Browsing Category
Regional
କ୍ୟାବିନେଟର ବଡ ନିଷ୍ପତ୍ତି : ବିଶ୍ବବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ପରିବର୍ତ୍ତନକୁ ମୋହର: ରାଜ୍ୟର ସବୁ…
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୩/୦୯: ରାଜ୍ୟ କ୍ୟାବିନେଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଉଚ୍ଚଶିକ୍ଷା ବିଭାଗର କେତେକ ପ୍ରସ୍ତାବକୁ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନସିଂ ଜରିଆରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବିଭିନ୍ନ!-->…
ଐତିହ୍ୟ କ୍ୟାବିନେଟ୍ରେ ୭ଟି ପ୍ରସ୍ତାବକୁ ମଂଜୁରୀ: ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ଲାଗି କେନ୍ଦ୍ରକୁ ପ୍ରସ୍ତାବ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୩/୦୯: ଆଜି ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ଦ୍ୱିତୀୟ ଐତିହ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ!-->…
ରେଳବାଇ ଘରୋଇକରଣର ଅୟମାରମ୍ଭ: ୨୮ଟି ଗୁଡ଼ସ ସେଡକୁ ଆଉଟ-ସୋର୍ସ କରାଇବାକୁ ପୂର୍ବତଟ ରେଳପଥର ପ୍ରସ୍ତୁତି
ଭୁୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୯ : ପରିବହନ କ୍ଷେତ୍ରରେ ରେଳବାଇର ଅଂଶ ବୃଦ୍ଧି କରିବା ପାଇଁ ପୂର୍ବତଟ ରେଳପଥ ନୂତନ ଭାବେ ଆରମ୍ଭ ହୋଇଥିବା ଏହାର ବିଜନେସ ଡେଭେଲପମେଣ୍ଟ ୟୁନିଟ (ବିଡିୟୁ) ମାଧ୍ୟମରେ ବାଣିଜ୍ୟ ଏବଂ ଶିଳ୍ପ ସଂସ୍ଥା ଗୁଡିକର ନିକଟତର ହେବାକୁ ଯାଉଛି ଯାହା ଦ୍ୱାରା!-->…
ଚୀନ ଉପରେ ଭାରତର ଆଉ ଏକ ଡିଜିଟାଲ୍ ଷ୍ଟ୍ରାଇକ, PUBG ସହ ବ୍ୟାନ ହେଲା ୧୧୮ ଚାଇନା ଆପ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ : କେନ୍ଦ୍ର ସରକାର PUBG ସମେତ 118 ଟି ଚାଇନାର ମୋବାଇଲ୍ ଆପ୍ଲିକେସନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କେନ୍ଦ୍ର ସରକାରଙ୍କ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବୁଧବାର ଦିନ PUBG ସମେତ 118 ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି।!-->…
ପୁରୀ ବେଳାଭୂମି ‘ବ୍ଲୁ ଫ୍ଲାଗ୍’ ମାନ୍ୟତା ପାଇଁ ମନୋନୀତ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ପରିବେଶ…
• ‘ବ୍ଲୁ ଫ୍ଲାଗ’ ମାନ୍ୟତା ପାଇବା ପାଇଁ ଭାରତ ସରକାର ଅନ୍ତର୍ଜାତୀୟ ଜୁରି(ଡେନମାର୍କ)କୁ ସୁପାରିଶ କରିଥିବା ଦେଶର ୮ଟି
ଭାରତୀୟ ବେଳାଭୂମି ମଧ୍ୟରେ ପୁରୀ ମନୋନୀତ ।
• ପୁରୀରେ ପର୍ଯ୍ୟଟକଙ୍କୁ ସୁବିଧା ଦେବା ଏବଂ ସ୍ଥାୟୀ ପରିବେଶ ସୃଷ୍ଟି କରିବା ନେଇ ସିସକମ୍ ବିଗତ ଅଢ଼େଇ!-->…
