Browsing Tag

ପବ୍ଲିଶ

ବଦଳିଲା ପାଗ, କମିଲା ଶୀତ; ୪ ଦିନ କୁହୁଡ଼ି ଓ ବର୍ଷା ସମ୍ଭାବନା

ଭୁବନେଶ୍ୱର ୨୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ବଙ୍ଗୋପସାଗରରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଓ ଜଳୀୟବାଷ୍ପପୂର୍ଣ୍ଣ ସାମୁଦ୍ରିକ ପବନର ପ୍ରଭାବରେ ରାଜ୍ୟ‌ରେ ଶୀତ ପ୍ରକୋପ କମିଛି। ରାଜ୍ୟର ରାତି ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଥିବା ବେଳେ ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି

ଓମିକ୍ରନକୁ ନେଇ ରାଜ୍ୟଙ୍କୁ କେନ୍ଦ୍ରର ପରାମର୍ଶ : ଗହଳି ଏଡ଼ାଅ, ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରଖ

ମଣିପୁର, ଗୋଆକୁ ବ୍ୟାପିଲା ଓମିକ୍ରନ, ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୪୪ ନୂଆଦିଲ୍ଲୀ ୨୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଦେଶରେ କରୋନାର ଓମିକ୍ରନ ପ୍ରଜାତି ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ନେଇ ସୋମବାର କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରକୁ କେତେକ ନିର୍ଦେଶନାମା

ଆସନ୍ତା ବର୍ଷରୁ ୫ଜି ସେବା

ନୂଆଦିଲ୍ଲୀ ୨୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଆସନ୍ତା ବର୍ଷରୁ ଆରମ୍ଭ ହେବ ୫ଜି ସେବା। ଦିଲ୍ଲୀ, ମୁମ୍ବଇ, ଚେନ୍ନାଇ ଓ କଲକତାରେ ମିଳିବ ୫ଜି ସେବା। ସେହିପରି ହାଇଦ୍ରାବାଦ, ଅହମ୍ମଦାବାଦ, ଚଣ୍ଡଗଡ଼, ଜାମନଗର ଓ ବେଙ୍ଗଲୁରୁକୁ ବି ସେବା ମିଳିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା

ଘାରିଲା ଓମିକ୍ରନ୍ ଚିନ୍ତା: ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଶିଶୁଙ୍କ ଚିକିତ୍ସାକୁ ଗୁରୁତ୍ୱ ଭୁବନେଶ୍ୱର ୨୮/୧୨/୨୦୨୧ କଳିଙ୍ଗ ଜ୍ୟୋତି : ସାରା ବିଶ୍ୱରେ ‘ଓମିକ୍ରନ’ ତା’ର ପ୍ରଭାବ ବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ ୮ଜଣ ଏଥିରେ ଚିହ୍ନଟ ହୋଇ ସାରିଲେଣି। ଆଗାମୀ ସପ୍ତାହ ଗୁଡିକରେ ଏହାର ପ୍ରଭାବ ଆହୁରି ବଢିପାରେ। ତେଣୁ ଆମକୁ ଅଧିକ ସତର୍କ

ଓମିକ୍ରନ ଭାରିଆଣ୍ଟ ; କେନ୍ଦ୍ର ପକ୍ଷରୁ ରାଜ୍ୟ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ ୨୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ସାରା ଦେଶରେ କରୋନାର ନୂଆ ପ୍ରକରଣ ଓମିକ୍ରନ୍ ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସ୍ଥାନୀୟ ସ୍ତରରେ ଆବଶ୍ୟକତା ଅନୁଯାୟୀ ପ୍ରତିବନ୍ଧକ ଲାଗୁ କରିବାକୁ କେନ୍ଦ୍ର ସମସ୍ତ

କିଶୋରଙ୍କୁ କେବଳ ଦିଆଯିବ କୋଭାକ୍ସିନ ଟିକା, ଜାନୁଆରୀ ପହିଲାରୁ ଆରମ୍ଭ ହେବ ଟିକାକରଣ ପାଇଁ ପଞ୍ଜୀକରଣ

ନୂଆଦିଲ୍ଲୀ ୨୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କିଶୋର ଟିକାକରଣ ପାଇଁ ନିୟମାବଳୀ ଜାରି ହୋଇଛି। ଏହି ନିୟମାବଳୀରେ କିଶୋରଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ ବୋଲି ଦର୍ଶାଯାଇଛି। କିଶୋରଙ୍କ ପାଇଁ ଜାନୁଆରୀ ୩ରେ ଟିକାକରଣ ଆରମ୍ଭ ହେବ। କୋଭିଡ୍

ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

ଭୁବନେଶ୍ବର ୨୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ୩୩ ପ୍ରତିଶତ ଫସଲ ନଷ୍ଟ

‘ସତସଙ୍ଗ’ର ଆଚାର୍ଯ୍ୟଦେବ ଭାବେ ସ୍ଥଳାଭିଷିକ୍ତ ହେଲେ ଶ୍ରୀଶ୍ରୀବାବାଇଦା

ଦେଓଘର ୨୭/୧୨/୨୦୨୧ କଳିଙ୍ଗ ଜ୍ୟୋତି : ପ୍ରଧାନ ଆଚାର୍ଯ୍ୟଦେବ ପରମପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ମହାପ୍ରୟାଣ ପରେ ‘ସତସଙ୍ଗ’ର ନୂତନ ଆଚାର୍ଯ୍ୟଦେବ ଭାବେ ସ୍ଥଳାଭିଷିକ୍ତ ହୋଇଛନ୍ତି ଶ୍ରୀଶ୍ରୀବାବାଇଦା ( ଶ୍ରୀ ଅର୍କଦ୍ୟୁତି ଚକ୍ରବର୍ତ୍ତୀ)। ଗତକାଲି ଶ୍ରୀଶ୍ରୀଦାଦାଙ୍କ ପାରଲୌକିକ କ୍ରିୟାର

ରାଜସ୍ଥାନରେ ଟିକାକରଣ ବାଧ୍ୟତାମୂଳକ

ନୂଆଦିଲ୍ଲୀ ୨୫/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ରାଜ୍ୟରେ ଟିକାକରଣକୁ ବାଧ୍ୟତାମୂଳକ କରିଛନ୍ତି ରାଜସ୍ଥାନ ସରକାର । ଦେଶର ୧୭ ରାଜ୍ୟ ସହ ରାଜସ୍ଥାନରେ ବି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ଦୁଇଟି ମୁଣ୍ଡ, ଗୋଟିଏ ହୃଦୟ: ପଞ୍ଜାବର ଜଗା-ବଳିଆଙ୍କୁ ଚାକିରି ଦେଲେ ରାଜ୍ୟ ସରକାର

ଚଣ୍ଡୀଗଡ଼ ୨୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ଆପଣ ତ ଓଡ଼ିଶାର ଜଗା-ବଳିଆଙ୍କ ବାବଦରେ ଜାଣିଥିବେ | ଆଜି ଆମେ ଆପଣଙ୍କୁ ପଞ୍ଜାବର ଜଗା-ବଳିଆଙ୍କ ବାବଦରେ କହିବୁ, ଯାହାଙ୍କୁ ଏବେ ରାଜ୍ୟ ସରକାର ଚାକିରି ଦେଇଛନ୍ତି | ଯାଆଁଳା ଭାଇ ସୋହନ ଏବଂ ମୋହନ ପଞ୍ଜାବର ଅମୃତସରର ପଞ୍ଜାବ ଷ୍ଟେଟ ପାୱାର
error: Content is protected !!
Open chat