Browsing Tag

ନିଉ୛

ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଫଳରେ ବ୍ୟାପକ ବିଆଳୀ ଧାନ ଫସଲ ଗଜା ହୋଇ ନଷ୍ଟ ହେବା ଆଶଙ୍କା ! !

ନିଶ୍ଚିନ୍ତକୋଇଲି,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୧୦: ନିଶ୍ଚିନ୍ତକୋଇଲି ବ୍ଲକର ମହାନଦୀ – ଚିତ୍ରୋତ୍ପଳା ଓ ଲୁଣା – ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳରେ ଲଗାଣ ବର୍ଷା ଫଳରେ ବ୍ୟାପକ ବିଆଳୀ ଧାନ ଫସଲ ଗଜା ହୋଇଯିବା ଯୋଗୁ ଚାଷୀମାନଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ଚଳିତ

ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି: ନଭେମ୍ବର ୩ରେ କରୋନା କଟକଣା ମଧ୍ୟରେ ହେବ ମତଦାନ

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୧୦: ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନ ପାଇଁ ଶୁକ୍ରବାର ଦିନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁସାରେ ଏହି ଦୁଇଟି ଆସନ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ

ଉତ୍ତର ଆଣ୍ଡାମାନ ସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଓଡିଶାରେ ୨ ଦିନ ପ୍ରବଳ ବର୍ଷା…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୧୦: ଉତ୍ତର ଆଣ୍ଡାମାନ ସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଶୁକ୍ରବାର ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଆଗାମୀ ଦିନରେ ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ କେନ୍ଦ୍ରୀୟ

ଅରୁଣସ୍ତମ୍ଭ ପାଖକୁ ମନ୍ତ୍ରୀ, ନେତାଙ୍କୁ ଛାଡୁଛ, ଭକ୍ତଙ୍କୁ କାହିଁକି ଛାଡୁନ ? ? ଦୁଇଦିନ ଭିତରେ ଜବାବ ଦିଅ ସରକାର:…

ପୁରୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୧୦: ଗତ ସପ୍ତାହକ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀ ଓ କଂଗ୍ରେସର ଓଡିଶାର ପ୍ରଭାରୀ ଡଃ ଏ.ଚେଲା କୁମାର ପୁରୀ ଆସି ସିଂଦ୍ୱାର ନିକଟ ଅରୁଣସ୍ତମ୍ଭ ନିକଟରେ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି ।

ବିମାନରେ ଜନ୍ମ ନେଲା ଛୁଆ; ମିଳିବ ସାରା ଜୀବନ ମାଗଣା ବିମାନଯାତ୍ରାର ସୁଯୋଗ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୯-୧୦-୨୦ :ଯାତ୍ରା ଦ୍ବାରା ଜଣେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯାତ୍ରା ସହଜରେ ସମ୍ଭବ । ମାତ୍ର ଏହି ଯାତ୍ରା ମହଙ୍ଗା ହୋଇଥିବାରୁ ସମସ୍ତେ ଏହାର ସୁଯୋଗ ପାଆନ୍ତି ନାହିଁ । ମାତ୍ର ବୁଧବାର ରାତିରେ ଜନ୍ମ ନେଇଥିବା ଏକ ଶିଶୁକୁ ମିଳିଛି ଆଜୀବନ ମାଗଣା

ମାଷ୍ଟରମାଇଣ୍ଡ “ଆଦିଥ ବିଶ୍ୱନାଥ ଗୌରିଶେଟ୍ଟୀ” : ମାତ୍ର ୧ବର୍ଷ ୯ମାସ ବୟସରେ ୫ ରେକର୍ଡର ଅଧିକାରୀ

ହାଇଦ୍ରାବାଦ୍ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୯-୧୦-୨୦ : ହାଇଦ୍ରାବାଦର ଏକ ବର୍ଷ ଓ ୯ମାସର ଆଦିଥ ବିଶ୍ୱନାଥ  ଗୌରିଶେଟ୍ଟୀଙ୍କ ପ୍ରଖର ସ୍ମୃତିଶକ୍ତି ଆଗରେ ବୟସ ହାର୍‌ ମାନିଛି ।ବହୁତ ଖୁବ୍‌ କମ୍ । ହେଲେ ଏହି ବୟସରେ ସେ ଯାହା କରିଛନ୍ତି ତାହା ସମସ୍ତଙ୍କୁ ଅବିଶ୍ୱସନୀୟ ମନେ ହୋଇଛି । ଆଉ ସେ

ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ସ୍ଥିରତା ଦେଖାଇଲୁ ଏବଂ ସମାଧାନର ଦେଶ ଭାବରେ ଉଭା ହେଲୁ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୯-୧୦-୨୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭାରତ ଏବଂ କାନାଡା ବାର୍ଷିକ ଇନଭେଷ୍ଟ ଇଣ୍ଡିଆ ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି ଯେ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ସ୍ଥିରତା ଦେଖାଇଲୁ ଏବଂ ସମାଧାନର ଦେଶ ଭାବରେ ଉଭା ହେଲୁ। ଭାରତ ଏବଂ

କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ପରଲୋକ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୯-୧୦-୨୦ : କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ୱାନଙ୍କ ପରଲୋକ। ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ତାଙ୍କ ପୁଅ ଚିରାଗ ପାଶ୍ୱାନ । ୭୪ ବର୍ଷିୟ ରାମ ବିଳାସ ପାଶ୍ୱାନ ନିକଟରେ ଦିଲ୍ଲୀର ଏକ ହସ୍ପିଟଲାରେ

ଆଜି ଠାରୁ ମୋଦୀଙ୍କ ‘ଜନ ଆନ୍ଦୋଳନ’- ଔଷଧ ନ ଆସିବା ଯାଏଁ ଢିଲା ନାହିଁ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ,୦୮-୧୦-୨୦ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି , ଏହାକୁ ନେଇ ସଭିଁଙ୍କୁ ଅଧିକରୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଠାରୁ ଏକ ‘ଜନ ଆନ୍ଦୋଳନ’ ଆରମ୍ଭ କରିଛନ୍ତି। ମୋଦୀ ଟ୍ୱିଟ କରି କହିଛନ୍ତି , ଔଷଧ

ରାଜ୍ୟରେ ମନ୍ଦିର ଖୋଲିବା ନେଇ ମିଳିଲା ସଂକେତ, ମନ୍ଦିର ପ୍ରଶାସନକୁ ଚିଠି ଜାରି କଲେ ସରକାର

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୦୮-୧୦-୨୦ : ମହାମାରୀ କରୋନା ଭାଇରସ୍‌ ପାଇଁ ମାସ ମାସ ଧରି ରାଜ୍ୟର ମନ୍ଦିରଗୁଡ଼ିକ ବନ୍ଦ ରହିଥିବା ବେଳେ ମନ୍ଦିର ଖୋଲିବା ନେଇ ସଂକେତ ଦେଇଛନ୍ତି ରାଜ୍ୟ ସରକାର। କିପରି କୋଭିଡ ନିୟମ ମାନି ମନ୍ଦିର ଖୋଲା ଯାଇପାରିବ ପୁରୀ ଶ୍ରୀମନ୍ଦିର
error: Content is protected !!
Open chat