Browsing Tag

ଓଡିଶା ରିପୋର୍ଟର

ପ୍ରକାଶ ପାଇଲା ଆଇପିଏଲ୍-୨୦୨୦ କ୍ରୀଡ଼ା ସୂଚୀ: ଉଦ୍ଘାଟନୀ ମ୍ୟାଚରେ ଧୋନୀ-ରୋହିତ ମୁକାବିଲା

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୬/୦୯ : ବହୁ ପ୍ରତୀକ୍ଷିତ ଆଇପିଏଲ୍ ଲାଗି ଜାରି ହୋଇଛି କ୍ରୀଡ଼ା ସୂଚୀ । ଆସନ୍ତା ୧୯ ତାରିଖରେ ଏହାର ଉଦ୍‌ଘାଟନୀ ମ୍ୟାଚ । ଧୋନୀଙ୍କ ଚେନ୍ନଇ ସୁପରକିଙ୍ଗସ ସହ ରୋହିତଙ୍କ ମୁମ୍ବାଇ ଇଣ୍ଡିଆ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ । ଆବୁଧାବୀରେ ଏହି ମ୍ୟାଚ୍

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବୋମାରେ ଉଡ଼ାଇ ଦେବାକୁ ଦାଉଦ୍ ର ଧମକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ ୦୬/୦୯ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଜୀବନରୁ ମାରିଦେବାକୁ ଧମକ ଆସିଛି । ସୂଚନାଅନୁସାରେ ଉଦ୍ଧବଙ୍କ ବାସଭବନ ‘ମାତୋଶ୍ରୀ’ର ଲ୍ୟାଣ୍ଡ ଲାଇନକୁ ଦୁବାଇରୁ ୨ଥର ଫୋନ ଆସିଛି । ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଦାଉଦ ଇବ୍ରାହିମ୍ ର ଲୋକବୋଲି

ମୋଦି ମୋର ଭଲ ବନ୍ଧୁ, ଆମେରିକାର ଭାରତୀୟ ମାନେ ମୋତେ ହିଁ ଭୋଟ ଦେବେ : ଟ୍ରମ୍ପ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୯ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସରତ ଅଛନ୍ତି । ମୋଦି ତାଙ୍କର ଭଲ ବନ୍ଧୁ ଏବଂ ଆମେରିକାର ଭାରତୀୟ ମାନେ ତାଙ୍କୁ ହିଁ ଭୋଟ କରିବେ ବୋଲି ଟ୍ରମ୍ପ ଶୁକ୍ରବାର ମତ ଦେଇଛନ୍ତି । ଆସନ୍ତା

ମହେନ୍ଦ୍ରଗିରିର ବିକାଶ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ…

ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ – ସ୍ୱଦେଶ ଦର୍ଶନ ଯୋଜନାରେ ରାମାୟଣ ସର୍କିଟ ଅଧିନରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେବା ପାଇଁ ଅନୁରୋଧ – ରାଜ୍ୟ ସରକାରଙ୍କୁ ଏଥିପାଇଁ ପ୍ରସ୍ତାବ ଦେବାକୁ ପୂର୍ବରୁ ଅନୁରୋଧ କରିଥିଲା

ହୋମ୍ ଆଇସୋଲେସନ୍ ପାଇଁ ନୂଆ ଏସ୍ଓପି ଜାରି କଲା ବିଏମ୍‌ସି

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ଵର ୦୬/୦୯: ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ଅଞ୍ଚଳରେ ଥିବା ଆଇସୋଲେସନ୍‌ ବ୍ୟବସ୍ଥା ପାଇଁ ନୂଆ ଏସ୍‌ଓପି ଜାରି ହୋଇଛି। ଉଭୟ ହୋମ୍‌ ଓ ପେଡ୍ ଆଇସୋଲେସନ୍‌ ଉପରେ ବିଏମ୍‌ସି କଡ଼ା

