Browsing Category
Regional
ଅସଦୁଦ୍ଦିନ ଓୱେସୀଙ୍କୁ ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ଗିରିଙ୍କ କଡା ଜବାବ, ଭୂମିପୂଜନ ଦିନ ରାମ ନାମ ଜପ କରନ୍ତୁ ଓୱେସୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଅଯୋଧ୍ୟା ୩୦/୦୭: ଅଯୋଧ୍ୟାରେ ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ଭୂମିପୂଜନ ହେବ | ଭୂମିପୂଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବାକୁ ନେଇ ପ୍ରଶ୍ନ ଉଠାଇଥିଲେ ଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସୀ | ଓୱେସୀଙ୍କ ଉପରେ ସାଧୁ ସନ୍ଥଙ୍କ ସବୁଠାରୁ ବଡ ସଂସ୍ଥା!-->…
ଭିଜିଲାନ୍ସ ଜାଲରେ ମୁରିବାହାଲ ଥାନା ଏସଆଇ ସରୋଜ ରଥ
କଳିଙ୍ଗ ଜ୍ୟୋତି ବ୍ୟୁରୋ ବଲାଙ୍ଗୀର ୩୦/୦୭: ଲାଞ୍ଚ ନେଇ ଧରାପଡ଼ିଲେ ଲାଞ୍ଚୁଆ ପୁଲିସ ଅଫିସର। ମୁରିବାହାଲ ଥାନାର ଏସଆଇ ଏକ ମାମଲାର ଚାର୍ଜସିଟ ହାଳୁକା କରିବା ପାଇଁ ଜଣେ ମୁଦାଲାଙ୍କ ପକ୍ଷରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଭିଜିଲାନ୍ସର ଏକ ଟିମ ତାଙ୍କୁ ଗିରଫ କରିଛି।
!-->!-->!-->!-->…
୨୪ ଘଣ୍ଟାରେ ଓଡ଼ିଶାରେ ୧,୨୦୩ କରୋନା ଆକ୍ରାନ୍ତ ଚିହ୍ନଟ, ୩୦ ହଜାର ପାର୍ କଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୦/୦୭ : ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୨୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ନୂଆ ୧,୨୦୩ ଆକ୍ରାନ୍ତଙ୍କ ମଧ୍ୟରୁ ୭୫୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୪୪୫ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ!-->…
ଦେଶରେ ରେକର୍ଡ଼ – ୫୨, ୧୨୩ ନୂଆ କରୋନା ଆକ୍ରାନ୍ତ, ୭୭୫ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩୪, ୯୬୮କୁ ବୃଦ୍ଧି
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭:ଦେଶରେ ପ୍ରଥମ ଥର ପାଇଁ ୫୨ ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଂଟାରେ ସାରା ଦେଶରେ ୫୨ ହଜାର ୧୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ପ୍ରଥମ ଥର ପାଇଁ ଦିନକରେ ଆକ୍ରାନ୍ତ ଚିହ୍ନଟରେ ଏହା ହେଉଛି ସର୍ବାଧିକ । ସେହିପରି ଗତ ୨୪ ଘଂଟାରେ!-->…
ଅଯୋଧ୍ୟାର ରୌନାହୀରେ ମସଜିଦ ନିର୍ମାଣ ପାଇଁ ସୁନ୍ନି ୱାକ ଅଫ ବୋର୍ଡ ଟ୍ରଷ୍ଟ ଗଠନ ହେଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଲକ୍ଷ୍ନୌ ୩୦/୦୭ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଛି। ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ତେବେ ଏସବୁ ଭିତରେ ଆଯୋଧ୍ୟାରେ ମସଜିଦ୍ ନିର୍ମାଣ ପାଇଁ ଆଜି ସୁନ୍ନି!-->…
