Browsing Category

Regional

ବିପିୟୁଟି ପରୀକ୍ଷା ସର୍ତ୍ତାବଳୀ କୋହଳ :ପରୀକ୍ଷା ନିର୍ଦେଶକ

ଭୁବନେଶ୍ବର : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ପରୀକ୍ଷା ସର୍ତ୍ତାବଳୀରେ କୋହଳ କରାଯାଇଛି। ଅନଲାଇନ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଯେଉଁମାନଙ୍କର କମ୍ପ୍ୟୁଟର ଏବଂ ଲାପଟପରେ ୱେବ କ୍ୟାମେରା ନଥିବ ସେମାନେ ନିକଟସ୍ଥ ପରୀକ୍ଷାକେନ୍ଦ୍ରକୁ

ନୂଆଗାଡି କିଣିଲେ ଫାଷ୍ଟଟ୍ୟାଗ କ୍ୟାପଚର୍ସ ବାଧ୍ୟତାମୂଳକ : ସଡକ ପରିବହନ ମନ୍ତ୍ରଣାଳୟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୩/୦୭ : ସାରା ଦେଶରେ ନୂଆ ଯାନବାହନ ପଞ୍ଜିକରଣ ବେଳେ ଫାଷ୍ଟଟ୍ୟାଗ କ୍ୟାପଚର ତଥା ଫିଟନେସ ସାର୍ଟିଫିକେଟକୁ ସୁନିଶ୍ଚିତ କରାଯିବା ଜରୁରି । କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଇନଫର୍ମାଟିକ୍ସ ସେଣ୍ଟର(NIC)କୁ ଏ

ଶ୍ରୀମନ୍ଦିର ରତ୍ନ ସିଂହାସନ ସୁରକ୍ଷିତ ରହିଛି : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଶନ କୁମାର

ପୁକଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୧୩/୦୭:ସିଂହାସନ ଡାହାଣ ପାଖ ପଦ୍ମ ପାଖୁଡାରେ କ୍ଷେତ ହୋଇଥିବା ନେଇ ଜଣେ ସେବାୟତଙ୍କ ଅଭିଯୋଗ ଉପରେ ଯାଞ୍ଚ କରାଯାଇଛି। ଏହି ପଦ୍ମ ପାଖୁଡାର ସ୍ଥିତି ଜାଣିବାକୁ, ଏଏସ୍ ଆଇ ସହ ଶ୍ରୀମନ୍ଦିର ପ୍ରଶାସନ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରତ୍ନ ସିଂହାସନ

ୟୁଜି, ପିଜି ପରୀକ୍ଷାକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୩/୦୭: ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ପରୀକ୍ଷା ହେବ ନା ନାହିଁ। ଯଦି ହୁଏ, କେବେ କରାଯିବ। ସେପ୍ଟେମ୍ବର ମଧ୍ୟରେ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଗତ ୬ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଛି। ଯାହାକୁ ନେଇ ଓଡ଼ିଶା

ଖୁବଶୀଘ୍ର ବଦଳିବେ ପିସିସି ସଭାପତି !

ଭୁବନେଶ୍ୱର, ୧୨ା୭(ଓଡ଼ିଶା ଭାସ୍କର): ଖୁବଶୀଘ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବକଳେବର ହେବ । ପିସିସି ସଭାପତି ବଦଳିବା ସମ୍ଭାବନା ନେଇ ସୁରେଶ ରାଉତରାୟ ସୂଚନା ଦେଇଛନ୍ତି । ପିସିସି ସଭାପତି ଦୌଡ଼ରେ ରହିଛନ୍ତି ୧୩ ବରିଷ୍ଠ ନେତା । ନରସିଂହ ମିଶ୍ର, ପ୍ରଦୀପ ମାଝୀ, ଭକ୍ତ ଚରଣ ଦାସ,

