Browsing Tag

ନ୍ଯୁଜ

ଆମେରିକାର ଚୀନ୍ ଉପରେ ‘ଡିଜିଟାଲ୍ ଷ୍ଟ୍ରାଇକ୍’: ୨୪ଘଣ୍ଟା ମଧ୍ୟରେ ଟିକ୍ ଟକ୍ ଉପରେ ଲାଗିପାରେ ପ୍ରତିବନ୍ଧକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୮: କରୋନା ଭୂତାଣୁ ମହାମାରୀର ରୂପ ନେବା ପରଠାରୁ ଚୀନ୍ ସହ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କ ତିକ୍ତ ହୋଇଛି | ଅନେକ ସାକ୍ଷାତକାରରେ ଡୋନାଲ୍ଡ ଟ୍ରମ୍ପ ଚୀନକୁ ଟାର୍ଗେଟ କରିଛନ୍ତି ଏବଂ କରୋନା ଭୂତାଣୁ ବିସ୍ତାର ପାଇଁ ଚୀନକୁ

ସାଂଘାତିକ ସ୍ଥିତିରେ ରାଜଧାନୀ : ୪ ଦିନରେ ସ୍ଥାନୀୟ ସଂକ୍ରମଣ ୨୬%ରୁ ବଢ଼ି ପହଞ୍ଚିଲା ୪୪%ରେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୧/୦୮:ଭୁବନେଶ୍ୱର : ରାଜଧାନୀରେ ସାଂଘାତିକ ପରିସ୍ଥିତିରେ ପହଞ୍ଚିଲାଣି ସ୍ଥାନୀୟ ସଂକ୍ରମଣ। ଗତ ୩ ଦିନର ସ୍ଥାନୀୟ ସଂକ୍ରମଣକୁ ଅନୁଧ୍ୟାନ କଲେ ଏଭଳି ପରିସ୍ଥିତି ଜଳ ଜଳ ହୋଇ ଦେଖାଗଲାଣି। ୨୭ତାରିଖରେ ରାଜଧାନୀରେ ଯେତିକି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ

ନୂଆ ଶିକ୍ଷା ନୀତି ୨୦୪୦ – ଭାରତୀୟ ଭାଷା ଏବଂ ଅନଲାଇନ୍ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଗୁଗୁଲ ଭାରତ ସହ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୧/୦୮ : ବର୍ତ୍ତମାନ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ତ୍ରିଭାଷୀ ସୂତ୍ର ଚାଲିବ | ଏଥିରେ ସଂସ୍କୃତ ସହିତ ଅନ୍ୟ ତିନୋଟି ଭାରତୀୟ ଭାଷାର ବିକଳ୍ପ ରହିବ | ଚୟନକର୍ତ୍ତା ନିଜେ ବିଦେଶୀ ଭାଷା ବାଛିବା ପାଇଁ ମଧ୍ୟ ସ୍ୱାଧୀନତା ରହିବ | ପ୍ରଥମ ଥର ପାଇଁ ଭାରତୀୟ

ବିରିୟାନୀ ଖାଇବାକୁ କେନ୍ଦ୍ର କରି ତୁମୁଳ କାଣ୍ଡ ।

କଳିଙ୍ଗ ଜ୍ୟୋତି ବ୍ୟୁରୋ ଧୂଷୁରି ୦୧/୦୮: ବିରିୟାନୀ ଖାଇବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ଉଭୟ ପକ୍ଷର 8 ଗୁରୁତର, 5 ମଟର ସାଇକେଲ ଭଙ୍ଗାରୁଜା. ଗୁରୁତର ମାନେ ମେଡିକାଲ ରେ ଭର୍ତ୍ତି. ଧୂଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ଗ୍ରାମରେ ବିରିୟାନୀ ଖାଇବାକୁ କେନ୍ଦ୍ର କରି

ମଣିପୁରରେ ସେନା ଉପରେ ଆକ୍ରମଣ: ୩ ଯବାନ ସହିଦ, ୬ ଗୁରୁତର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୭ :ମଣିପୁରରେ ସେନାର ଯବାନଙ୍କ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୩ ଯବାନ ସହିଦ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ବୁଧବାର ରାତି ପ୍ରାୟ ୧.୧୫ରେ ରାଜଧାନୀ ଇମ୍ଫାଲଠାରୁ ୯୫ କିଲେମିଟର ଦୂରରେ ଥିବା ଚନ୍ଦୋଲ

