Browsing Category
Regional
ରାଜ୍ୟର ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଲୋକାର୍ପିତ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୯/୦୭: ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଥେରାପି ବ୍ୟବସ୍ଥା ଆରମ୍ଭ ହୋଇଛି । ଭିଡ଼ିଓ କନଫରେନ୍ସରେ ଏହି ବ୍ୟବସ୍ଥାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପ୍ଲାଜମା ସମ୍ପର୍କିତ ଭିଡ଼ିଓ ଚିତ୍ରକୁ ମଧ୍ୟ ଉଦଘାଟନ!-->…
ରାମ ମନ୍ଦିର ନିର୍ମାଣ ପାଇଁ ସୁନାର ଇଟା ଦେବେ ମୋଗଲଙ୍କ ବଂଶଧର
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ /ହାଇଦ୍ରାବାଦ ୨୯/୦୭: ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ଏହାପରେ ବିଧିବଦ୍ଧ ଭାବେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହେବ। ଏହାକୁ ନେଇ କେବଳ ହିନ୍ଦୁ ଧର୍ମାବଲମ୍ବୀ ନୁହନ୍ତି ମୁସଲିମ ସଂପ୍ରଦାୟର ଲୋକମାନେ!-->…
କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ ରାଜ୍ୟର ସମସ୍ତ ଥାନା ପାଇଁ ଡିଜିପି ଅଭୟଙ୍କ ଗାଇଡ୍ଲାଇନ୍ସ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୨୯/୦୭: କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ ରାଜ୍ୟର ସମସ୍ତ ଥାନା ପାଇଁ ଗାଇଡଲାଇନ୍ସ ଜାରି କରିଛନ୍ତି ଡିଜିପି ଅଭୟ । ପୁଲିସ୍ କର୍ମଚାରୀମାନେ କେଉଁଭଳି ଅଭିଯୋଗ ବୁଝିବେ, ସେନେଇ ଡିଜିପି ଗାଇଡଲାଇନ୍ସ ଜାରି କରିଛନ୍ତି।
ଗାଇଡଲାଇନ୍ସ!-->!-->!-->!-->!-->!-->!-->…
ପୁଣି ନିଜର ବଦାନ୍ୟତା ଦେଖାଇଲେ ସୋନୁ ସୁଦ୍ : ପରିବା ବିକ୍ରି କରୁଥିବା ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କୁ ଚାକିରି ଦେଲେ
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବଇ ୨୯/୦୭ : କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ଅଭିନେତା ସୋନୁ ସୁଦ୍ ସମାଜର ସବୁ ବର୍ଗର ଅସହାୟମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି। କାହାକୁ ଚାଷ କରିବାକୁ ଟ୍ରାକ୍ଟର ଦେଉଛନ୍ତି ତ ଅନ୍ୟ କେଉଁଠି ଚାକିରି ହରାଇଥିବା!-->…
ଚୀନ୍ ଡାକ୍ତର ପ୍ରଫେସର କ୍ୱକ୍ ୟୁଙ୍ଗ ୟୁନ୍ କରୋନା ସମ୍ପର୍କିତ ପ୍ରମାଣ ନଷ୍ଟ ନେଇ ଜିନ୍ପିଙ୍ଗ ସରକାରଙ୍କ ମୁଖା…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ବେଜିଂ ୨୯/୦୭:ଚାଇନାର ମୁଖା ଖୋଲିଲା। ଆମେରିକା, ଅଷ୍ଟ୍ରଲିଆ ସମେତ ଅନେକ ରାଷ୍ଟ୍ର ଚାଇନା ବିରୋଧରେ କରୋନା ଭାଇରସ୍ର ଉତ୍ପତି ଏବଂ ତତ୍ଜନିତ ତଥ୍ୟ ଲୁଚାଇବା ଅଭିଯୋଗ ଆଣିଥିଲେ। ହେଲେ ଚୀନ୍ ସରକାର ଏହାକୁ ଖଣ୍ଡନ କରି ଆସୁଥିଲେ। ଏବେ ଚାଇନାର ଜଣେ!-->…
