ୍ଲୀ/ନ୍ୟୁୟର୍କ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ପ୍ରଥମଥର ପାଇଁ ଭାରତର ସ୍ୱାଧୀନତା ଦିବସରେ ଟାଇମ୍ସ ସ୍କୋୟାରରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ ହେବ ଏବଂ ଏହାବ୍ୟତୀତ ଭାରତୀୟ ସଂସ୍କୃତି ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଆସନ୍ତା ୧୫ ତାରିଖରେ ଭାରତର

ଲଞ୍ଚ ହେଲା ଏଲଜି ଇଣ୍ଡିଆର ଅନଲାଇନ ଷ୍ଟୋର ‘ଡାଇରେକ୍ଟ-ଟୁ-କଞ୍ଜୁମର’ ଚ୍ୟାନେଲ ବିଜନେସ : ଏବେ ଗ୍ରାହକଙ୍କ ଘରେ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮ : ଇଲେକ୍ଟ୍ରୋନିକ୍ସ କମ୍ପାନୀ ଏଲଜି ଗ୍ରାହକଙ୍କ ନିକଟକୁ ସିଧା ପହଞ୍ଚାଇବା ପାଇଁ ‘ଡାଇରେକ୍ଟ-ଟୁ-କଞ୍ଜୁମର ଚ୍ୟାନେଲ' ଲଞ୍ଚ କରିଛି। ପ୍ରତ୍ୟେକ ଗ୍ରାହକଙ୍କ ରୁଚିକୁ ଆଖି ଆଗରେ ରଖି ଇ-କମର୍ସ କମ୍ପାନୀଙ୍କ ପରି ଗ୍ରାହକମାନେ ଅନ୍ୟ ଉତ୍ପାଦ

‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନା ଆକ୍ରାନ୍ତ : ନିଜେ ଟ୍ୱିଟ କରି ଦେଲେ ସୂଚନା

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮: ଦୈନିକ ଖବରକାଗଜ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଡାକ୍ତରୀ ପରାମର୍ଶ ନେବାକୁ ବିଧାୟକ ସୌମ୍ୟରଞ୍ଜନ ଅନୁରୋଧ କରିଛନ୍ତି।

କରୋନା ପ୍ରଭାବ : ନିବେଶକଙ୍କୁ ବିପୁଳ ରିଟର୍ଣ୍ଣ ଦେଉଛି ସୁନା – ଦିପାବଳୀ ବେଳକୁ ସୁନା ଦର ଛୁଇଁପାରେ ୭୦,୦୦୦…

ମୁମ୍ବାଇ/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮ : ଗତ କିଛି ଦିନ ମଧ୍ୟରେ କ୍ରମାଗତ ଭାବେ ୧୬ ଦିନ ଧରି ସୁନା ଓ ରୁପା ଦରରେ ବୃଦ୍ଧି ଜାରି ରହିଛି । କରୋନା ମାଡ଼ରେ ଦେଶରେ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ସୁନା ଓ ରୁପା ଦର। ଚଳିତବର୍ଷ ଜାନୁଆରୀଠାରୁ ନିବେଶକଙ୍କୁ ବିପୁଳ

ବାଗଚୀ ଦମ୍ପତ୍ତିଙ୍କ ବଦାନ୍ୟତା : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସୁବ୍ରତ ବାଗ୍‌ଚୀ ଏବଂ ପତ୍ନୀ ସୁସ୍ମିତା…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮ : ବାଗଚୀ ଦମ୍ପତ୍ତିଙ୍କ ବଦାନ୍ୟତା - ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏବଂ ତାଙ୍କ ପତ୍ନୀ ତଥା ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୭.୫୦ କୋଟି ଟଙ୍କା ଦାନ

ଚଳିତବର୍ଷ ‘ଜିରୋ ଶିକ୍ଷା ବର୍ଷ’ ହେବ ନାହିଁ : ସେପ୍ଟେମ୍ବର ଶେଷ ସପ୍ତାହରୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବା ନେଇ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୧/୦୮ : ପିଲାଙ୍କ ପାଠପଢ଼ାରେ କ୍ଷତି ହୋଇଥିଲେ ହେଁ ଚଳିତବର୍ଷ ‘ଜିରୋ ଶିକ୍ଷା ବର୍ଷ’ ହେବ ନାହିଁ। ସ୍କୁଲ ଖୋଲି ପିଲାଙ୍କୁ ଶିକ୍ଷାଦାନ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଗତ ୪ ମାସ ଧରି ବନ୍ଦ ରହିଥିବା ସ୍କୁଲ ଆସନ୍ତା ସେପ୍ଟେମ୍ବର ଶେଷ

ତିରୁମାଳା ତିରୁପତି ମନ୍ଦିରର ୭୪୩ଜଣ କର୍ମଚାରୀ କରୋନା ସଂକ୍ରମିତ : ମନ୍ଦିର ବନ୍ଦ କରିବା ପାଇଁ ଲୋକଙ୍କ ଦାବି

କଳିଙ୍ଗ ଜ୍ୟୋତି ବ୍ୟୁରୋ ହାଇଦ୍ରାବାଦ ୧୧/୦୮: କରୋନା ସଂକ୍ରମଣକୁ ରୋକିବା ପାଇଁ କିଛି ମାସ ବନ୍ଦ ରହିବା ପରେ ଖୋଲିଥିଲା ଆନ୍ଧ୍ରପ୍ରଦେଶରେ ଥିବା ତିରୁମାଳା ତିରୁପତି ମନ୍ଦିର। ହେଲେ ଖୋଲିବା ପରଠାରୁ ଏ ପର୍ଯ୍ୟନ୍ତ ମନ୍ଦିରର ୭୪୩ଜଣ କର୍ମଚାରୀ କରୋନା ଭୂତାଣୁ ଦ୍ବାରା କବଳିତ ହୋଇସାରିଛନ୍ତି।

ଆସନ୍ତା ୧୨ ତାରିଖରେ ରୁଷିଆର ଜାତୀୟ ଗବେଷଣା କେନ୍ଦ୍ର ଓ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ ବିଶ୍ୱର ପ୍ରଥମ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ମସ୍କୋ ୧୧/୦୮ : ପ୍ରଥମ କରୋନା ଟିକା କିଏ ଆଣିବ ଏ ନେଇ ସାରା ବିଶ୍ୱରେ ପ୍ରତିଯୋଗତା ଚାଲିଥିବା ବେଳେ ରୁଷ ସରକାରଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି । ଅଗଷ୍ଟ ୧୨ ତାରିଖରେ ବିଶ୍ୱର ପ୍ରଥମ କରୋନା ଟିକାର ହେବ ରେଜିଷ୍ଟ୍ରେସନ୍ । ଏନେଇ ଘୋଷଣା କରିଛନ୍ତି
error: Content is protected !!
Open chat