Browsing Category
Regional
ରାସନ ସାମଗ୍ରୀ ଆଣିଲା ବେଳେ ଫିଙ୍ଗର ପ୍ରିଣ୍ଟ ଦେବେନି ହିତାଧିକାରୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୯/୦୭: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ରାସନ କାର୍ଡଧାରୀ ରାସନ ସାମଗ୍ରୀ ଆଣିଲା ବେଳେ ଆଉ ଫିଙ୍ଗରପ୍ରିଣ୍ଟ ଦେବେନି। ବିନା ଫିଙ୍ଗରପ୍ରିଣ୍ଟରେ ସେମାନଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆଯିବ। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।
!-->!-->!-->…
IMAର ସତର୍କ ବାଣୀ – ଭାରତରେ ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୭ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଦେଶରେ ପ୍ରତିଦିନ ୩୪ ହଜାର ନୂଆ ମାମଲା ସାମ୍ନାକୁ ଆସୁଛି । ଦେଶରେ ମୋଟ କରୋନା ମାମଲା ୧୦ ଲକ୍ଷ ଟପିଲାଣି । ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ଓ ସ୍ଥିତି!-->…
କୋଭିଡ୍ ଔଷଧ ‘ଫେବିଫ୍ଲୁ’ ବିଷୟରେ ମିଥ୍ୟା ଦାବି ଓ ଅଧିକ ଦର ଯୋଗୁଁ ଗ୍ଲେନ୍ମାର୍କକୁ କାରଣ ଦର୍ଶାଅ ନୋଟିସ୍ ଦେଲା…
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୦/୦୭ : କୋଭିଡ୍-୧୯ ଔଷଧ ‘ଫେଭିପାଇରାଭିୟର୍’ର ଜେନେରିକ୍ ସଂସ୍କରଣ ‘ଫେବିଫ୍ଲୁ’ ବିଷୟରେ ‘ମିଥ୍ୟା ଦାବି ଏବଂ ଅଧିକ ମୂଲ୍ୟ’ ସମ୍ବନ୍ଧରେ ଏହାର ନିର୍ମାତା ମୁମ୍ବାଇର ପ୍ରମୁଖ ଔଷଧ କମ୍ପାନି ଗ୍ଲେନ୍ମାର୍କକୁ ‘କେନ୍ଦ୍ରୀୟ ଡ୍ରଗ୍ସ୍ ଷ୍ଟାଣ୍ଡାର୍ଡ!-->…
ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ହୋଇନି :ଆର୍ଏମ୍ଆର୍ସିର ଅନ୍ତରୀଣ ରିପୋର୍ଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୧୯/୦୭ : ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଜୁଲାଇ ୧ରୁ ୧୮ ଭିତରେ ୮୨୦ ଜଣ ଆକ୍ରାନ୍ତ କେବଳ ଭୁବନେଶ୍ବର ସହରରେ ଚିହ୍ନଟ ହେଲେଣି। ଏବେ ବି ୬୨୪ଜଣ ସଂକ୍ରମିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପ୍ରତିଦିନ!-->…
ହସ୍ପିଟାଲ ଆଡମିଶନ୍ ନ କଲେ ଟୋଲ ଫ୍ରି ନଂ-୧୦୦କୁ ଜଣାନ୍ତୁ – ମୁଖ୍ୟ ଶାସନ ସଚିବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୯/୦୭: ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଆଡ୍ମିଶନ୍ ନେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ।