୨୦୨୧ରେ ଭାରତର କିଛି ଅଞ୍ଚଳରେ ରହିବ କରୋନା ପ୍ରଭ‌ାବ: ଏମ୍ସ ମୁଖ୍ୟ ଡକ୍ଟର ରଣଦୀପ ଗୁଲେରିଆ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୯ : ଦେଶରେ ବଢ଼ୁଥିବା କରୋନା ଭୂତାଣୁ ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ଆଜି ଭାରତରେ ମୋଟ କରୋନା ସଂକ୍ରମଣ ୪୦ଲକ୍ଷ ଅତିକ୍ରମ କରିଛି। ଏଥିସହିତ ୩୧ଲକ୍ଷରୁ ଅଧିକ କରୋନା ରୋଗୀ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ରାଜଧାନୀ: ପୁଣି ଖାକିରେ ଦାଗ ! ! ଲକଡାଉନ ସମୟରେ ପୁଲିସକର୍ମୀଙ୍କ ଦ୍ୱାରା ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ !

ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି;ତଦନ୍ତ ଜାରି ରହିଛି : ଡିସିପି,ଭୁବନେଶ୍ଵର ମାମଲାରେ ବୈଦ୍ୟୁତିକ ଗଣମାଧ୍ୟମର ୨ ଜଣ କର୍ମଚାରୀଙ୍କ ସଂପୃକ୍ତି ଅଭିଯୋଗ ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୯: ଲକଡାଉନ୍ ସମୟରେ ନାବାଳିକାଙ୍କୁ ରାଜଧାନୀ ଭୁବନେଶ୍ୱରରେ ପୁଲିସ କର୍ମଚାରୀ

ସାଂସଦ ସ୍ୱାମୀଙ୍କ ବିରୋଧରେ କୋର୍ଟ ଗଲେ ବର୍ଷା ପ୍ରିୟଦର୍ଶିନୀ: ଅନୁଭବଙ୍କ ଉପରେ ଘରୋଇ ହିଂସା ଓ ମାନସିକ ଅତ୍ୟାଚାର…

ଭୁବନେଶ୍ଵର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୫/୦୯: ସ୍ୱାମୀଙ୍କ ବିରୋଧରେ କୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଅଭିଯୋଗ ଆଣିଲେ ଅନୁଭବଙ୍କ ପତ୍ନୀ । କଟକ ଏସଡିଜେଏମ କୋର୍ଟରେ ଅଭିଯୋଗ କରିଛନ୍ତି ବର୍ଷା । ଏନେଇ ପ୍ରତିକ୍ରିୟା ରଖିଛନ୍ତି

ପ୍ରକାଶ ପାଇଲା ଯୁକ୍ତ ୨ କଳା ପରୀକ୍ଷା ଫଳ : ପାସ୍‌ ପ୍ରତିଶତ ୬୭.୫୬%, ପୁଣି ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ବରଗଡ଼ ଜିଲ୍ଲାରେ ସର୍ବାଧିକ ପାସହାର ୭୬.୬୩%, ନବରଙ୍ଗପୁରରେ ସର୍ବନିମ୍ନ ୪୪.୬୭% କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୯ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ

ରବିବାର ଦିନ ପ୍ରକାଶ ପାଇବ ଆଇପିଏଲ୍ ୨୦୨୦ ସମୟ ସୂଚୀ: ଅଧ୍ୟକ୍ଷ ବ୍ରଜେଶ ପଟେଲ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ଦୁବାଇ ୦୫/୦୯ : ରବିବାର ଦିନ ‘ଇଣ୍ଡିଆନ୍ ପ୍ରିମିୟର୍‌ ଲିଗ୍’ର ୧୩ଶ ସଂସ୍କରଣ ପ୍ରକାଶ ପାଇବ ବୋଲି ଅଧ୍ୟକ୍ଷ ବ୍ରଜେଶ ପଟେଲ୍ ସୁନିଶ୍ଚିତ କରି କହିଛନ୍ତି। ସେପ୍ଟେମ୍ବର ୧୯ ତାରିଖରୁ ୟୁନାଇଟେଡ୍ ଆରବ ଏମିରେଟ୍‌ସ୍ ଏହି ଅର୍ଥ-ସମୃଦ୍ଧ ଲିଗ୍ ଆରମ୍ଭ ହେବାକୁ ଧାର୍ଯ୍ୟ
error: Content is protected !!
Open chat