Browsing Category
Regional
୬୪ ବର୍ଷିୟ ମୃତ ବୃଦ୍ଧ ପାଲଟିଲେ ‘ସୁପରସ୍ପ୍ରେଡର୍’ : ସଂସ୍ପର୍ଶରେ ଆସି ସୁନ୍ଦରଗଡ଼ ଜିଲ୍ଲାରେ ୨ ଦିନ ମଧ୍ୟରେ ୯୫…
ରାଉରକେଲା (କଳିଙ୍ଗ ଜ୍ୟୋତି) ୦୮/୦୭ : ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ବୃଦ୍ଧଙ୍କ ସଂସ୍ପର୍ଶରେ ଆସି ୨ ଦିନ ମଧ୍ୟରେ ୯୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡ଼ିଛି । ଯାହାଫଳରେ ବୃଦ୍ଧ ଜଣକ ଜିଲ୍ଲାର ଜଣେ ‘ସୁପରସ୍ପ୍ରେଡର୍’ ପାଲଟି ଯାଇଛନ୍ତି। ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ!-->…
ଆୟୁଷ ନିର୍ଦ୍ଦେଶକଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାରେ ନୂଆ ମୋଡ଼, ପାଲଟା ଅଭିଯୋଗ କଲେ ଅଭିଯୁକ୍ତ ଅଧିକାରୀ
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୦୮/୦୭ : ରାଜ୍ୟ ସରକାରଙ୍କ ଆୟୁଷ ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ୍ ଅଫିସର ବିଭୁପ୍ରସାଦ ଷଡ଼ଙ୍ଗୀଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାରେ ଆସିଛି ନୂଆ ମୋଡ଼। ଗତକାଲି ଅଭିଯୁକ୍ତ ଅଧିକାରୀଙ୍କର ସହକର୍ମୀ ଯୁବତୀଙ୍କ ଅଭିଯୋଗରେ ମାମଲା ରୁଜୁ ହେବା ପରେ ମହିଳା!-->…
ଦୁଇ ବର୍ଷ ହେଲାଣି ମହାପ୍ରସାଦ ନୂଆ ଦର କାର୍ଯ୍ୟକାରୀ ହେଲାନି, ଭକ୍ତ ହସନ୍ତସ ।
କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ୦୮/୦୭: ମହାପ୍ରସାଦ ମହାପ୍ରଭୁଙ୍କ ତୁଲ୍ୟ। କରୋନା କଟକଣା ପାଇଁ ମହାପ୍ରଭୁଙ୍କୁ ଦେଖି ପାରୁନଥିବା ଭକ୍ତମାନେ ମହାପ୍ରସାଦ ପାଇ ଆତ୍ମତୃପ୍ତି ଲାଭ କରୁଛନ୍ତି। କିନ୍ତୁ ମହାପ୍ରସାଦ ଦର ଯେଉଁ ଭଳି ବଢ଼ିଚାଲିଛି, ଭକ୍ତମାନେ ହତାଶ ହେଲେଣି। ତଥାପି ମହାପ୍ରଭୁଙ୍କ!-->!-->!-->…
କରୋନା ଆକ୍ରାନ୍ତ ଚିହ୍ନଟ ପରେ ସିଲ୍ ହେଲା ଭୁବନେଶ୍ଵର ଆରଟିଓ-୧ ଅଫିସ୍ ଓ ଆଇସିଆଇସିଆଇ ବ୍ୟାଙ୍କ ମୁଖ୍ୟ ଶାଖା
ଭୁବନେଶ୍ଵର : କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଭୁବନେଶ୍ଵର ମହାନଗର ନିଗମ ରାଜଧାନୀର ଆଚାର୍ଯ୍ୟ ବିହାର ଛକ ନିକଟସ୍ଥ ଆରଟିଓ-୧ ଅଫିସ୍ ଓ ଶ୍ରୀୟା ଟକିଜ୍ ଛକ ନିକଟରେ ଥିବା ଆଇସିଆଇସିଆଇ ବ୍ୟାଙ୍କର ମୁଖ୍ୟ ଶାଖା ଏବଂ କଟକ ରୋଡସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ଶାଖାକୁ ସିଲ୍ କରିଛି।!-->!-->!-->…
ସରକାରୀ କର୍ମଚାରୀଙ୍କ ଉପରେ ସୋସିଆଲ ମିଡ଼ିଆ କଟକଣା ଲାଗୁ ହେଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୮/୦୭ ସରକାରୀ କର୍ମଚାରୀଙ୍କ ଉପରେ ସୋସିଆଲ ମିଡ଼ିଆ କଟକଣା ଲାଗୁ ହୋଇଛି । ଚାକିରି ସମ୍ବନ୍ଧୀୟ ସମସ୍ୟା ସୋସିଆଲ ମିଡ଼ିଆରେ କେହି ବି ଆଲୋଚନା କରିପାରିବେନି । କାର୍ଯ୍ୟକ୍ଷେତ୍ରରେ ସମସ୍ୟା ସମ୍ପର୍କରେ ବାହାରେ ଆଲୋଚନା କରିବା ଅପରାଧ ବୋଲି!-->!-->!-->…