ମାନବ ସମ୍ବଳ ମନ୍ତ୍ରଣାଳୟର ନୂଆ ନାମକରଣ : ହେଲା ‘ଶିକ୍ଷା ମନ୍ତ୍ରଣାଳୟ’ନୂଆ ଶିକ୍ଷାନୀତି…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭: କେନ୍ଦ୍ର କ୍ୟାବିନେଟ ଆଜି ନୂଆ ଶିକ୍ଷା ନୀତି ୨୦୨୦କୁ ମଂଜୁରୀ ଦେଇଛନ୍ତି । ଗତ ୩୪ ବର୍ଷରେ ପ୍ରଥମ ଥର ପାଇଁ ଦେଶର ଶିକ୍ଷା ନୀତିରେ ପରିବର୍ତ୍ତନ ଅଣାଯାଇଛି । ଆଧୁନିକ ସମୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଶିକ୍ଷାନୀତି ପ୍ରସ୍ତୁତ!-->!-->!-->…
ଅମ୍ବାଲାରେ ଅବତରଣ କଲା ରାଫେଲ,ସଂସ୍କୃତ ଶ୍ଳୋକ ଲେଖି ୫ଟି ରାଫେଲକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରତିରକ୍ଷା…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭: ଆଜି ଭାରତ ମାଟି ଛୁଇଁଛି ରାଫେଲ୍। ଫ୍ରାନ୍ସ୍ରୁ ପ୍ରଥମ ପର୍ଯ୍ୟାୟରେ ଆସିଥିବା ପାଞ୍ଚଟି ରାଫେଲ୍ ଲଢୁଆ ଜେଟ୍ ହରିୟାଣାର ଅମ୍ବାଲା ଏୟାର ବେସରେ ଅବତରଣ କରିଛି । ଭାରତୀୟ ବାୟୁସେନାର ବହୁ ବରିଷ୍ଠ ଅଧିକାରୀ ଅମ୍ବାଲା ବେସରେ ଉପସ୍ଥିତ ରହି!-->…
ହକିର ଏନ୍ତୁଡିଶାଳ ସୁନ୍ଦରଗଡ଼ ଜିଲ୍ଲାରେ ଖେଳର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…
ସୁନ୍ଦରଗଡ଼,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୯/୦୭ : ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ହକି ଖେଳର ଏନ୍ତୁଡିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାରେ ହକିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ ସରକାର ହକିର ବିକାଶ!-->…
ଯୁକ୍ତ ତିନି ଆଡ଼ମିଶନ ପାଇଁ ଗାଇଡ ଲାଇନ ଜାରି କଲା ଉଚ୍ଚଶିକ୍ଷା ବିଭାଗ।
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୯/୦୭: ଉଚ୍ଚଶିକ୍ଷାରେ ନାମଲେଖା ପାଇଁ ଷ୍ଟୁଡ଼େଣ୍ଟ ଏକାେଡ଼ମିକ ମ୍ୟାନେଜମେଣ୍ଟ ସିଷ୍ଟମ (ସାମ୍ସ) ପ୍ରକଳ୍ପ ଅଧୀନରେ ୨୦୨୦-୨୧ ପାଇଁ ଇ ନାମଲେଖା ପ୍ରଣାଳୀ ଓ ପ୍ରସ୍ତୁତି ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଡିଗ୍ରୀ, ସ୍ବୟଂଶାସିତ, ସଂସ୍କୃତ ଓ ସେଲ୍ଫ!-->…
ଆତଙ୍କବାଦୀଙ୍କ ଟାର୍ଗେଟରେ ଅଯୋଧ୍ୟା, ସତର୍କ କରାଇଲା “ର”
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୯/୦୭ : ଆଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ଆସନ୍ତା ୫ ତାରିଖରେ ଭୂମିପୂଜା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ଭୂମିପୂଜା କାର୍ଯ୍ୟକ୍ରମ ଉପରେ ଏବେ ସାରା ବିଶ୍ୱର ଦୃଷ୍ଟି ରହିଛି । ଏହା ଫଳରେ ଅଯୋଧ୍ୟା!-->…
