Browsing Category
Regional
ଅଜବ ଭାରତ: ଜମିରେ ଫଳୁଛି ହଳଦିଆ ଓ ବାଇଗଣୀ ରଙ୍ଗର ଫୁଲକୋବି
ଗୋରଖପୁର: ଆପଣ କେବେ ହଳଦିଆ ଏବଂ ବାଇଗଣୀ ରଙ୍ଗର ଫୁଲକୋବି ଦେଖିଛନ୍ତି କି ?ଫଟୋରେ ଦେଖିବାକୁ ମିଳିଥିବା ଭିନ୍ନ ରଙ୍ଗର ଫୁଲକୋବି ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯାଇପାରନ୍ତି | ତେବେ ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାର ପିପିଗଞ୍ଜ ଅଞ୍ଚଳର ଜଣେ ଚାଷୀ ଏଭଳି ରଙ୍ଗୀନ ଫୁଲକୋବି ଚାଷ!-->…
ଦେବରାଜ ସାହୁ ହତ୍ୟାକାଣ୍ଡର ପର୍ଦ୍ଦାଫାସ, ମାଷ୍ଟରମାଇଣ୍ଡ୍ ଅଜୟ ସମେତ ୫ ଗିରଫ
ବ୍ରହ୍ମପୁର : ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ବ୍ରହ୍ମପୁର ପୁଲିସ । ଏହା ଘଟଣାର ମାଷ୍ଟରମାଇଣ୍ଡ ଅଜୟ ବାରିକ ସମେତ ମୋଟ ୫ ଜଣଙ୍କୁ ପୁଲିସ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଛି ।
ପୂର୍ବ ଶତ୍ରୁତାରୁ ଏହି!-->!-->!-->…
ପରାକ୍ରମ ଦିବସ; ଭିକ୍ଟୋରିଆ ମେମୋରିଆଲ ସମାରୋହରେ ଯୋଗଦେଲେ ମୋଦୀ ଓ ମମତା
କଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀକୁ ଚଳିତବର୍ଷଠାରୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଶନିବାର କଲକାତାର ଭିକ୍ଟୋରିଆ ମେମୋରିଆଲରେ ବିରାଟ ସମାରୋହର ଆୟୋଜନ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ!-->…
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପରିସରରେ ବୀର ସୁରେନ୍ଦ୍ର…
ଝାରସୁଗୁଡ଼ା: ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପରିସରରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଆଜି ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ବିମାନ ବନ୍ଦର ପରିସରରେ ଏହି ୧୪ ଫୁଟ ଉଚ୍ଚତା!-->…
ବଢ଼ୁଛି ମମତାଙ୍କ ଅଡ଼ୁଆ: ବନ ମନ୍ତ୍ରୀ ରାଜୀବ ବାନାର୍ଜୀ ଦେଲେ ପଦରୁ ଇସ୍ତଫା
ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଓ ତୃଣମୂଳ ସମସ୍ୟା ବଢ଼ିବାରେ ଲାଗିଛି । ପୂର୍ବରୁ କିଛି ସାଂସଦ ଓ ବିଧାୟକ ଦଳ ଛାଡ଼ିଥିଲେ । ଏହାପରେ ଅଧିକାରୀ ଭ୍ରାତା ମମତାଙ୍କୁ ଛାଡ଼ି ଚାଲିଯିବା ପରେ ଜଣକ ପରେ ଜଣେ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବାରେ ଲାଗିଛନ୍ତି । ଆଉ ୩ ମାସ ପରେ ପଶ୍ଚିମବଙ୍ଗ!-->…
