Browsing Category

Regional

ମାଲକାନଗିରି ପୋଲିସ କ୍ୟାଂଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରସଙ୍ଗରେ ବିଜେପି ପ୍ରତିନିଧୀଦଳଙ୍କ…

ମଙ୍ଗଳବାର ଦିନ ଘଟଣାସ୍ଥଳରେ ପହଂଚି ସରଜମିନ ତଦନ୍ତ କରିବ ପ୍ରତିନିଧୀ ଦଳ ପୀଡିତାଙ୍କ ପରିବାର, ସ୍ଥାନୀୟ ପ୍ରଶାସନ, ପୋଲିସ ଅଧିକାରୀଙ୍କୁ ଭେଟି ଘଟଣା ସଂପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରାଯିବ ମାଲକାନଗିରି ଘଟଣା କୁନ୍ଦୁଲୀ ଘଟଣାର ପୁନରାବୃତି ଦୁଇ ମାସ ସମୟ ପରେ ବି ପୋଲିସ ମୃତା

ଭୁବନେଶ୍ୱର ଇଏସ୍ଆଇ ହସ୍ପିଟାଲ୍ କଲୋନୀରୁ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ଭୁବନେଶ୍ୱର ଇଏସ୍ଆଇ ହସ୍ପିଟାଲ୍ କଲୋନୀରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କୁ କିମ୍ସ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଇଏସ୍ଆଇ ହସ୍ପିଟାଲ ଅଧିକ୍ଷକ ସୂଚନା ଦେଇଛନ୍ତି। ତେବେ ସେ କାହାଦ୍ୱାରା ସଂକ୍ରମିତ

କଟକର ୪ ହସ୍‌ପିଟାଲ୍‌ରେ କରୋନା ଆତଙ୍କ: ଆଜି ଠାରୁ ଆରମ୍ଭ ହେବ ଆଣ୍ଟିଜେନ୍‌ ଟେଷ୍ଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ ୦୬/୦୭:କଟକ ସହରର ୪ ହସ୍‌ପିଟାଲ୍‌ରେ ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ସେଠାର ଆତଙ୍କ ଖେଳିଯାଇଛି। ଏହି ୪ଟି ହସ୍‌ପିଟାଲ୍‌ରେ କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ତେବେ ଏସବୁ ହସ୍‌ପିଟାଲ୍‌ର

ବଙ୍ଗୋପସାଗର ଲଘୁଚାପ : ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ୨୦ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦେଲା…

ଭୁବନେଶ୍ୱର ୦୬।୦୭: ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଓଡ଼ିଶାର ଉପରିଭାଗରେ ଲଘୁଚାପ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ସୋମବାର ରାଜ୍ୟବ୍ୟାପୀ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର

ରାଜ୍ୟରେ ଚିନ୍ତା ବଢାଉଛି ଆକ୍ରାନ୍ତଙ୍କ ସଂଖ୍ୟା, ବଢିଲା ଗୋଷ୍ଠୀ ସଂକ୍ରମଣର ଆଶଙ୍କା ।

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୬/୦୭ : ରାଜ୍ୟରେ ଏବେ ଦିନକୁ ପାଖାପାଖି ୫ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୩ ଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଶହ ପାର୍ କରିଛି । ତେବେ ଚିିନ୍ତାର କାରଣ ହେଉଛି ଯେ, ଆକ୍ରାନ୍ତଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ସଂକ୍ରମିତ

ଶ୍ରୀମନ୍ଦିରରୁ ବାହାରିଲା ନୀଳାଚଳ ଅବଢା : ମହାପ୍ରସାଦ ପାଇ ବିଭୋର ହେଲେ ଭକ୍ତ

ପୁରୀ, (କଳିଙ୍ଗ ଜ୍ୟୋତି) ୦୬/୦୭ : ଚତୁର୍ଦ୍ଧାବିଗ୍ରହ ନବଦିନାତ୍ମକ ଯାତ୍ରା ଶେଷ କରି ବାହୁଡିଛନ୍ତି ଶ୍ରୀମନ୍ଦିର। ସରିଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ।ଖାଲିପଡିଥିବା ରତ୍ନସିଂହାସନ ମହାପ୍ରଭୁଙ୍କୁ ପାଇ ଶୋଭାବର୍ଦ୍ଧନ କରୁଛି । ନୀଳକନ୍ଦରରେ ବିରାଜମାନ କରିଛନ୍ତି କଳା ଠାକୁର । ରବିବାର

ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଅସୁସ୍ଥ, ଆଇସିୟୁରେ ଭର୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ ବ୍ରଜରାଜନଗର ୦୬/୦୭ : ବରିଷ୍ଠ ବିଜେପି ନେତ୍ରୀ ତଥା ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଶନିବାର ରାତିରେ ତାଙ୍କୁ ବରଗଡ଼ ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି। ରାଧାରାଣୀ ଦୀର୍ଘ ଦିନରୁ

ସୁରୁଖୁରୁରେ ସଫଳ ରଥଯାତ୍ରା ଶେଷ ହୋଇଥିବା ନେଇ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ, ଗଜପତି ମହାରାଜ : ସେପଟେ ଶ୍ରେୟ…

ଭୁବନେଶ୍ୱର / ପୁରୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୫/୦୭ : କରୋନା କଟକଣା ଭିତରେ ରଥଯାତ୍ରା କରାଇବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଦେବା ପରେ ହାତରେ ଖୁବ କମ ସମୟ ଥିବା ସତ୍ତ୍ୱେ ସୁରୁଖୁରୁରେ ସମସ୍ତ ପ୍ରସ୍ତୁତି ପୁରୀ ଜିଲ୍ଲା ପ୍ରଶାସନ ଶେଷ କରିଥିଲା। ସରକାର କରୋନା ସଂକ୍ରମଣ ଭିତରେ

ଚାଇନିଜ୍ ଆପ‌ ବ୍ୟାନ ହେବା ପରେ ଏବେ ଭାରତୀୟ କମ୍ପାନୀ ମାନଙ୍କ ପାଇଁ ସୃଷ୍ଟି ହୋଇଛି ଅପାର ସୁଯୋଗ

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୫/୦୭: ଚାଇନାର ଆପ୍‌ ଟିକ୍‌ଟକ୍‌ ବନ୍ଦ ହେବା ପରେ ଏବେ ଦେଶୀ ଆପ୍‌ ଉପରେ ସମସ୍ତଙ୍କର ନଜର। ଏହାଦ୍ୱାରା ଭାରତୀୟ କମ୍ପାନୀଙ୍କର ରୋଜଗାରର ବାଟ ମଧ୍ୟ ଫିଟି ଯାଇଛି। ଟିକ୍‌ଟକ୍‌ ଭଳି ଫିଚର୍ସ ଥିବା ଆପ୍ଲିକେଶନକୁ ଲୋକେ ବେଶି ପସନ୍ଦ କରୁଛନ୍ତି। ଏବେ

ଚୀନ ଉପରେ ପୁଣି ବର୍ଷିଲେ ଟ୍ରମ୍ପ : ଆଜି ସମଗ୍ର ବିଶ୍ୱ ଚୀନ ଯୋଗୁଁ କରୋନା କବଳିତ ହୋଇଛି

ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୭ : ଆମେରିକାର ୨୪୪ତମ ସ୍ୱାଧୀନତା ଦିବସରେ ଦ୍ୱିତୀୟ "ସାଲ୍ୟୁଟ୍ ଟୁ ଆମେରିକା ” ରାଲିକୁ ସମ୍ବୋଧିତ କରି ଟ୍ରମ୍ପ ପୁଣି ଥରେ ଚୀନକୁ ଟାର୍ଗେଟ କରିଛନ୍ତି| କରୋନା ଭୂତାଣୁ ପାଇଁ ଦେଶରେ ଏହାକୁ ଖୁବ ଧୁମଧାମରେ ପାଳନ କରାଯାଉନଥିଲେ ମଧ୍ୟ
error: Content is protected !!
Open chat