Browsing Category
Regional
ଆଜି ଭୁବନେଶ୍ୱରରେ ୨୯ କରୋନା ଆକ୍ରାନ୍ତ ଚିହ୍ନଟ, ୩ ସୁସ୍ଥ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭ : ଭୁବନେଶ୍ୱରରୁ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ଜଣ ସୁସ୍ଥ ହୋଇଛନ୍ତି। ମୋଟ ୨୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଲୋକାଲ୍ କଣ୍ଟାକ୍ଟ ୧୪, କ୍ବାରେଣ୍ଟାଇନ୍ ୧୪ ଓ କୋଭିଡ୍ ଯୋଦ୍ଧା ୧ ଚିହ୍ନଟ ହୋଇଛନ୍ତି। ଡୁମୁଡୁମା ସୁବାଶନଗର!-->!-->!-->…
ବରିଷ୍ଠ ନାଗରିକଙ୍କୁ ଭେଟି : ଆସିବ ସ୍ବତନ୍ତ୍ର ଯୋଜନା, ଉପକୃତ ହେବ ୧୦ ଲକ୍ଷ ବରିଷ୍ଠ ନାଗରିକ
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୭/୦୭ : ରାଜ୍ୟରେ ଖୁବ୍ଶୀଘ୍ର ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଯୋଜନାର ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହେବ। ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ସ୍ବତନ୍ତ୍ର ଯୋଜନାକୁ ରାଜ୍ୟ ସରକାର ସହମତି ପ୍ରକାଶ କରିଛନ୍ତି।
ମୋବାଇଲ ଭ୍ୟାନ୍!-->!-->!-->!-->!-->…
ଡିପ୍ଲୋମା ଛାତ୍ରଛାତ୍ରୀ ଘରେ ବସି ଅନ୍ଲାଇନରେ ପରୀକ୍ଷା ଦେଇପାରିବେ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭ : ଘରେ ବସି ଡିପ୍ଲୋମା ଛାତ୍ରଛାତ୍ରୀ ଅନ୍ଲାଇନରେ ପରୀକ୍ଷା ଦେଇପାରିବେ। ଡିପ୍ଲୋମା ଷଷ୍ଠ ସେମିଷ୍ଟର ପରୀକ୍ଷା ପାଇଁ ଏନେଇ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଣୁ ଅଗଷ୍ଟ ୧ରୁ ୨୦ ଭିତରେ!-->!-->!-->…
ହୀରାକୁଦ ତଳମୁଣ୍ଡରେ ୫ଟି ନୂଆ ବ୍ୟାରେଜ୍ ନିର୍ମାଣ କରିବାକୁ ସରକାରଙ୍କ ପ୍ରସ୍ତୁତି
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭ : ମହାନଦୀ ଦେଇ ସମୁଦ୍ରକୁ ବହିଯାଉଥିବା ଜଳକୁ ବ୍ୟାରେଜ୍ କରି ସଂରକ୍ଷଣ କରାଯିବ। ଏଥିପାଇଁ ହୀରାକୁଦର ତଳମୁଣ୍ଡରେ ୫ଟି ନୂଆ ବ୍ୟାରେଜ୍ ନିର୍ମାଣ କରିବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବର୍ଷାଜଳ ସମେତ ନଦୀ ଜଳକୁ ସଞ୍ଚୟ କରି ଚାଷ!-->!-->!-->…
ଆୟୁଷ ନିର୍ଦ୍ଦେଶକଙ୍କ ବିରୋଧରେ ସହକର୍ମୀଙ୍କୁ ଅଶ୍ଳୀଳ ମେସେଜ୍ ପଠାଇବା ଅଭିଯୋଗ : ଅଭିଯୁକ୍ତ ଫେରାର୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭: ‘ତୁମେ ଯେତେବେଳେ ମୋ ଚାମ୍ବରକୁ ଆସ, ମୁଁ ଏକ୍ସାଇଟେଡ୍ ହୋଇଯାଏ। ଏଣୁ ଆମର ଭଲ ଦୋସ୍ତି ହେବା ଦରକାର। ଆମେ ଦିନେ ଖୋଲା ପଡ଼ିଆକୁ ଯିବା। ସେଠି ଗୀତ ଗାଇବା, ନାଚିବା, ପେଟେ ପେଟେ ପିଇବା, ଯା’ ଇଚ୍ଛା ତା’ କରିବା। ତେବେ ଯାଇ ଦୋସ୍ତି ହେବ!-->!-->!-->…
