Browsing Category

Regional

ବ୍ରିଟେନ, କାଡ଼ାନା ପରେ ଫାଇଜରକୁ ଜରୁରିକାଳୀନ ବ୍ୟବହାର ଅନୁମତି ଦେଲା ଆମେରିକା

ଫାଇଜର ବାୟୋଏନଟେକ୍‌ ଦ୍ବାରା ପ୍ରସ୍ତୁତ କରୋନା ଟିକା ଫାଇଜରକୁ ଆମେରିକା ଜରୁରିକାଳୀନ ଅନୁମତି ପ୍ରଦାନ କରିଛି। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଟିକାର ପ୍ରୟୋଗ ପାଇଁ ମଞ୍ଜୁରୀ ଦେଇଛି। ଏହି ଟିକାକୁ ଜରୁରିକାଳୀନ ଅନୁମତି ଦେବାରେ ଆମେରିକା ବିଶ୍ଵର ୩ୟ ଦେଶ। ପ୍ରଥମେ ବ୍ରିଟେନ ଏବଂ ପରେ

ପ୍ରଦୀପଙ୍କ ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ରୁଜୁ ହୋଇଥିବା ଦୁର୍ନୀତି ମାମଲାକୁ ଲୋକାୟୁକ୍ତ ଆଜି ଭିଜିଲାନ୍ସକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି| ଦୁର୍ନୀତି ମାମଲାର ତଦନ୍ତ ଲାଗି ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି | ଗତ ୭

ରାଜସ୍ଥାନରେ ପୁଣି ଗେହଲଟଙ୍କୁ ଘାରିଲାଣି ସରକାର ଭାଙ୍ଗିବା ଭୟ, ସମର୍ଥନରୁ ଓହରିଲେ ୨ BTP ବିଧାୟକ

ରାଜସ୍ଥାନ: ପଞ୍ଚାୟତ ନିର୍ବଚନରେ ରାଜ୍ୟରେ ବିଜେପି ଠାରୁ ବହୁ ପଛରେ ପଡିଯାଇଛି କଂଗ୍ରେସ ଦଳ । ରାଜ୍ୟରେ କଂଗ୍ରେସ ସରକାର ରହିଥିଲେ ମଧ୍ୟ ବିରୋଧି ବିଜେପି ପଞ୍ଚାୟତ ନିର୍ବାଚନରେ ନିଜକୁ ଶକ୍ତିଶାଳି ପ୍ରମାଣିତ କରିଛି । ଫଳାଫଳ ପାଇଁ କ୍ଷମତାଶିନ ଅଶୋକ ଗେହଲଟ ସରକାରଙ୍କ ଆଗରେ ଏବେ ଏକ ସଙ୍କଟ

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଆନ୍ଦୋଳନରତ ଚାଷୀଙ୍କ ବିରୋଧରେ ସରକାରଙ୍କ ପକ୍ଷରୁ ରୁଜ୍ଜୁ ହେଲା ମାମଲା

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦିଲ୍ଲୀ ଏବଂ ହରିୟାଣା ମଧ୍ୟରେ ଥିବା ସିଙ୍ଗୁ ସୀମାରେ ଟ୍ରାଫିକ ସିଗନାଲରେ ବସିଥିବା ଆନ୍ଦୋଳନରତ କୃଷକ ଗୋଷ୍ଠୀଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଆଜି ଏକ ମାମଲା ଦାୟର କରିଛି। କୋଭିଡ୍‌-୧୯ ପ୍ରୋଟୋକଲର ଉଲ୍ଲଂଘନ ପାଇଁ ଏହି ମାମଲା ଦାୟର କରାଯାଇଛି ବୋଲି

ମମତାଙ୍କୁ ରାଜ୍ୟପାଳଙ୍କ ଚେତାବନୀ; ‘ନିଆଁ ସହ ଖେଳନାହିଁ’

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ବୃଦ୍ଧି ପାଇଥିବା ରାଜନୈତିକ ଛକାପଞ୍ଛା ଏବଂ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିବାକୁ ନେଇ ରାଜ୍ୟପାଳ ଜଗଦୀପ ଧନଖଡ଼ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜ୍ୟପାଳ ରାଜ୍ୟର ଆଇନ ବ୍ୟବସ୍ଥା ଉପରେ ଚିନ୍ତାବ୍ୟକ୍ତ

