ରାଜଗାଙ୍ଗପୁରରେ ବଢି ଚାଲିଛି କରୋନା ସଂକ୍ରମଣ : ପ୍ରଶାସନ ପକ୍ଷରୁ ସହରକୁ ଦୁଇ ଦିନିଆ ସଟଡାଉନ ଘୋଷଣା
ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୮/୦୮ : ମହାମାରୀ କରୋନା ରଚି ଚାଲିଛି ତାଣ୍ଡବ, ସାରା ବିଶ୍ୱ କୁ ସ୍ତବଧ କରିଛି । ବୀରଦର୍ପରେ ମାଡି ଚାଲିଛି ଏହି ମହାମାରୀ।ସରକାରଙ୍କ କଟକଣା ହାର ମାନିଛି ତା ନିକଟରେ - ସତେକି ଗୋଟିଏ ସାହସୀ ଯୋଦ୍ଧା !! କରୋନା ପ୍ରକୋପରୁ ବାଦ ପଡିନି ସୁନ୍ଦରଗଡ଼!-->…