Browsing Tag

ନ୍ଯୁଜ

ଇସ୍ରୋ ଦ୍ବାରା ସଫଳତାର ସହ ଉତକ୍ଷେପଣ ହେଲା ଯୋଗାଯୋଗ ଉପଗ୍ରହ ସିଏମଏସ – ୦୧

ଇସ୍ରୋ ଦ୍ବାରା ସଫଳତାର ସହ ଉତକ୍ଷେପଣ ହେଲା ଯୋଗାଯୋଗ ଉପଗ୍ରହ ସିଏମଏସ – ୦୧ ଆଜି ଅପରାହ୍ନ ୩ଟା ୪୧ ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୫୦ ଦ୍ୱାରା ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୋଗାଯୋଗ ଉପଗ୍ରହ ‘ସିଏମଏସ-୦୧’ ଉତକ୍ଷେପଣ କରାଯାଇଛି।

କୋଭିଡ ଯୋଗୁ ହେବନି ସଂସଦର ଶୀତ ଅଧିବେଶନ

ସଂସଦର ଶୀତକାଳୀନ ଅଧିବେଶନ ବସିବ ନାହିଁ। ଏ ନେଇ ସରକାର ବିରୋଧୀଦଳର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିରୋଧୀ ଦଳଗୁଡିକ ସଂସଦର ଶୀତକାଳୀନ ଅଧିବେଶନ ଡାକିବା ପାଇଁ ଦାବି କରିଛନ୍ତି। ସରକାର ବିରୋଧୀ ଦଳଙ୍କୁ ପ୍ରଶ୍ନ କରିଛନ୍ତି ଯେ ମୌସୁମୀ ଅଧିବେଶନକୁ ଶୀଘ୍ର ବନ୍ଦ କରିବାକୁ କହିଥିବା

ଜାନୁଆରୀ ୩ରୁ ଖୋଲିବ ଧାର୍ମିକ ଅନୁଷ୍ଠାନ, ଅଣ୍ଡରଟେକିଂ ଦେବେ ପରିଚାଳନା କମିଟି

ଭୁବନେଶ୍ୱର: କରୋନା ମହାମାରୀ କଟକଣା ଯୋଗୁ ରାଜ୍ୟରେ ଦୀର୍ଘ ୮ମାସରୁ ଅଧିକ ସମୟ ଧରି ବନ୍ଦ ରହିଥିବା ଧାର୍ମିକ ଅନୁଷ୍ଠାନ ୨୦୨୧ ଜାନୁଆରୀ ୩ରୁ ଖୋଲିବ। ମନ୍ଦିରମାଳିନୀ ନଗରୀ ଭୁବନେଶ୍ବରରେ ୨୦୨୧ ଜାନୁଆରୀ ୩ ତାରିଖରୁ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ଖୋଲିପାରିବ ବୋଲି ବିଏମସି କମିଶନର

କୋଭିଡ୍‌ କଟକଣା : ରାଜ୍ୟରେ ପାଳନ ହେବନି ‘ଜିରୋ ଲାଇଟ ସେଲିବ୍ରେସନ’

ଭୁବନେଶ୍ବର: ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ରାତିରେ ଆୟୋଜିତ ହୋଇଥାଏ ‘ଜିରୋ ନାଇଟ ସେଲିବ୍ରେସନ’ ହୋଇଥାଏ। କ୍ଲବ ଓ ବିଭିନ୍ନ ବାରରେ ନୂଆ ବର୍ଷ ପାଇଁ ଉତ୍ସବ ପାଳନ ହୋଇଥାଏ। ଏହି ସମୟରେ ବାର ଓ କ୍ଲବରେ ପ୍ରବଳ ଗହଳି ହୋଇଥାଏ। ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ଆୟୋଜିତ ହୋଇଥାଏ ସ୍ବତନ୍ତ୍ର

ନିୟମ ମାନିଲେ ରାଜ୍ୟରେ ୧୮ ହଜାର ମନ୍ଦିର ଖୋଲିବ: ଦେବୋତ୍ତର ବିଭାଗ

ଭୁବନେଶ୍ବର: ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଦେବୋତ୍ତର ବିଭାଗ ଅଧୀନରେ ଥିବା ୧୮ ହଜାର ମନ୍ଦିର ଖୋଲିବା ନେଇ ମୋଡାଲିଟି ନିର୍ଦ୍ଧାରଣ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ଦେବୋତ୍ତର କମିସନର। ଏକକାଳୀନ ଭକ୍ତ ପ୍ରବେଶ ବାରଣ ରହିଛି। ସାମାଜିକ ଦୂରତା, ମନ୍ଦିର ଦ୍ୱାରରେ