କିନ୍ନରଙ୍କ ହାତରେ ଅଶୋକା ମାର୍କେଟ, ମାଷ୍ଟରକ୍ୟାଣ୍ଟିନ ପାର୍କିଂ ଦାୟିତ୍ବ
କିନ୍ନରମାନଙ୍କ ଆର୍ଥିକ ବିକାଶ ଓ ସେମାନଙ୍କୁ ସାମାଜିକ ସ୍ରୋତରେ ସାମିଲ ନିମନ୍ତେ ବିଏମସି ଆରମ୍ଭ କରିଛି ଯୋଜନା । ରାଜଧାନୀର ଦୁଇ ପ୍ରମୁଖ ପାର୍କିଂ ଅଞ୍ଚଳକୁ କିନ୍ନରଙ୍କୁ ହସ୍ତାନ୍ତର କରାଯାଇଛି ।
ଅଶୋକା ମାର୍କେଟସ୍ଥିତ ଖାଦିମ୍ ସୋରୁମ୍ ସାମ୍ନାରୁ ଶ୍ରୀଲେଦର ସୋରୁମ୍ ସାମନା , ହୋଟେଲ୍!-->!-->!-->…
ହ୍ବାଇଟ ହାଉସ ଛାଡ଼ିଲେ ଟ୍ରମ୍ପ, ଆଜି ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ
ନୂଆଦିଲ୍ଲୀ: ଆଜି ନିଜର ନୂଆ ରାଷ୍ଟ୍ରପତି ପାଇବ ଆମେରିକା। ନିର୍ବାଚନ ଜିତିବା ପରେ ଆଜି ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ। ଏ ନେଇ ସମସ୍ତଙ୍କ ପ୍ରସ୍ତୁତି ଶେଷ ହୋଇଛି। ଆଜି ଭାରତ ସମୟ ସନ୍ଧ୍ୟା ୮ଟା ୩୦ରେ ଜୋ ବାଇଡେନ ୪୬ତମ ରାଷ୍ଟ୍ରପତି ଭାବେ ଏବଂ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍!-->…
ବ୍ରିସ୍ବେନ୍ରେ ଭାରତର ଐତିହାସିକ ବିଜୟ : ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ହାତେଇଲା ଟିମ୍ ଇଣ୍ଡିଆ
ବ୍ରିସବେନ୍: ଅଷ୍ଟ୍ରେଲିଆକୁ ତାର ନିଜ ମାଟିରେ ମାତ୍ ଦେଇ ଭାରତ ଐତିହାସିକ ବିଜୟ ହାସଲ କରିଛି। ଟିମ୍ ଇଣ୍ଡିଆ ବ୍ରିସବେନ୍ ବିଜୟ ସହ ଟେଷ୍ଟ ସିରିଜ କବଜା କରିଛି। ଏହାସହବ୍ରିସବେନରେ ଅଷ୍ଟ୍ରେଲିଆର ୩୩ ବର୍ଷର ଅପରାଜେୟ ରେକର୍ଡରେ ଭାରତ ବ୍ରେକ୍ ଲଗାଇଛି।
ରିଷଭ ପନ୍ତ ଓ ୱାସିଂଟନ!-->!-->!-->!-->!-->…
ନେତାଜୀଙ୍କ ଜନ୍ମଦିନକୁ “ପରାକ୍ରମ ଦିବସ” ଭାବେ ପାଳନ କରାଯିବା ପାଇଁ ନିଷ୍ପତ୍ତି
ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ପାଳନ କରିବାକୁ ମଙ୍ଗଳବାର କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ପ୍ରତିବର୍ଷ ଜାନୁଆରୀ ୨୩କୁ ସରକାର ’ପରାକ୍ରମ ଦିବସ’!-->…
ଭାରତ ବାୟୋଟେକ୍ର ଘୋଷଣା: କୋଭାକ୍ସିନର ସାଇଡ ଇଫେକ୍ଟ ପଡିଲେ କମ୍ପାନୀ ଦେବ କ୍ଷତିପୂରଣ,ଫର୍ମରେ ଲେଖିବାକୁ ହେବ…
ନୂଆଦିଲ୍ଲୀ,୧୬।୧: ଭାରତ ବାୟୋଟେକର ଭ୍ୟାକସିନ୍-କୋଭାକ୍ସିନ୍କୁ ନେଇ ଲଗାତାର ପ୍ରଶ୍ନ ଉଠିବାରେ ଲାଗିଛି। ଏହା ଭିତରେ କମ୍ପାନୀ ସ୍ପଷ୍ଟ କରି ଦେଇଛି ଯେ, ଭ୍ୟାକସିନର ଖରାପ ପ୍ରଭାବ ଯଦି ପଡୁଛି ତେବେ ଲାଭାର୍ଥୀଙ୍କୁ କ୍ଷତିପୂରଣ ଦିଆଯିବ। କେବଳ ସେତିକି ନୁହେଁ, କମ୍ପାନୀ ନିଜର ଫର୍ମରେ ଏ!-->…
