Browsing Tag

କଳିଙ୍ଗ ଜ୍ଯୋତି

ବିଶ୍ୱ ନିୟନ୍ତା ପ୍ରଭୁ ଶ୍ରୀରାମଙ୍କ ଭୂମିପୂଜନ ଉତ୍ସବ ଦେଖିବା ପାଇଁ ଅଟକିଗଲା ପୂରା ପୃଥିବୀ । ଆମେରିକା ଓ ଇଂଲଣ୍ଡରେ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ / ଅଯୋଧ୍ୟା ୦୭/୦୮: ଅଯୋଧ୍ୟା ଉପରେ ଅଟକିଗଲା ସାରା ବିଶ୍ୱର ନଜର । ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ବୁଧବାର ହୋଇଥିବା ଭୂମି ପୂଜନ ସମାରୋହର ସାକ୍ଷୀ ବନିଛନ୍ତି ବିଶ୍ୱର ଅନେକ ଦେଶ । ଭାରତର ଏହି ଐତିହାସିକ ମୁହୂର୍ତ୍ତକୁ ବିଭିନ୍ନ ମାଧ୍ୟମରେ

ଭଦ୍ରକ ଜିଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ : ଆଖଣ୍ଡଳମଣିଙ୍କ ପୀଠ ଚତୁଃପାର୍ଶ୍ୱରୁ ହେବ ଜବରଦଖଲ ଉଚ୍ଛେଦ

ଭଦ୍ରକ/ଆରଡି,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୭/୦୮: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିସ୍ଥ ବାବା ଆଖଣ୍ଡଳମଣିଙ୍କ ପୀଠ ତଥା ମନ୍ଦିର ପରିସର ଓ ଚତୁଃପାର୍ଶ୍ୱର ଆନୁଷଙ୍ଗିକ ଉନ୍ନତି ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଗତ କିଛି ମାସ ହେବ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ଉକ୍ତ ମାମଲାର

ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ : ପତଞ୍ଜଳି ‘କୋରୋନିଲ୍’ ଟ୍ରେଡ୍‌ ମାର୍କକୁ ବ୍ୟବହାର କରିପାରିବନି ଓ ତା ସହିତ ୧୦…

କଳିଙ୍ଗ ଜ୍ୟୋତି ବ୍ୟୁରୋ ଚେନ୍ନାଇ ୦୭/୦୮: କରୋନିଲ ଟ୍ରେଡ୍‌ ମାର୍କକୁ ବ୍ୟବହାର କରିପାରିବନି ପତଞ୍ଜଳି। ଏନେଇ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‌ ଏବଂ ଦିବ୍ୟା ୟୋଗ ମନ୍ଦିର ଟ୍ରଷ୍ଟକୁ ବାରଣ କରିଛନ୍ତି ମାଡ୍ରାସ ହାଇକୋର୍ଟ। ତା ସହିତ ୧୦ ଲକ୍ଷ ଟଙ୍କା ଫାଇନ୍‌ ମଧ୍ୟ କରିଛନ୍ତି କୋର୍ଟ। ଅଗଷ୍ଟ

କୋଭିଡ ସଂକ୍ରମିତ ମା ଶିଶୁକୁ ସ୍ତନ୍ୟପାନ କରାଇପାରିବେ : ୟୁନିସେଫ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୭/୦୮: ଭୁବନେଶ୍ୱର ଏମ୍ସ ଅଧିନସ୍ଥ ଗୋଷ୍ଠୀ ଓ ପରିବାର ମେଡିସିନ ବିଭାଗ ପକ୍ଷରୁ ୟୁନିସେଫ ସହଯୋଗିତାରେ କୋଭିଡ-୧୯ ସମୟରେ ସ୍ତନ୍ୟପାନ-ସମସ୍ୟା ଓ ସମାଧାନ ସମ୍ପର୍କରେ ଏକ ଗଣମାଧ୍ୟମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶେଷଜ୍ଞମାନେ ଯୋଗ ଦେଇ

