Browsing Category

Regional

ପରିବହନ କ୍ଷେତ୍ରରେ ପୁଣି ତିନି ମାସ ପାଇଁ ରିହାତି ଘୋଷଣା ରାଜ୍ୟ ସରକାର

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୧/୦୭: ପରିବହନ କ୍ଷେତ୍ରରେ ପୁଣି ତିନି ମାସ ପାଇଁ ରିହାତି ଘୋଷଣା କରିଛନ୍ତି ରାଜ୍ୟ ସରକାର। ସାମୟିକ ଭାବେ କିଛି ନିର୍ଦ୍ଦିଷ୍ଟ ପରିବହନ ଉପରୁ ମୋଟରଯାନ ଟିକସ ଓ ଅତିରିକ୍ତ ଟିକସ ଛାଡ଼ ଘୋଷଣା କରାଯାଇଛି। ଷ୍ଟେଜ୍ ଓ କଣ୍ଟ୍ରାକ୍ଟ

ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଖୋଲିବାକୁ କଙ୍ଗନାଙ୍କୁ ସାହାଯ୍ୟ କରିବେ ସୁବ୍ରମଣ୍ୟମ ସ୍ୱାମୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ୱାଇ ୨୧/୦୭ : ବଲିଉଡ ଷ୍ଟାର ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ କଙ୍ଗନା ରାଣାୱାତ ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କଙ୍ଗନାଙ୍କ କହିବା ଅନୁଯାୟୀ, ସୁଶାନ୍ତ କେବେ ବି ଆତ୍ମହତ୍ୟା କରିନଥିବେ। ତାଙ୍କ

କରୋନା କଟକଣା ମଧ୍ୟରେ ଆଜି ଭଦ୍ରକସ୍ଥ ଆରଡିଧାମରେ ବାବା ‘ଆଖଣ୍ଡଳମଣି’ଙ୍କର ଶ୍ରାବଣ ୩ୟ ସୋମବାର ଜଳାଭିଷେକ…

ଆରଡି / ଭଦ୍ରକ, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : ଆଜି ପବିତ୍ର ଶ୍ରାବଣମାସର ତୃତୀୟ ସୋମବାରରେ ଭଦ୍ରକର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ଜଳାଭିଷେକ ଓ ଚିତାଲାଗି ନୀତି ସମ୍ପନ୍ନ ହୋଇଛି। ଦୀର୍ଘ ୪ମାସରୁ ଉର୍ଦ୍ଧ୍ବ ହେବ କରୋନା

ପରପାରିରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୦/୦୭: ଓଲିଉଡ୍‌ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି । 70 ବର୍ଷ ବୟସରେ ବିଜୟ ମହାନ୍ତି ପରଲୋକ ଗମନ କରିଛନ୍ତି । ଆଜି ସନ୍ଧ୍ୟାରେ ଗୁରୁତର ହେବାରୁ ତାଙ୍କୁ କେୟାର ହସ୍ପିଟାଲ ନିଆଯାଇଥିଲା । ଏଠାରେ ତାଙ୍କର ମୃତ୍ୟୁ ହୋଇଥିବାର

ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତି ଗୁରୁତର : ହସ୍ପିଟାଲରେ ଭର୍ତ୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୦/୦୭ : ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଗୁରୁତର। ଗୁରୁତର ହେବାରୁ ତାଙ୍କୁ ଘରୁ ଭୁବନେଶ୍ୱର କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କିଛି ଦିନ ଧରି କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଗରୁ

ସୁନ୍ଦର ପିଚାଇଙ୍କ ବଡ ଖୁଲାସା : ଭୂକମ୍ପ ଓ ସୁନାମୀ ଆସିବା ପୂର୍ବରୁ ଜାଣିପାରିବ ଗୁଗଲ

ନୂଆଦିଲ୍ଲୀ, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : ଗୁଗଲର ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ, ଗୁଗଲ ବହୁତ ପୂର୍ବରୁ ଏମିତି ଟେକ୍ନୋଲୋଜି ଉପରେ କାମ କରିବା ଆରମ୍ଭ କରିଦେଇଥିଲା ଯାହା ସାହାଯ୍ୟରେ ଭୁକମ୍ପ ଓ ସୁନାମୀ ପୂର୍ବରୁ ଜଣାପଡିବ । କମ୍ପାନୀ ଏଥିପାଇଁ ସମୁଦ୍ର ଭିତରେ ଫାଇବର କେବଲ୍ସ

