Browsing Category
Regional
ଅକ୍ଟୋବର ସୁଦ୍ଧା ଉପଲବ୍ଧ ହେବ ଆଉ ୪ଟି କରୋନା ଟିକା
ନୂଆଦିଲ୍ଲୀ ୦୫/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଆସନ୍ତା ଅକ୍ଟୋବର ସୁଦ୍ଧା ଦେଶରେ ଆଉ ୪ଟି କରୋନା ଟିକା ଉପଲବ୍ଧ ହେବାକୁ ଯାଉଛି । ଏହି ଟିକାଗୁଡ଼ିକ ହେଲେ ଜାଇଡସ କାର୍ଡିଲାର ଜାଇକୋଭ-ଡି, ବାୟୋଲୋଜିକାଲ-ଇ, ନୋଭାଭାକ୍ସ ଓ ଜେନୋକା । ସେହି ସମୟ ବେଳକୁ କୋଭାକ୍ସିନର ଉପଲବ୍ଧତା ମଧ୍ୟ ବଢିବାର!-->…
ଡିଜିଟାଲ ଇଲେକ୍ଟ୍ରିକ୍ ପେମେଣ୍ଟ ଭାଉଚର ‘ଈ-ରୂପି’ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ ୦୨/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଡିଜିଟାଲ ପେମେଣ୍ଟ ପାଇଁ ଇଲେକ୍ଟ୍ରୋନିକ୍ ଭାଉଚର ଈ-ରୂପିକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାକୁ ଲଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ। ଆର୍ଥିକ ସେବା ବିଭାଗ, ସ୍ୱାସ୍ଥ୍ୟ ଓ କଲ୍ୟାଣ!-->…
ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ: ବିଜ୍ଞାନରେ ପାସ ହାର ୯୫.୧୫%, ବାଣିଜ୍ୟରେ ୯୪.୯୬%
ଭୁବନେଶ୍ବର ୩୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ତଥା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ ବିଜ୍ଞାନରେ ପାସହାର ୯୫.୧୫% ରହିଛି। ସେହିପରି ବାଣିଜ୍ୟରେ ପାସହାର ୯୪.୯୬%!-->…
ଭୁବନେଶ୍ବରରେ ୧୦୦% ଟିକାକରଣ: ବିଏମସି
ଭୁବନେଶ୍ୱର ୩୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ ହୋଇଛି। ଜୁଲାଇ ଶେଷ ସୁଦ୍ଧା ଏହି ଟାର୍ଗେଟ ପୂରଣ ହୋଇଛି ବୋଲି ଶନିବାର ସୂଚନା ଦେଇଛନ୍ତି ଭୁବନେଶ୍ବର ମହାନଗର ନିଗମ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ।
ତାଙ୍କ ସୂଚନା ମୁତାବକ, ବିଭିନ୍ନ ବର୍ଗରେ!-->!-->!-->…
କୋଭିଡ କଟକଣା କୋହଳ, ଅଗଷ୍ଟ ମାସରେ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ
ଭୁବନେଶ୍ୱର-କଟକରେ ଜାରି ରହିବ ସପ୍ତାହାନ୍ତ ସଟ୍ଡାଉନ୍
ଭୁବନେଶ୍ୱର ୩୧/୦୭/୨୦୨୧ କଳିଙ୍ଗ ଜ୍ଯୋତି : କରୋନା ମୁକାବିଲା ସହିତ ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ଅଗଷ୍ଟ ମାସରେ ରାତି ୮ଟାରୁ ସକାଳ ୬ଟା!-->!-->!-->…
ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା , ମାଲକାନଗିରି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକ
ମାଲକାନଗିରି ୩୦/୦୭/୨୦୨୧ କଳିଙ୍ଗ ଜ୍ଯୋତି :ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା , ମାଲକାନଗିରି ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଉନୟନ ସମୀକ୍ଷା ବୈଠକ ମାନ୍ୟବର ମନ୍ତ୍ରୀ , ଶ୍ରୀ ତୁଷାରକାନ୍ତି ବେହେରା , ଇଲେକଟ୍ରନିକ୍ସ ଏବଂ ଆଇଟି , ସ୍କାର୍ଟ ଓ ୟୁଥ ସର୍ଭିସେସ ତଥା ଅଧ୍ୟକ୍ଷ – ଜିଲ୍ଲା ଯୋଜନା!-->…
ପଶ୍ଚିମବଙ୍ଗରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ ଅବଧି, ବଳବତ୍ତର ରହିବ ନାଇଟ କର୍ଫ୍ୟୁ
କୋଲକାତା ୨୯/୦୭/୨୦୨୧ କଳିଙ୍ଗ ଜ୍ଯୋତି : ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବଡ଼ ନିଷ୍ପତ୍ତି ନେଲେ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାର | ଆଜି ତୃତୀୟ ଲହରକୁ ଆଖି ଆଗରେ ରଖି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟରେ ଲକଡାଉନ ଅବଧିକୁ ଅଗଷ୍ଟ ୧୫!-->…
ଅଗଷ୍ଟ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର ୨୯/୦୭/୨୦୨୧ କଳିଙ୍ଗ ଜ୍ଯୋତି : ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ମଧ୍ୟରେ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା। ଏଥିପାଇଁ ଛାତ୍ରଛାତ୍ରୀମାନେ ଅଗଷ୍ଟ ୨ରୁ ୧୪ ତାରିଖ!-->…
ରାଉରକେଲାରେ ଶିଶୁ ବିକ୍ରି ରାକେଟର ଫେରାର କିଙ୍ଗପିନ ଓ ସହଯୋଗୀଙ୍କୁ ଧରିଲା ପୁଲିସ୍
ରାଉରକେଲା ୨୭/୦୭/୨୦୨୧ କଳିଙ୍ଗ ଜ୍ଯୋତି : ସ୍ମାର୍ଟ ସିଟି ରାଉରକେଲାରେ ଶିଶୁ ବିକ୍ରି ରାକେଟର ଫେରାର କିଙ୍ଗପିନ ସଙ୍ଗୀତା ଅଗ୍ରୱାଲଙ୍କ ସ୍ୱାମୀ ଜିତେନ୍ଦ୍ର ଅଗ୍ରୱାଲ ଓ ସହଯୋଗୀଙ୍କୁ ଜାଲ ବିଛାଇ ପୁଲିସ କାବୁ କରିଛି। ଏହାଫଳରେ ମୋଟ ଗିରଫ ଲୋକଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ଗତକାଲି ଗିରଫ!-->…
ଆସାମ-ମିଜୋରାମ ସଂଘର୍ଷ : ହସ୍ତକ୍ଷେପ କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ
ଗୁଆହାଟୀ ୨୭/୦୭/୨୦୨୧ କଳିଙ୍ଗ ଜ୍ଯୋତି: ସୀମା ବିବାଦକୁ ନେଇ ଆସାମ ଓ ମିଜୋରାମ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ହସ୍ତକ୍ଷେପ କରିଛି । ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହ ସଚିବ ଆସନ୍ତା କାଲି ଅର୍ଥାତ ବୁଧବାରଦିନ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ!-->…