Browsing Category
Regional
ଲୋକାଲ ଖେଳଣା ପାଇଁ ଭୋକାଲ ହୁଅନ୍ତୁ, ଭାରତୀୟ ଥିମରେ ତିଆରି ହେଉ ଖେଳଣା- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତରେ ଲୋକ ମାନଙ୍କୁ ଲୋକାଲ ଖେଳଣା ପାଇଁ ଭୋକାଲ ହେବାକୁ ଆହ୍ୱାନ କରିଛନ୍ତି ।ଏହା ଏକ ବଡ ବଜାର ହୋଇଥିବା ବେଳେ ଭାରତୀୟ ଥିମରେ ଖେଲଣା ତିଆରି କରିବାକୁ ସେ ଆହ୍ୱାନ କରିଛନ୍ତି ।
ସେ କହିଛନ୍ତି!-->!-->!-->!-->!-->…
ଯାଜପୁର: ବିପଦ ସଂକେତ ତଳକୁ ଜଳସ୍ତର ଖସୁଛି ହେଲେ ଦୁର୍ଦ୍ଦଶା ବଢି ବଢି ଚାଲିଛି – ଜିଲ୍ଲା ବନ୍ୟା ପରିଚାଳନା…
ଯାଜପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୧/୦୮: ଯାଜପୁର ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ, ଖରସ୍ରୋତା, ବ୍ରାହ୍ମଣୀ ଆଦି ନଦୀ ମାନଙ୍କରେ ଜଳ ପତନ କ୍ରମଶଃ ବିପଦ ସଂକେତ ତଳକୁ ଖସିବାରେ ଲାଗିଛି । ଫଳରେ ନଦୀ କୂଳିଆ ଲୋକେ ଆଶ୍ୱସ୍ତ ହୋଇଛନ୍ତି । ହେଲେ ଖାଦ୍ୟ, ପାନୀୟ ଜଳ ଅଭାବ ବନ୍ୟା!-->…
ରାଜଗାଙ୍ଗପୁର: ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆଉ ଜଣେ କୋଭିଡ ଯୋଦ୍ଧା କରୋନା ଆକ୍ରାନ୍ତ ! ! ଆସନ୍ତା ୪୮…
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୩୧/୦୮ : ମହାମାରୀ କରୋନା ନିର୍ଭୟ ରେ ଦେଖାଇ ଚାଲିଛି ତା କରାମତି । ସମୟ ବଢିବା ସହିତ କରୋନାର କାୟା ମଧ୍ୟ ବଢି ବଢି ଚାଲିଛି । ଲକଡାଉନ, ସଟଡାଉନ, ସାମାଜିକ ଦୂରତା ସବୁ ତା ଆଗରେ ହାର ମାନିଛି । ଦିନକୁ ଦିନ ସହରରେ କରୋନାରେ!-->…
ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୧/୦୮: ଆଜି ମୁଖ୍ୟମନ୍ତ୍ରୀ ନିଜେ ବନ୍ୟାଞ୍ଚଳ ପରିଦର୍ଶନ କରିବେ । ବନ୍ୟାଞ୍ଚଳ ପରିଦର୍ଶନ ପରେ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ବୈଠକ କରିବେ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସୂଚନା ଦେଇଛନ୍ତି । ବନ୍ୟାଞ୍ଚଳରେ ଉଦ୍ଧାର ଓ!-->…
ବିଜେଡିର ବରିଷ୍ଠ ନେତା ତଥା ବଡମ୍ବା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର କରୋନା ଆକ୍ରାନ୍ତ: ଟେଷ୍ଟ ରିପୋର୍ଟ ପଜିଟିଭ…
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୩୦/୦୮: ବିଜେଡିର ବରିଷ୍ଠ ନେତା ତଥା ବଡମ୍ବା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ବିଧାୟକ ଶ୍ରୀ ମିଶ୍ରଙ୍କ ନମୁନା ପରୀକ୍ଷା ପରେ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । କୌଣସି ଲକ୍ଷଣ ନଥିବା କାରଣରୁ!-->…
ସେପ୍ଟେମ୍ବର ମାସକୁ ‘ପୋଷଣ ମାସ’ ଭାବେ ପାଳନ କରାଯିବ: ପ୍ରଧାନମନ୍ତ୍ରୀ ମୋଦୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସେପ୍ଟେମ୍ବର ମାସ ସାରା ଦେଶରେ ‘ପୋଷଣ ମାସ’!-->…
ଭାରତୀୟମାନଙ୍କ ନବସୃଜନ ବିଶ୍ୱରେ ଶ୍ରେଷ୍ଠ – ପ୍ରଧାନମନ୍ତ୍ରୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୮:ଭାରତୀୟମାନଙ୍କ ନବସୃଜନ ଏବଂ ସମାଧାନ ପ୍ରଦାନ କରିବାର କ୍ଷମତା ଆଗରେ ସମସ୍ତେ ହାର ମାନିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ କି ବାତ୍’ରେ କହିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ସମର୍ପଣ ଭାବ ରହିଥାଏ, ସମବେଦନା ଥାଏ!-->…
ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କୁ ସହଯୋଗ ପାଇଁ ବିଧାୟକଙ୍କୁ ନବୀନଙ୍କ ନିର୍ଦ୍ଦେଶ
ପରୀକ୍ଷା ଦେଉଥିବା ସବୁ ପିଲା ଆମ ପରିବାରର, ସେମାନଙ୍କ ସାଥୀରେ ରୁହ: ଦଳୀୟ ସହଯୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ବିଜୁ ଜନତା ଦଳ ବିଧାୟକମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଭରଚ୍ୟୁଆଲ ପରାମର୍ଶ
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୦/୦୮: ବିଜୁଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ!-->!-->!-->!-->!-->…
ଅନ୍ନଦାତାଙ୍କୁ ପ୍ରଣାମ, ଚାଷୀଙ୍କୁ ପ୍ରଣାମ – ପ୍ରଧାନମନ୍ତ୍ରୀ
‘ମନ୍ କି ବାତ୍’ରେ କହିଲେ ମୋଦୀ, କରୋନା ସଂକଟରେ ହାର ମାନିନାହାନ୍ତି ଆମ କୃଷକ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୮: ଆଜିର ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷିଭିତ୍ତିକ ପର୍ବ ଓଣମ୍ ବିଷୟରେ କହିବା ସହ ଆମ ଦେଶର କୃଷକମାନଙ୍କ ସଫଳତା କଥା ବଖାଣିଛନ୍ତି। ସେ!-->!-->!-->…
‘ମନ କି ବାତ’ରେ ଓଡ଼ିଆ ପୁଅ ତିଆରି କରିଥିବା ‘ଚିଙ୍ଗାରୀ’ ଆପ୍ ବ୍ୟବହାର କରିବାକୁ କହିଲେ ପ୍ରଧାନମନ୍ତ୍ରୀ ମୋଦୀ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୮: ଆଜି ଦିନ ୧୧ଟାରେ ମନକି ବାତ୍ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶବାସୀଙ୍କୁ ଓନମର ଶୁଭେଚ୍ଛା ଜଣାଇ ନିଜର ଅଭିଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥି ସହ ଓନମର ମହତ୍ତ୍ବ!-->…
