Browsing Tag

ନିଉ୛

ପୁରୀ ପେଣ୍ଠକଟାରେ ଚର୍ଚ୍ଚା :କଙ୍କଡ଼ା ଦେହରେ ଠାକୁରଙ୍କ ନୃସିଂହ ଅବତାରର ଦୃଶ୍ୟ

ପୁରୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କଙ୍କଡ଼ା ଶରୀରରେ ଠାକୁରଙ୍କ ଛବି! ନିରେଖିଲେ ଠାକୁରଙ୍କ ନୃସିଂହ ଅବତାରର ଦୃଶ୍ୟ । ଏହି ବିଚିତ୍ର କଙ୍କଡ଼ା ଦେଖିବାକୁ ପେଣ୍ଠକଟାରେ ଭିଡ଼ ଲାଗିଛି । ପେଣ୍ଠକଟା ବେହେରା ସାହିର ଜନାର୍ଦ୍ଦନ ବେହେରା । ସେ ଜଣେ ମାଛ ବ୍ୟବସାୟୀ । ରବିବାର

ଜଗତପୁରର ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କଟକ ଜଗତପୁର ସଦଗୁରୁ କୋଭିଡ ହସ୍ପିଟାଲରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଆଇସିୟୁରେ ନିଆଁ ଲାଗିଥିବା ସୂଚନା ମିଳିଛି । ଖବାର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। କୋଭିଡ ହସ୍ପିଟଲା ହୋଇଥିବାରୁ ରୋଗୀମାନଙ୍କୁ

ଆଜି ଠାରୁ ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା

ନାମ ଲେଖା ପ୍ରକ୍ରିୟାରୁ ବାଦ ପଡ଼ିଲେ ସ୍ଲାଇଡ୍‌ ଅପ୍‌ ପାଇଁ ବିଦ୍ୟାର୍ଥୀ କରିବେ ଆବେଦନ ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ସୋମବାରଠୁ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ୟ୍ୟାୟ ମେଧା ତାଲିକାରେ

ଆଜିଠାରୁ ଆଇପିଏଲ୍‍ର ୧୩ଶ ସଂସ୍କରଣ

ମୁମ୍ବଇ ଇଣ୍ଡିଆନ୍ସ-ଚେନ୍ନଇ ସୁପର କିଙ୍ଗସ୍‌ ଉଦ୍‌ଘାଟନୀ ମ୍ୟାଚ ଆବୁଧାବି/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୧୯-୦୯-୨୦ : ସମସ୍ତ କଳ୍ପନା ଜଳ୍ପନାର ଅନ୍ତଃ ହେବାକୁ ଯାଉଛି। ଶନିବାରଠାରୁ ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ)ରେ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୩ଶ

ରାଜ୍ୟସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନଙ୍କ ସୂଚନା: କୋଭିଡ୍-୧୯ ଟିକା ୨୦୨୧ ଆରମ୍ଭରୁ ଭାରତରେ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯ : ୨୦୨୧ ବର୍ଷ ଆରମ୍ଭ ବେଳକୁ ଭାରତରେ କୋଭିଡ୍‌-୧୯ ଟିକା ଉପଲବ୍ଧ କରାଯିବ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ କହିଛନ୍ତି। ରାଜ୍ୟସଭାରେ ଡଃ ହର୍ଷବର୍ଦ୍ଧନ କହିଛନ୍ତି, ଅନ୍ୟ ଦେଶମାନଙ୍କ ପରି ଭାରତ ମଧ୍ୟ ଚେଷ୍ଟା କରୁଛି।

‘ଅଟଳ ଟନେଲ’: ବିଶ୍ୱର ସର୍ବବୃହତ ରାଜପଥ ସୁଡ଼ଙ୍ଗର ନିର୍ମାଣ ଶେଷ – ଚଳିତ ମାସରେ ଲୋକାର୍ପଣ କରିବେ…