ଓଲିଉଡ ଅଭିନେତା ପିଂଟୁ ନନ୍ଦଙ୍କ ବିରୁଦ୍ଧରେ କାଷ୍ଟିଙ୍ଗ କାଉଚ ଓ ଅସଦାଚରଣ ଅଭିଯୋଗରେ ଥାନାରେ ଏତଲା ଦେଲେ ଯୁବତୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୧/୦୭: ଜଣେ ସଂଘର୍ଷପୂର୍ଣ୍ଣ ଅଭିନେତ୍ରୀ ଓଲିଉଡ ଜଗତର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ପିଣ୍ଟୁ ନନ୍ଦ ଏବଂ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚର ଅଭିଯୋଗ କରିଛନ୍ତି । ମହିଳାଙ୍କ କହିବା କଥା ହେଲା ସିନେମାରେ ସୁଯୋଗ ଦେବାକୁ କହି

ପୂର୍ବତଟ ରେଳପଥର ସମସ୍ତ ଟ୍ରେନରେ ଲାଗିଲା ବାୟୋଟଏଲେଟ୍

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୩୧/୦୭:ଯାତ୍ରୀମାନଙ୍କୁ ସ୍ୱଚ୍ଛ ଓ ପରିବେଶ ଅନୁକୁଳ ଯାତ୍ରା ସୁବିଧା ଯୋଗାଇଦେବା ଓ ସ୍ୱଚ୍ଛ ରେଳ, ସ୍ୱଚ୍ଛ ଭାରତ ଅଭିଯାନରେ ଦେଇଥିବା ପ୍ରତିଶ୍ରୁତିକୁ ପୁରଣ କରିବା ଉଦ୍ୟମ ଜାରି ରଖିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ଏହାର ଟ୍ରେନଗୁଡ଼ିକରେ  ଶତପ୍ରତିଶତ

ଦେଶରେ କେବଳ ଟିକା ଆସିବା ପରେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ଆସିପାରିବ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୧/୦୭:ସମଗ୍ର ବିଶ୍ୱରେ ଏବେ ୩ଟି କରୋନା ଟିକା ୩ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ସ୍ତରରେ ପହଞ୍ଚିଛି । ସେଗୁଡ଼ିକ ଆମେରିକା, ବ୍ରିଟେନ ଓ ଚୀନରେ ବିକଶିତ କରାଯାଉଛି । ଭାରତରେ ୨ଟି କରୋନା ଟିକାର ପରୀକ୍ଷଣ ଚାଲିଛି ଓ ସେଗୁଡ଼ିକ ଏବେ ୧ମ ଓ ୨ୟ ପର୍ଯ୍ୟାୟ

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟ ଠାରେ ସାଇବର ସେଲ ଉଦଘାଟିତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୩୧/୦୭: ଡିଜିଟାଲ ତଥ୍ୟ ପ୍ରମାଣ ସଂଗ୍ରହ ଓ ସାଇବର ଅନୁସନ୍ଧାନ ପ୍ରଣାଳୀ ର ପ୍ରୟୋଗ ନିମନ୍ତେ ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ ସାଇବର ସେଲକୁ, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର, ପ୍ରମୁଖ ମୁଖ୍ୟ ନିରାପତ୍ତା କମିଶନର ଶ୍ରୀ ରାଜାରାମ,

ଆତ୍ମହତ୍ୟା ନୁହେଁ, ସୁଶାନ୍ତଙ୍କୁ ହତ୍ୟା କରାଯାଇଛି : ୨୬ଟି ସୁରାକ୍‌ ଦେଲେ ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ଘଟଣା ଦିନକୁ ଦିନ ରୋଚକ ମୋଡ ନେଉଛି। ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ସୁଶାନ୍ତଙ୍କ ଫ୍ୟାନ୍ସ ତଥା ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରୁନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ (Central Bureau of
error: Content is protected !!
Open chat