ଧର୍ମଗଡ : କରୋନା ମାଡ଼ରେ ଭାଙ୍ଗି ପଡିଛନ୍ତି ମୂର୍ତ୍ତି କାରିଗର – ଗଣେଶ ପୂଜା ହେବା ନେଇ ସନ୍ଧିହାନରେ ଶିଳ୍ପୀ !…
ଧର୍ମଗଡ଼, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୮/୦୭ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଗୋଡ଼ଭଞ୍ଜ। ପଂଚାୟତର ମୂର୍ତ୍ତି କାରିଗର ମାନେ ଏବେ କରୋନା ମାଡ଼ରେ ଭାଙ୍ଗି ପଡିଛନ୍ତି । ଚଳିତ ବର୍ଷ ଗଣେଶ ପୂଜା ହେବ ନା ନାହିଁ ସେ ନେଇ ସନ୍ଧିହାନରେ ଅଛନ୍ତି ମୂର୍ତ୍ତି କାରିଗର, ତେଣୁ ସେମାନେ!-->…
ଆଜି ଠାରୁ ୭୨ ଘଣ୍ଟା ପାଇଁ ନୂଆପଡ଼ା ସହର ସଟ ଡାଉନ : ଗତକାଲି ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ଚିହ୍ନଟ ହୋଇଥିଲେ ପଜିଟିଭ
ନୂଆପଡା, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୮/୦୭ : ଆଜି ଠାରୁ ୭୨ ଘଣ୍ଟା ପାଇଁ ନୂଆପଡ଼ା ସହର ସଟ ଡାଉନ କରାଯାଇଛି । ନୂଆପଡ଼ା ସହରର ବାଣିକ ସଂଘ, ଓକିଲ ସଂଘ , ସାମ୍ବାଦିକ ସଂଘଙ୍କ ଆହ୍ୱାନ କ୍ରମେ ସମସ୍ତେ ସହଯୋଗ କରିଛନ୍ତି । ନୂଆପଡ଼ା ଜିଲ୍ଲାରେ ଦିନକୁ ଦିନ କରୋନା ସଂଖ୍ୟା ବଢ଼ିବାରେ!-->…
ପାଣିପାଗ ସମ୍ପର୍କିତ ସବିଶେଷ ତଥ୍ୟ : ଲଞ୍ଚ ହେଲା ‘ମୌସମ’ ଆପ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୭: ପାଣିପାଗ ସମ୍ପର୍କିତ ସବିଶେଷ ତଥ୍ୟ ଲୋକଙ୍କ ପାଖରେ ଉପଲବ୍ଧ ହେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ମୌସମ’ ଆପ୍ ଲଞ୍ଚ୍ ହୋଇଛି। ଭୂବିଜ୍ଞାନ ମନ୍ତ୍ରୀ ହର୍ଷବର୍ଦ୍ଧନ ସୋମବାର ଏହି ଆପ୍ର ଶୁଭାରମ୍ଭ କରିଛନ୍ତି। ଏହା ସହର ଭିତ୍ତିକ ପାଣିପାଗ!-->…
ବ୍ଲମବର୍ଗ କରୋନା ଭାଇରସ୍ ଟ୍ରାକର କହିଲା, ବିଶ୍ୱରେ ସବୁଠୁ ଦ୍ରୁତ ଗତିରେ ଭାରତରେ ବଢୁଛି ସଂକ୍ରମଣ : ଦିନକୁ ପାଖାପାଖି…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୮/୦୭:ଦେଶରେ ବଢିଚାଲିଛି କରୋନା ସଂକ୍ରମଣ । ଗତ ୭ ଦିନର ତଥ୍ୟ କହୁଛି, ପ୍ରତିଦିନ ପ୍ରାୟ ୫୦ହଜାର ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ବ୍ଲୁମବର୍ଗ କରୋନା ଭାଇରସ ଟ୍ରାକର ତଥ୍ୟ ଅନୁସାରେ, ଗତ ସପ୍ତାହରେ ପାଖାପାଖି ୨୦ ପ୍ରତିଶତ ହାରରେ ସଂକ୍ରମଣ!-->…
ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ଟପିଲା
ରାଜ୍ୟର ଦୈନିକ ବୃଦ୍ଧି ୫.୯୧ %, ଭୁବନେଶ୍ବରରେ ୭.୯୮%ତ୍ରିନାଥ ବସ୍ତିରୁ ୪୪ ପଜିଟିଭ୍ ଚିହ୍ନଟସୁସ୍ଥ ହେଲେଣି ହଜାରରୁ ଅଧିକ ରୋଗୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୮/୦୭: ରାଜଧାନୀରେ କରୋନା ରୋଗୀଙ୍କ ସଂଖ୍ୟା ୨ ହଜାର ଟପିଛି। ଗତ ୨୭ ଦିନରେ ୧୮୧୮ଜଣ ରୋଗୀ ଚିହ୍ନଟ ହେବା ପରେ!-->!-->!-->…