ହ୍ୟାକ୍ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟୁଇଟର ଆକାଉଣ୍ଟ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ : ହ୍ୟାକ୍ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ। ପ୍ରଧାନମନ୍ତ୍ରୀଙ୍କ ଆକାଉଣ୍ଟ ହ୍ୟାକ କରିବା ପରେ ହ୍ୟାକର ଆକାଉଣ୍ଟ ଜରିଆରେ କୋଭିଡ -୧୯ ରିଲିଫ ପାଣ୍ଠି ପାଇଁ ବିଟକଏନ୍ ଦାବି କରିଥିବା ସାମ୍ନାକୁ!-->…
ରାଜଗାଙ୍ଗପୁର: ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ନିୟମକୁ ଉଲ୍ଲଘଂନ ଅଭିଯୋଗରେ ସହରର ୧୧ଟି ଦୋକାନ ଉପରେ ଚଢ଼ାଉ କରି…
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୦୨/୦୯ : କରୋନା ମହାମାରୀରେ ସମଗ୍ର ଦେଶ କବଳିତ, ଲକଡାଉନ, ସଟଡାଉନ ସରକାରଙ୍କ ଏକ ବିହିତ ପ୍ରତିକାର ମାତ୍ର । ଦୀର୍ଘ ଦିନ ହେବ ଲୋକମାନେ ଗୃହବନ୍ଦୀ ହୋଇ ରହିବା ପରେ ଧୀରେ ଧୀରେ ସରକାରଙ୍କ ଦ୍ଵାରା ଲକଡାଉନ ଓ ସଟଡାଉନ ନିୟମ!-->…
ରାଜଧାନୀର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଛାଇଗଲାଣି କରୋନା : ବଢ଼ିଗଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା
"ଅତି ଆବଶ୍ୟକ ନଥିଲେ କୌଣସି କାର୍ଯ୍ୟାଳୟ ଯାଆନ୍ତୁନି: ବିଏମ୍ସି"
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୨/୦୯: ରାଜଧାନୀରେ ଏବେ କେଉଁଦିନ ୫୦୦ରୁ ଅଧିକ ଆକ୍ରାନ୍ତ ବାହାରୁଛନ୍ତି ତ କେଉଁଦିନ ୩୦୦ରୁ ଅଧିକ। ଅଗଷ୍ଟ ମାସ ଯାକ ତ ପ୍ରାୟ ପ୍ରତିଦିନ ୩୦୦ରୁ ଅଧିକ ଆକ୍ରାନ୍ତ ବାହାରିଲେ। ଏବେ!-->!-->!-->…
ଏଲଏସିରେ ଭାରତ-ଚୀନ୍ ମଧ୍ୟରେ ବଢିଲା ବିବାଦ, ସେନାକୁ ସତର୍କ ରହିବାକୁ ଗୃହ ମନ୍ତ୍ରଣାଳୟର ନିର୍ଦେଶ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଲଦାଖ ୦୨/୦୯ : ଏଲଏସିରେ ଭାରତ-ଚୀନ୍ ମଧ୍ୟରେ ବିବାଦ ଭିତରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ବୁଧବାର ଆଲର୍ଟ ଜାରି କରିଦେଇଛି। ଗୃହମନ୍ତ୍ରଣାଳୟ ଭାରତ-ଚୀନ୍, ଭାରତ-ନେପାଳ ଓ ଭାରତ-ଭୁଟାନ ସୀମାରେ ସୁରକ୍ଷାକର୍ମୀଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି।!-->…
ପୁଲୱାମା ଆକ୍ରମଣର ଅଭିଯୁକ୍ତ ନିଟ୍ ପରୀକ୍ଷା ଦେବା ପାଇଁ ଅନୁମତି ମାଗିଲା
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୨/୦୯ : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ବିସ୍ଫୋରକ ଯୋଗାଡ଼ କରିବାରେ ସାହାଯ୍ୟ କରିଥିବା ଅଭିଯୁକ୍ତ ଯୁବକ ସେପ୍ଟେମ୍ବର ୧୩ରେ ହେବାକୁ ଥିବା ନିଟ୍ ପରୀକ୍ଷା ଦେବା ପାଇଁ ଜମ୍ମୁର ଏନଆଇଏ ସ୍ପେଶାଲ କୋର୍ଟରୁ ଅନୁମତି ମାଗିଛି। ଅଭିଯୁକ୍ତର ନାଁ ୱେଜ ଉଲ!-->…