୨୦୨୨ ଅଗଷ୍ଟ ସୁଦ୍ଧା ନୂଆ ରୂପ ପାଇବ ବରମୁଣ୍ଡା ବସ୍‌ ଟର୍ମିନାଲ : ମୁଖ୍ୟମନ୍ତ୍ରୀ

ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଉନ୍ନତିକରଣ କାମ ଦେଖିବା ସହ ଏହାର ତଦାରଖ ଓ ସମୀକ୍ଷା କରିଛନ୍ତି । ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ରାଜ୍ୟର ସବୁଠାରୁ

ଦେଶରେ ପ୍ରତିଦିନ ୧ମିଲିୟନ ଟିକାକରଣ କରିବା ପାଇଁ ପ୍ରସ୍ତୁତ ଆପୋଲୋ ହସ୍ପିଟାଲ

ନୂଆଦିଲ୍ଲୀ: ଦିନକୁ ଏକ ମିଲିୟନ୍ କରୋନାଭାଇରସ୍ ଟିକା ଦେବା ପାଇଁ ପ୍ରସ୍ତୁତ ବୋଲି କହିଛି ଆପୋଲୋ। କିନ୍ତୁ ଟିକା କିପରି ବଣ୍ଟନ କରାଯିବ ଏବଂ ଘରୋଇ ସ୍ୱାସ୍ଥ୍ୟ ସେବା ନେଟୱାର୍କ ଏଥିରେ ଜଡିତ ହେବ କି ନାହିଁ ତାହା ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହାଁନ୍ତି। ଆପୋଲୋର ପରିଚାଳନା

ନଭେମ୍ବରରେ ଦେଶରେ ନିଯୁକ୍ତି ହ୍ରାସ ପାଇଛି : ରିପୋର୍ଟ

ନୂଆଦିଲ୍ଲୀ : ଗତ ନଭେମ୍ବର ମାସରେ ଭାରତରେ ନିଯୁକ୍ତି ପ୍ରଦାନ ୦.୯ ପ୍ରତିଶତ ହ୍ରାସ ପାଇ ୩୫ ଲକ୍ଷରେ ପହଞ୍ଚିଛି ବୋଲି ସେଣ୍ଟର ଫର ମନିଟରିଂ ଅଫ ଇଣ୍ଡିଆନ ଇକନୋମୀ (ସିଏମଆଇଇ) ପକ୍ଷରୁ କୁହାଯାଇଛି । ଅକ୍ଟୋବର ମାସରେ ନିଯୁକ୍ତି ପ୍ରଦାନ ୦.୧ ପ୍ରତିଶତ ହ୍ରାସ ପାଇଥିଲା । ଗତ ଏପ୍ରିଲ,

‘ଆତ୍ମନିର୍ଭର ଭାରତ’ର ସାକ୍ଷୀ ହେବ ନୂଆ ସଂସଦ ଭବନ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂଆ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି। ଏହି ନୂଆ ସଂସଦ ଭବନ ‘ଆତ୍ମନିର୍ଭରଶୀଳ ଭାରତ’ର ସାକ୍ଷୀ ହେବ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ସଂସଦ ଭବନରେ ଆମ ଦେଶ ଏବଂ ସମ୍ବିଧାନର ନିର୍ମାଣ ହୋଇଛି। ଆମ ସଂସଦ

ସାଇବର ନିରାପତ୍ତା ଦେଶ ପାଇଁ ବଡ ଆହ୍ୱାନ – ରାଜନାଥ ସିଂହ

ସାଇବର ନିରାପତ୍ତା ଓ ସାମରିକ ଚିକିତ୍ସା ଆଜି ଆମ ପାଇଁ ବଡ ଆହ୍ୱାନ ହୋଇଛି ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଦଶମ ଆସିଆନ ପ୍ରତିରକ୍ଷାମନ୍ତ୍ରୀମାନଙ୍କ ବୈଠକରେ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରି ଶ୍ରୀ ସିଂହ କହିଛନ୍ତି ଯେ ଆସିଆନର ସଦସ୍ୟ ଦେଶଗୁଡ଼ିକ
error: Content is protected !!
Open chat