ଯଦି କୌଣସି ହସ୍ପିଟାଲ ଆଡମିଶନ ନ କରେ ତେବେ ଟୋଲ ଫ୍ରି ନଂ-୧୦୦କୁ ଜଣାନ୍ତୁ ବୋଲି ସେ କହିଛନ୍ତି। ତେବେ ମୁଖ୍ୟ ଶାସନ ସଚିବ!-->!-->!-->!-->!-->…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ କିମ୍ବା ୫ରେ ରାମ ମନ୍ଦିର ନିର୍ମାଣ ପାଇଁ ମୂଳଦୁଆ ପକାଇବେ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଅଯୋଧ୍ୟା ୧୯/୦୭: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ଏନେଇ ଆଜି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକ ବସିଥିଲା। ବୈଠକରେ ଅଗଷ୍ଟ ୩ କିମ୍ବା ୫ ତାରିଖରେ ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର!-->…
ମାର୍ଚ୍ଚ 2021 ସୁଦ୍ଧା କରୋନା ଟିକା ଆରମ୍ଭ ହେବ: Zydus Cadila |
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୯/୦୭ : ଜାଇଡସ୍ କ୍ୟାଡିଲା ହେଲଥ କେୟାର ଲିମିଟେଡ୍ ଜୁଲାଇ 15 ରୁ COVID-19 ଟିକା ପାଇଁ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିଛି। ଏହି ସୂଚନା ପ୍ରଦାନ କରି ଜାଇଡସ୍ କ୍ୟାଡିଲାର ଚେୟାରମ୍ୟାନ୍ ତଥା ଏମଡି ପଙ୍କଜ ଆର ପଟେଲ କହିଛନ୍ତି ଯେ ଏକ ସମ୍ଭାବ୍ୟ ଟିକା!-->…
ବଢୁଛି ସ୍ଥାନୀୟ ସଂକ୍ରମଣ; ଭୁବନେଶ୍ବରରେ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୮/୦୭: ଭୁବନେଶ୍ବରରେ ଶନିବାର ଆଉ ୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ୪୧ଜଣ ଓ ସ୍ଥାନୀୟ ସଂକ୍ରମଣ ୪୬ଜଣ ରହିଛନ୍ତି । ଏ ନେଇ ବିଏମ୍ସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
!-->!-->!-->…
ଗୋ ମାଂସ ଚୋରାଚାଲାଣ ବେଳେ ଫେରାର ହୋଇଥିବା ଦୁଇଜଣ ଅଭିଯୁକ୍ତ ପୋଲିସ କବ୍ଜାରେ ।
କଳିଙ୍ଗ ଜ୍ୟୋତି ବ୍ୟୁରୋ ଧର୍ମଗଡ ୧୮/୦୭ : କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ନର୍ଲା ବ୍ଲକ ର ସେମଲା ଗ୍ରାମରୁ ଦୁଇଜଣ ଦୁର୍ବୁତ୍ତ ଗୋମାସଂ ଛତିଶଗଡ କୁ ଚୋରା ଚାଲାଣ କରିବା ସମୟରେ ଗାଁ ଲୋକଙ୍କୁ ଦେଖି ଚମ୍ପଟ ମାରିଥିଲେ ପରେ ଧର୍ମଗଡ ଥାନାରେ ହିନ୍ଦୁ ସଂଗଠନ ତରଫରୁ!-->…
ରାଜ୍ଯ ସରକାରୀ କର୍ମଚାରୀଙ୍କ ପାଇଁ କଟକଣା : ଲକଡାଉନ୍ ସମୟରେ ଛାଡି ପାରିବେନି ହେଡ୍-କ୍ୱାର୍ଟର୍
ଭୁବନେଶ୍ୱର, (କଳିଙ୍ଗଜ୍ୟୋତି ବ୍ୟୁରୋ), ୧୮/୦୭ : କରୋନା ସଂକ୍ରମଣ ରୋକିବାକୁ କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ସହରରେ ଲକଡାଉନ୍ ଲାଗୁ ହୋଇଛି। ଏହି ଲକ୍ଡାଉନ୍ରେ ଜରୁରୀ ସେବା ବାଦ୍ ଅନ୍ୟ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ । ରାଜ୍ୟର ୪ ଜିଲ୍ଲାରେ ଲାଗୁ!-->…