ଅଗଷ୍ଟ ୭ରୁ ଆରମ୍ଭ ହେବ ପ୍ରଥମ ଅନ୍‌ଲାଇନ୍‌ ଦେଶାତ୍ମବୋଧ ଚଳଚ୍ଚିତ୍ର ଉତ୍ସବ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୮:ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ପ୍ରଥମ ଥର ପାଇଁ ଏକ ଅନ୍‌ଲାଇନ ଦେଶାତ୍ମବୋଧକ ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରୁଛି । ଆସନ୍ତାକାଲିଠାରୁ ଏହା ଆରମ୍ଭ ହେବ । ଚଳିତବର୍ଷର ସ୍ୱାଧୀନତା ଦିବସ ପାଳନର ଏହା ଏକ ଅଂଶବିଶେଷ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଘୋଷଣା : ମାର୍ଚ୍ଚ ୩୧, ୨୦୨୧ ପର୍ଯ୍ୟନ୍ତ ବନ୍ଧକ ସୁନା ଅଳଙ୍କାର ମୂଲ୍ୟର ୯୦…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୮: କରୋନା ସମୟରେ ଲୋକମାନଙ୍କୁ ସହାୟତା କରିବାକୁ ରିଜର୍ଭ ବ୍ୟାଙ୍କ ନିଜର ସୁନା ଋଣ ନିୟମରେ କେତେକ ପରିବର୍ତ୍ତନ ଆଣିଛି । ଏଣିକି ବନ୍ଧକ ସୁନା ଅଳଙ୍କାର ମୂଲ୍ୟର ୯୦ ପ୍ରତିଶତ ବ୍ୟାଙ୍କ ଋଣ ମିଳିପାରିବ । ପୂର୍ବରୁ ବନ୍ଧକ ସୁନା ମୂଲ୍ୟର ୭୫

ରାମ ମନ୍ଦିର ମାମଲାରେ ମୁଣ୍ଡ ନ ପୁରାଇବା ପାଇଁ ପାକିସ୍ତାନକୁ ଭାରତର କଡ଼ା ଚେତାବନୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୮: ଅଯୋଧ୍ୟାରେ ରାମ ମନ୍ଦିର ଭିତ୍ତିପ୍ରସ୍ତର ସ୍ଥାପନକୁ ପାକିସ୍ତାନର ସମାଲୋଚନା କରିବା ପରେ ତାହାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଭାରତ । ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବାକୁ ଓ ସାଂପ୍ରଦାୟିକ ବିଭେଦ ସୃଷ୍ଟି

ଏଥର ଗୁଗଲ ଚୀନକୁ ଦେଲା ଜୋରଦାର ଝଟକା ! ! ଡିଲିଟ୍ କଲା ୨୫୦୦ ୟୁଟ୍ୟୁବ ଚ୍ୟାନେଲ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ /ଓ୍ବାଶିଂଟନ୍ ୦୭/୦୮: ଚାଇନାକୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ଗୁଗଲ ପକ୍ଷରୁ ଚାଇନାର ୨୫୦୦ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ଡିଲିଟ୍‌ କରିଛି। ଏପ୍ରିଲ୍‌ରୁ ଜୁନ୍‌ ମାସ ମଧ୍ୟରେ ଗୁଗଲ ପକ୍ଷରୁ ଏଭଳି କରାଯାଇଛି। ଏହି ଚ୍ୟାନେଲରେ ଭ୍ରମାତ୍ମକ ତଥ୍ୟ

ତୁର୍କୀକୁ ଭାରତର ଚେତାବନୀ: ଭାରତ ବିରୋଧୀ ମନ୍ତବ୍ୟ ଦେବା ବେଳେ ସଞ୍ଜତ ଓ ସତର୍କ ରୁହ ।

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୮: କୌଣସି ମନ୍ତବ୍ୟ ଦେବା ବେଳେ ସଞ୍ଜତ ଓ ସତର୍କ ରହିବାକୁ ତୁର୍କୀକୁ ଚେତାବନୀ ଦେଇଛି ଭାରତ । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ତୁର୍କୀ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ଆଧାରରେ ଭାରତ ଏପରି ଚେତାବନୀ ଦେଇଛି । ଭାରତ

ସିବିଆଇ ପଞ୍ଝାରେ ରିୟା,ଆଇପିଏସ ଅଧିକାରୀ ମନୋଜ ଶଶୀଧରଙ୍କ ନେତୃତ୍ୱରେ ଏସଆଇଟି ଟିମ ଗଠନ କଲା ସିବିଆଇ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୭/୦୮: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଔପଚାରିକ ଭାବେ ଏଫଆଇଆର ରୁଜ୍ଜୁ କରିଛି | ସିବିଆଇ ଦ୍ୱାରା ଏହି ମାମଲାରେ ଏକ ଏସଆଇଟି ଗଠନ କରାଯାଇଛି | ମାମଲାରେ ଗୁଜରାଟ କ୍ୟାଡର ଆଇପିଏସ ମନୋଜ ଶଶୀଧରଙ୍କ ନେତୃତ୍ୱରେ ଏସଆଇଟି ଗଠନ କରାଯାଇଛି
error: Content is protected !!
Open chat