ବିଶ୍ୱର ପ୍ରଥମ କରୋନା ଟୀକାର ମାନବ ପରୀକ୍ଷା ଶେଷ, ନିରାପଦ ପ୍ରମାଣିତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୨/୦୭:ବିଶ୍ୱର ପ୍ରଥମ କରୋନା ଟୀକାର କ୍ଲିନିକାଲ ପରୀକ୍ଷା ସଫଳତାର ସହିତ ସମାପ୍ତ ହୋଇଛି। ସେଚେନୋଭ ଫାଷ୍ଟ ମସ୍କୋ ଷ୍ଟେଟ ମେଡିକାଲ ବିଶ୍ୱବିଦ୍ୟାଳୟର ସ୍ବେଛାସେବୀମାନଙ୍କ ଉପରେ ଏହାର କ୍ଲିନିକାଲ ପରୀକ୍ଷା ସଫଳତାର ସହିତ ଶେଷ ହୋଇଥିବା ଟ୍ରାଞ୍ଜିସିନାଲ ମେଡିସିନ୍

ମାଲକାନଗିରିରେ ମାଓ ହିଂସା ଛାଡ଼ି ଆତ୍ମ-ସମର୍ପଣ କଲେ ନକ୍ସଲ ଦମ୍ପତ୍ତି

ମାଲକାନଗିରି / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୨ା୭ : ଆଜି ମାଲକାନଗିରି ଏସ.ପି.ଙ୍କ ପାଖରେ ଦୁଇ ଜଣ ହାର୍ଡ କୋର ମାଓବାଦୀ ଦମ୍ପତ୍ତି ଆତ୍ମସମର୍ପଣ କରିଛନ୍ତି । ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଦୀର୍ଘ ୮ ବର୍ଷ ଧରି ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ ଏହି ନକ୍ସଲ

ହଜିଗଲା ବାତ୍ସଲ୍ୟ ମମତା : ଏସ୍‌ସିବି ଆଇସୋଲେସନ୍‌ ଆଇସିୟୁରେ ବାପା-ମା’ ଶିଶୁପୁତ୍ରର ମୃତଦେହ ଛାଡ଼ି ପଳାଇଗଲେ

କଟକ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୭ : ଚିକିତ୍ସାଧୀନ ଅବସ୍ଥାରେଶିଶୁର ମୃତ୍ୟୁ ପରେ ତା’ର ବାପା-ମାଆ ମୃତଦେହକୁ ସାଙ୍ଗରେ ନନେଇ, ଶେଷକୃତ୍ୟ ନକରି ମେଡିକାଲରେ ଛାଡ଼ି ପଳାଇଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଏସ୍‌ସିବି ଆଇସୋଲେସନ୍‌ ୱାର୍ଡରେ । କରୋନା ସଂକ୍ରମଣ ଓ

ଚୀନ୍ ସାରା ବିଶ୍ୱରେ ନିଜ ପତିଆରା ଜାହିର କରିବା ପାଇଁ କୋଭିଡ୍‌-୧୯କୁ ଅସ୍ତ୍ର କରିଥିଲା : ଭୟାବହତା ନେଇ ତଥ୍ୟ…

ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୧୨ା୭ : ସମ୍ପୂର୍ଣ୍ଣ ବିଶ୍ୱରେ ନିଜ ପତିଆରାକୁ ଜାହିର କରିବା ପାଇଁ କୋଭିଡ୍‌-୧୯ ଭୂତାଣୁକୁ ଅସ୍ତ୍ର କରିଥିଲା ଚୀନ୍ । ଜାଣିଶୁଣି ବିଶ୍ୱ ସମୁଦାୟକୁ ଏହି ତଥ୍ୟ ଅତ୍ୟନ୍ତ ବିଳମ୍ବରେ ଚୀନ୍ ପ୍ରଦାନ କଲା । କରୋନା କାୟାରେ

ଆଜି ରାଜ୍ୟରେ ଆଉ ନୂଆ ୫୯୫ କୋରୋନା ଆକ୍ରାନ୍ତ ଚିହ୍ନଟ, ୩ ଆକ୍ରାନ୍ତ ମୃତ ।

ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୧୨ା୭ : ରାଜ୍ୟରେ ଆଜି ଆଉ ୫୯୫ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ, ସଂଗରୋଧ କେନ୍ଦ୍ରରୁ ୩୯୪ ଓ ସ୍ଥାନୀୟ ଅଞ୍ଚଳରୁ ୨୦୧ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମରୁ ସର୍ବାଧିକ ୨୩୦
error: Content is protected !!
Open chat