ଅଦୃଶ୍ୟ ହୋଇ ଚୀନ୍ ସହ ଲଢିବେ ଭାରତୀୟ ସୈନିକ, ପିନ୍ଧିବେ ‘ଆର୍ଟିଫିସିଆଲ ସ୍କିନ୍’

ନୂଆଦିଲ୍ଲୀ,୧୪।୧୨: ବଲିଉଡ ଅଭିନେତା ଅନିଲ କୁମାର ଓ ଶ୍ରୀଦେବୀଙ୍କ ‘ମିଷ୍ଟର ଇଣ୍ଡିଆ’ ଫିଲ୍ମ ନିହାତି ଦେଖିଥିବେ। ଫିଲ୍ମରେ ଅନିଲ କପୁର କିଭଳି ଭାବରେ ଅଦୃଶ୍ୟ ହୋଇ ଶତ୍ରୁଙ୍କ ସହ ଲଢେଇ କରୁଥିଲେ। ଏବେ ଠିକ୍ ସେଭଳି ଚୀନ୍ ଅଦୃଶ୍ୟ ହୋଇ ଲଢେଇ କରିବେ ଭାରତୀୟ ସୈନିକ। ସୈନିକଙ୍କୁ

ସୀମା ବିବାଦ: ୧୫ ଦିନର ଭୀଷଣ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବାକୁ ସେନାକୁ ସରକାରଙ୍କ ଅନୁମତି

ନୂଆଦିଲ୍ଲୀ : ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଚୀନ୍ ସହ ଉତ୍ତେଜନା ଲାଗି ରହିଥିବା ବେଳେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ୧୫ ଦିନର ଭୀଷଣ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମହଜୁଦ ରଖିବାକୁ ସେନାକୁ ସରକାର ଅନୁମତି ଦେଇଛନ୍ତି। ପୂର୍ବରୁ ସେନା

ଆଜି ବିଜେପିରେ ଯୋଗଦେବେ ଅଭିନେତ୍ରୀ ବିଜୟାଶାନ୍ତି

ହାଇଦ୍ରାବାଦ ୦୭/୧୨: ଅଭିନେତ୍ରୀରୁ ରାଜନେତ୍ରୀ ବନିଥିବା ବିଜୟାଶାନ୍ତି ଆଜି ବିଜେପିରେ ଯୋଗଦେବେ। ନୂଆଦିଲ୍ଲୀରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ । ଏହି ମିଶ୍ରଣ ପର୍ବ ପାଇଁ ତେଲଙ୍ଗାନା ବିଜେପି ଶାଖା ମୁଖ୍ୟ ବନ୍ଦି ସଞ୍ଜୟ କୁମାର

୨୦୨୧ ମାର୍ଚ୍ଚ ସୁଦ୍ଧା ୧୮୯ଟି ଦେଶକୁ ମିଳିବ ୫୦କୋଟିରୁ ଅଧିକ କରୋନା ଟିକା – ହୁ

ଆସନ୍ତାବର୍ଷ ପ୍ରଥମ ତିନି ମାସ ସୁଦ୍ଧା ୫୦କୋଟିରୁ ଅଧିକ କରୋନା ଟିକା ସାରା ବିଶ୍ୱରେ ଉପଲବ୍ଧ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍‍ କହିଛନ୍ତି। ଜେନେଭା ନ୍ୟୁଜ୍‍ କନ୍‍ଫରେନ୍ସରେ ସ୍ୱାମୀନାଥନ କହିଛନ୍ତି, କୋଭାକ୍ସ ଯୋଜନା ଅଧୀନରେ ଏହି ଟିକା

ଜାମ୍ମୁ କାଶ୍ମୀରର ୩୪ଟି ଜିଲ୍ଲା ବିକାଶ ପରିଷଦ ଲାଗି ଆଜି ସକାଳ ୭ରୁ ମତଦାନ ଆରମ୍ଭ

ଜାମ୍ମୁ କାଶ୍ମୀରର ୩୪ଟି ଜିଲ୍ଲା ବିକାଶ ପରିଷଦ ଲାଗି ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏଥିରେ ଜାମ୍ମୁ କାଶ୍ମୀର ଡିଭିଜନ୍‍ର ୧୭ଟି ଜିଲ୍ଲା ବିକାଶ ପରିଷଦ ଆସନ ରହିଛି। ଏହାଛଡ଼ା ଏହି ପର୍ଯ୍ୟାୟରେ ଖାଲି ପଡ଼ିଥିବା ୫୦ଟି ସରପଞ୍ଚ ଆସନ ଏବଂ ୨୧୬ଟି ପଞ୍ଚ ଆସନ ପାଇଁ ମଧ୍ୟ ମତଦାନ
error: Content is protected !!
Open chat