ଓଡିଶା ସରକାର ଲାଗୁ କଲେ କଟକଣା : କରୋନା ପାଇଁ ୨ ବର୍ଷ ଯାଏଁ ନୂଆ ନିଯୁକ୍ତି ବନ୍ଦ
କଳିଙ୍ଗ ଜ୍ୟୋତି ବ୍ୟୁରୋଭୁବନେଶ୍ୱର୦୮/୦୭: କରୋନା ଦୃଷ୍ଟିରୁ ରାଜ୍ୟରେ ଆର୍ଥିକ ସମସ୍ୟା ଦେଖାଦେଇଛି । ତେଣୁ ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରରେ କୌଣସି ନୂତନ ନିଯୁକ୍ତି ହେବ ନାହିଁ । ଏ ବିଷୟରେ ସବୁ ବିଭାଗକୁ ଚିଠି ଲେଖି ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମୀନା!-->!-->!-->…
ଆଜି ଠାରୁ ଅନ୍ୟ ଜିଲ୍ଲା ଲୋକଙ୍କୁ ସ୍ୱର୍ଗଦ୍ୱାର ମନା
କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୦୮/୦୭: ପୁରୀ ବ୍ୟତୀତ ଅନ୍ୟ ଜିଲ୍ଲାର ଲୋକଙ୍କ ପାଇଁ କାଲିଠୁ ସ୍ୱର୍ଗଦ୍ୱାର ମନା। କୋଭିଡ୍ ପରିସ୍ଥିତିକୁ ନଜରରେ ରଖି ପୁରୀ ଜିଲ୍ଲାପାଳ ଏପରି ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲିଠାରୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାରୁ ଲୋକଙ୍କ ଶବଦାହ ଉପରେ!-->!-->!-->…
ଦ୍ଵେତ ମହାନଗରୀ ମଧ୍ୟରେ ଖୁବଶୀଘ୍ର ଲେନ୍ ଡ୍ରାଇଭିଂ ବ୍ୟବସ୍ଥା : ଟ୍ରାଫିକ ଡିସିପି
ଭୁବନେଶ୍ୱର: କଟକ-ଭୁବନେଶ୍ୱର ଦ୍ଵେତ ମହାନଗରୀ ମଧ୍ୟରେ ଲେନ୍ ଡ୍ରାଇଭିଂ ପାଇଁ ପ୍ରସ୍ତାବ ଦେଇଛି କମିଶନରେଟ ପୋଲିସ। ଏନେଇ ଗୃହ ବିଭାଗର ପ୍ରମୁଖ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ। ସେ କହିଛନ୍ତି, NH ୧୬ର ଉଭୟ ପଟେ ତିନିଟି ଲେଖାଏଁ ଲେନ୍ ଅଛି। ତେଣୁ ଲେନ୍!-->…
ବିଜୟ ମହାନ୍ତିଙ୍କ ସମ୍ପର୍କରେ ମିଥ୍ୟା ଖବରକୁ ନେଇ ତାତିଲା ଓଲିଉଡ୍, ୨ ଥାନାରେ ଏତଲା
କଳିଙ୍ଗ ଜ୍ୟୋତି ବ୍ୟୁରୋଭୁବନେଶ୍ୱର୦୮/୦୭: ବର୍ଷୀୟାନ୍ ଅଭିନେତା ବିଜୟ ମହାନ୍ତିଙ୍କ ସମ୍ପର୍କରେ ମିଥ୍ୟା ଖବର ପ୍ରଚାରକୁ ନେଇ ଓଲିଉଡ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ପୂର୍ବରୁ ମଧ୍ୟ ଅନ୍ୟ କଳାକାରଙ୍କୁ ନେଇ ଏଭଳି ମିଥ୍ୟା ଖବର ପ୍ରଚାରିତ ହୋଇଛି। ତେଣୁ ଏଭଳି ଗୁଜବ କରୁଥିବା!-->!-->!-->…
‘ମୋ ସରକାର’ ଅଧୀନରେ ହେବ କୋଭିଡ୍ ପରିଚାଳନା, ଏଣିକି ମାସ୍କ ନ ପିନ୍ଧିଲେ କଠୋର କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୮/୦୭ : ଏଣିକି କୋଭିଡ ପରିଚାଳନା ‘ମୋ ସରକାର’ ଅଧୀନରେ ସାମିଲ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନଫରେନ୍ସିଂରେ ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
‘ମୋ!-->!-->!-->!-->!-->…
