Browsing Category
Regional
ରାଜଧାନୀରେ ୩ କୁଖ୍ୟାତ ଚେନ ଲୁଟେରା ସହ ୨ ସହଯୋଗୀ ଗିରଫ : କମିଶନରେଟ ପୁଲିସ ପର୍ଦାଫାସ କଲା ଡ଼କାୟତିର ନୂଆ ଫର୍ମୁଲା
ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୨୦/୦୭ : ରାଜଧାନୀରେ ସ୍ପିଡ ବାଇକ ଧରି ଲୁଟ୍ପାଟ କରି ଆତଙ୍କ ଖେଳାଇଥିବା ଲୁଟେରା ଗ୍ୟାଙ୍ଗ୍ର ୩ ଜଣଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି । ସେମାନଙ୍କ ଠାରୁ ଲୁଟ୍ ସାମଗ୍ରୀ ରଖିବା ଅଭିଯୋଗରେ ଅନ୍ୟ ୨ ଜଣଙ୍କୁ ଗିରଫ କରାଯାଇଛି । ରାଜଧାନୀରେ!-->…
ଆଜି ରାଜ୍ୟରେ ୬୭୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଟପିଲା: ୬ ଜଣ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୦/୦୭ : ଆଜି ରାଜ୍ୟରେ ୬୭୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏମାନଙ୍କ ଭିତରୁ ୪୪୭ଜଣ ସଙ୍ଗରୋଧ!-->…
ଦେଶରେ ୨୪ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ :୪୦,୪୨୫ ନୂଆ , ୬୮୧ ମୃତ୍ୟୁ, – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୭ : ଜୁଲାଇ ୨୦ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ସମୁଦାୟ୧,୧୧୮,୦୪୨ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ୨୪ ଘଣ୍ଟାରେ ସର୍ବାଧିକ ୪୦,୪୨୫ଜଣ!-->…
ମଶା କାମୁଡ଼ିବା ଦ୍ୱାରା କରୋନା ବ୍ୟାପେ ନାହିଁ – ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୭:କରୋନା ଭୂତାଣୁ ମଶା ଦ୍ବାରା ବ୍ୟାପେ ନାହିଁ ବୋଲି ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ନିଶ୍ଚିତ କରିଛନ୍ତି। ଗବେଷଣାତ୍ମକ ପତ୍ରିକା ‘ସାଇଣ୍ଟିଟିଫିକ ରିପୋର୍ଟସ’ ରେ ପ୍ରକାଶିତ ଏହି ଅଧ୍ୟୟନରେ ପ୍ରଥମ ଥର ପାଇଁ ସଂଗୃହିତ ପରୀକ୍ଷାମୂଳକ ତଥ୍ୟ ଓ!-->…
ଜୁଲାଇ ୨୦ରୁ ସିବିଡିଟି ପକ୍ଷରୁ ସ୍ୱେଚ୍ଛାକୃତ ଆୟକର ପ୍ରଦାନ ସଂକ୍ରାନ୍ତ ଇ-ଅଭିଯାନ ଆରମ୍ଭ ହେବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୭: ସ୍ୱେଚ୍ଛାକୃତଭାବେ ଆୟକର ପ୍ରଦାନ ପାଇଁ ଲୋକଙ୍କୁ ସଚେତନ କରିବା ନିମନ୍ତେ ଆୟକର ବିଭାଗ ପକ୍ଷରୁ ଚଳିତମାସ ୨୦ ତାରିଖ ସୋମବାରଠାରୁ ଇ-ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନ ୧୧ ଦିନଧରି ଚାଲି ଜୁଲାଇ ୩୧ ତାରିଖରେ ଶେଷ ହେବ। ଏଥିରେ ମୁଖ୍ୟତଃ!-->…
କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଛି – ରାଜ୍ୟ ସରକାର
କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୨୦/୦୭ : କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଛି। ଆକ୍ଟିଭ୍ କେସ୍ ତୁଳନାରେ ସୁସ୍ଥ ହାର ଅଧିକ ରହିଛି। ଏନେଇ ରବିବାର ରାଜ୍ୟ ସରକାରଙ୍କ କୃଷି ସଚିବ ସୌରଭ ଗର୍ଗ ଏବଂ କଟକ ମହାନଗର ନିଗମ କମିସନର ଅନନ୍ୟା ଦାଶ ମିଳିତ ଭାବେ ସୂଚନା ଦେଇଛନ୍ତି ।
!-->!-->!-->!-->!-->!-->!-->!-->!-->…
ସ୍କୁଲ-କଲେଜ୍ ଖୋଲିବା ନେଇ ଅଭିଭାବକଙ୍କୁ ପ୍ରସ୍ତାବ ମାଗିଲେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୭ : କରୋନା ଭାଇରସ ମହାମାରୀ ଯୋଗୁ ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ହିଁ ଦେଶରେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସବୁ ଅନିର୍ଦ୍ଧିଷ୍ଟ କାଳ ଲାଗି ବନ୍ଦ ହୋଇଯାଇଛି। ଏଣୁ ଶିକ୍ଷା କ୍ଷେତ୍ରରେ ଉପୁଜିଥିବା ପରିସ୍ଥିତିରେ କେନ୍ଦ୍ର ମାନବ ସମ୍ବଳ!-->…
ବ୍ୟାଙ୍କର ନୂତନ ସମୟ ନିର୍ଘଣ୍ଟ ଧାର୍ଯ୍ୟ କଲେ ରାଜ୍ୟ ସରକାର - ସକାଳ ୮ରୁ ଦିନ ୨ଟା ଯାଏଁ ଖୋଲା ରହିବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୦/୦୭ : ମହାମାରୀ କରୋନା ଭାଇରସ ପାଇଁ ଗତ ୧୭ ତାରିଖ ରାତି ୯ଟାରୁ ଠାରୁ ଆରମ୍ଭ ହୋଇଥିବା ଲକଡାଉନ ଅଂଚଳରେ ବ୍ୟାଙ୍କର ନୂତନ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଏନେଇ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ନୂତନ ଆଦେଶନାମା!-->…
ଚୀନ ପାଇଁ ଟିକଟକ୍, ହୁଏଇ ସହ ୪ ପ୍ରମୁଖ କମ୍ପାନୀ ପିଏଲଏକୁ ତଥ୍ୟ ଦେଇ ଗୁଇନ୍ଦାଗିରି କରୁଛନ୍ତି ?
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୭ : କେନ୍ଦ୍ର ସରକାର ଭାରତରେ କାରବାର କରୁଥିବା ଚାରୋଟି କମ୍ପାନୀକୁ ଚିହ୍ନଟ କରିଛନ୍ତି ଯେଉଁମାନେ ଗୁଇନ୍ଦାଗିରିରେ ସଂପୃକ୍ତ ଅଛନ୍ତି । ଏହି କମ୍ପାନୀମାନେ ଚୀନର ସେନାକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରୁଥିବା ଅଭିଯୋଗ ହୋଇଛି । ଗତ!-->…
ଦେଶରେ ଡାଟା ସୁରକ୍ଷା ଆଇନ ଖୁବଶୀଘ୍ର କାର୍ଯ୍ୟକାରୀ ହେବ : ରବିଶଙ୍କର ପ୍ରସାଦ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୭: ସରକାର ଦେଶରେ ଖୁବଶୀଘ୍ର ଏକ ଡାଟା ବା ତଥ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ଏବଂ ସଂସଦର ଏକ ସିଲେକ୍ଟ କମିଟି ଏ ସଂପର୍କରେ ପରୀକ୍ଷା ନିରୀକ୍ଷା କରୁଛି। ଡାଟା ବା ତଥ୍ୟ ର ସାର୍ବଭୌମତ୍ୱ ଉପରେ ସରକାର କେବେ ବି ସାଲିସ୍ କରିବେ!-->…