ମନାଲି/ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯ : ପୃଥିବୀର ଦୀର୍ଘତମ ରାଜପଥ ସୁଡ଼ଙ୍ଗ ‘ଅଟଳ ଟନେଲ୍‌’ ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି। ମନାଲିକୁ ଲେହ ସହ ସଂଯୋଗ କରୁଥିବା ବିଶ୍ୱର ସର୍ବବୃହତ ରାଜପଥ ଟନେଲ ‘ଅଟଳ ଟନେଲ’ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ୧୦ ହଜାର ଫୁଟରୁ

ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେବ କଳାହାଣ୍ଡିର ଇଷ୍ଟଦେବୀ ମାଁ’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା

ଭବାନୀପାଟଣା,(ଯୁବରାଜ ଅଗ୍ରୱାଲ/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯: ଚଳିତ ବର୍ଷ ଭବାନୀପାଟଣାରେ କଳାହାଣ୍ଡିର ଇଷ୍ଟଦେବୀ ମାଁ' ମାଣିକେଶ୍ୱରୀଙ୍କ ପବିତ୍ର ଛତର୍‍ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ। ଆସନ୍ତା ମାସ ୨୪ ତାରିଖରେ ଛତର୍‍ ଯାତ୍ରା ଅନୁଷ୍ଠିତ ହେବ। ଜିଲ୍ଲାପାଳଙ୍କ

ଆଜି ପବିତ୍ର ମହାଳୟା: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଆଜି ‘ଧବଳମୁଖୀ ବେଶ’ ବା…

ସମ୍ବଲପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯ : ଆଜି ପବିତ୍ର ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମା’ଙ୍କର ଏହି ବେଶ ଗଙ୍ଗା ବେଶ ବା ସରସ୍ୱତୀ ବେଶ ବୋଲି ମଧ୍ୟ କୁହାଯାଏ। ଗୁରୁବାର ମଧ୍ୟରାତ୍ରୀରୁ ହିଁ ମା’ଙ୍କୁ

ନୂତନ ସଂସଦ ଭବନ ନିର୍ମାଣ ଲାଗି ‘ଟାଟା ପ୍ରୋଜେକ୍ଟସ‌ ଲିମିଟେଡ୍‌’‌କୁ ମିଳିଲା ୮୬୧ କୋଟି ଟଙ୍କାର ଠିକା

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯ : ନୂଆ ସଂସଦ ଭବନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଏ ବର୍ଷ ପ୍ରାରମ୍ଭରେ ନରେନ୍ଦ୍ର ମୋଦୀ ସରକାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଥିଲେ। ସରକାର କହିଥିଲେ ଯେ, ଏବେକାର ସଂସଦ ଭବନ ପରିସର ମାତ୍ରାଧିକ ବ୍ୟବହାର ହୋଇ ଜରାଜୀର୍ଣ୍ଣତାର ଲକ୍ଷଣ

ଉପଯୁକ୍ତ ଡାକ୍ତରୀ ପରାମର୍ଶ ଓ ସହାୟତା ସହ କଟକ-ଭୁବନେଶ୍ୱରସ୍ଥିତ କୋଭିଡ଼୍‌ ହସ୍ପିଟାଲକୁ ସାରା ରାଜ୍ୟରୁ ରୋଗୀ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୯ : ଟ୍ୱିନ୍‌-ସିଟି କଟକ-ଭୁବନେଶ୍ୱର ସ୍ଥିତ କୋଭିଡ଼୍‌ ହସ୍ପିଟାଲକୁ କୋଭିଡ଼ ରୋଗୀମାନଙ୍କୁ ପଠାଇବା ନିମନ୍ତେ ସରକାର ବାରଣ କରିନାହାନ୍ତି । ସରକାର ଟ୍ୱିନ୍‌-ସିଟିରେ ସୃଷ୍ଟି କରିଥିବା ଚିକିତ୍ସା ସୁବିଧା ସାରା ରାଜ୍ୟର ଲୋକମାନଙ୍କ ପାଇର୍
error: Content is protected !!
Open chat