ଭୁବନେଶ୍ୱର, ସମ୍‌ ହସପିଟାଲରେ ଆରମ୍ଭ ହେଲା କରୋନା ଟିକା ‘କୋଭାକ୍ସିନ’ର ହ୍ୟୁମାନ ଟ୍ରାଏଲ

ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : ଭାରତର ପ୍ରଥମ କୋଭିଡି-୧୯ ଭ୍ୟାକ୍‌ସିନ ର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଦେଶର ୧୨ଟି ଅନୁଷ୍ଠାନକୁ ସ୍ୱିକୃତି ଦିଆଯାଇଥିବା ବେଳେ ଓଡିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍‌

କରୋନାରୁ ସୁସ୍ଥ ହୋଇ ୯୫ ଜଣ ‘କରୋନା ଯୋଦ୍ଧା ପୁଲିସ କର୍ମଚାରୀ’ ଡ୍ୟୁଟିକୁ ଫେରିଲେ।

ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : କରୋନାକୁ ହରାଇ ୯୫ ଜଣ କରୋନା ଯୋଦ୍ଧା ପୁଲିସ କର୍ମଚାରୀ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହେବା ପରେ ଡ୍ୟୁଟିରେ ଯୋଗ ଦେଇଛନ୍ତି ସମସ୍ତ କର୍ମଚାରୀ । ସେମାନେ ସଂକ୍ରମିତ ହୋଇଥିଲେ ବି କରୋନାକୁ ହରାଇଛନ୍ତି । ଏବେ କାର୍ଯ୍ୟ କ୍ଷେତ୍ରକୁ

‘ପ୍ଲାଜମା ଥେରାପି’ର ଫଳାଫଳ ଉତ୍ସାହଜନକ : କରୋନାରୁ ଆରୋଗ୍ୟଙ୍କୁ ପ୍ଲାଜ୍‌ମା ଦାନ ପାଇଁ…

ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ :  ଚିନ୍ତା ବଢାଇ ଦେଇଛି ଜୁଲାଇ। ଗତ ୨୦ ଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଟପିଛି। ଆଗକୁ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି। ଏପରି ସ୍ଥିତିରେ ପ୍ଲାଜ୍‌ମା ଥେରାପିର ସଫଳ ଚିକିତ୍ସା କିଛିଟା ଆଶ୍ୱାସନା ଦେଇଛି।

ଦ୍ଵୈତ-ମହାନଗରୀରେ ନୂଆ ଡିସିପିଙ୍କ ଦାୟିତ୍ଵ ଗ୍ରହଣ : ଉମାଶଙ୍କର ଦାଶ ଭୁବନେଶ୍ଵର ଓ ପ୍ରତୀକ ସିଂହ କଟକର ଡିସିପି ଭାବେ…

ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ :  ଆଜି ଦ୍ଵୈତ-ମହାନଗରୀ ଭୁବନେଶ୍ଵର ଓ କଟକର ନୂଆ ଡିସିପି ଦାୟିତ୍ଵ ଗ୍ରହଣ କରିଛନ୍ତି। ଭୁବନେଶ୍ଵର ଡିସିପି ଭାବେ ଡା. ଉମାଶଙ୍କର ଦାସ ଏବଂ କଟକ ଡିସିପି ଭାବେ ପ୍ରତୀକ ସିଂହ ଦାୟିତ୍ଵ ନେଇଛନ୍ତି। ଉଭୟ ଅଧିକାରୀ ବିଦାୟୀ ଡିସିପି ଅନୁପ ସାହୁ
error: Content is protected !!
Open chat