ଯାଜପୁରରେ କଟକଣା ବଢିଲା : କାର୍ଯ୍ୟାଳୟକୁ ଆସି ଗହଳି ନ କରିବାକୁ ଜିଲ୍ଲାପାଳ ନିବେଦନ କଲେ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଯାଜପୁର ୦୭/୦୭ : କରୋନାର ଭୟାବହତା ଜିଲ୍ଲାରେ ବୃଦ୍ଧି ପାଇବାକୁ ଲାଗିଚ୍ଥି । ଏପରି କି, ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଚ୍ଥନ୍ତି । ଏଥିପାଇଁ ସମଗ୍ର ଯାଜପୁର ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟକୁ ଜୁଲାଇ ୮ ତାରିଖ!-->!-->!-->…
ତିର୍ତୋଲ ବିଧାୟକ ବିଷ୍ଣ ଦାସଙ୍କର ଅନ୍ତିମ ସଂସ୍କାର ଆଜି ଜଗତସିଂହପୁରେ ହେବ ।
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭ : ବରିଷ୍ଠ ରାଜନେତା ତଥା ତିର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କର ଆଜି ହେବ ଅନ୍ତିମ ସଂସ୍କାର । ଆଜି ତାଙ୍କୁ ପ୍ରଥମେ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଓ ତାପରେ ବିଧାନସଭାକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସେଠାରୁ!-->!-->!-->…
ରାଜ୍ୟରେ ଘରୋଇ ବିମାନ ଉଡ଼ାଣ ଉପରେ କଟକଣା । ବେସାମରିକ ବିମାନ ଚଳାଚଳ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ।
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭ : ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଘରୋଇ ବିମାନ ଉଡ଼ାଣ ସଂଖ୍ୟା କମାଇବାକୁ ରାଜ୍ୟ ସରାକର ନିଷ୍ପତ୍ତି ନେଇଛନ୍ତି । କୋଭିଡ୍ ହଟ୍ସ୍ପଟ୍ ରାଜ୍ୟ ଓ ଅଞ୍ଚଳରୁ ରାଜ୍ୟକୁ ଅଧିକ ବିମାନ ଚଳାଚଳ କଲେ ସଂକ୍ରମଣ ବଢ଼ୁଥିବା ନେଇ!-->!-->!-->…
ଭୁବନେଶ୍ବରରେ ଆରମ୍ଭ ହେବ ରାପିଡ୍ ଆଣ୍ଟିବଡି ଟେଷ୍ଟ – ବିଏମ୍ସି କମିଶନର
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭ : ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଲୋକାଲ୍ କେସ୍ ଅଧିକ ବାହାରୁ ଥିବାରୁ ବିଏମ୍ସି ପକ୍ଷରୁ ଏହାକୁ ପ୍ରତିହତ କରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚଳିତ!-->!-->!-->…
ତ୍ୟାଗ, ସଞ୍ଜମ ଓ ଶୃଙ୍ଖଳା – କୋଭିଡ଼ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ତିନି ମନ୍ତ୍ର
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୭ : ରାଜ୍ୟବାସୀଙ୍କୁ କରୋନା ମୁକାବିଲା ନେଇ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାରୁ ରକ୍ଷା ପାଇବା ପାଇଁ ଏପର୍ଯ୍ୟନ୍ତ ପ୍ରତିଷେଧକ ଟୀକା ମଧ୍ୟ ଆସିନାହିଁ । ତେଣୁ କରୋନା ଔଷଧ ଆସିବା ଯାଏଁ କୋଭିଡ଼ର ସମସ୍ତ ନିୟମ ପାଳନ!-->!-->!-->…
