Browsing Tag

ପୋଷ୍ଟ

ରାଜ୍ୟ ତମାମ ପିଲାଙ୍କ ପାଠ ପଢ଼ାରେ ବଡ଼ ପ୍ରତିବନ୍ଧକ ସାଜିଛି ଘନଘନ ଅଘୋଷିତ ବିଦ୍ୟୁତ୍‌ କାଟ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୦/୦୮ : କରୋନା ଯୋଗୁଁ ପିଲାଙ୍କ ପାଠ ପଢ଼ା ଗୁରୁତର ପ୍ରଭାବିତ ହୋଇଥିବା ବେଳେ ଅନ୍‌ଲାଇନ୍ ପାଠ ପଢ଼ା ଏକମାତ୍ର ବିକଳ୍ପ ସାଜିଛି। ତେବେ ଅଘୋଷିତ ବିଦ୍ୟୁତକାଟ ପିଲାଙ୍କ ପାଠ ପଢ଼ାରେ ସାଜିଛି ବଡ଼ ପ୍ରତିବନ୍ଧକ। ରାଜଧାନୀ ଠାରୁ ଆରମ୍ଭ କରି ଗଁା ଗହଳି

‘ଆଗାମୀ ଦଶନ୍ଧି ଭାରତର’ ଲକ୍ଷ୍ୟ ନେଇ ଚୀନ୍‌କୁ ରୋକିବା ପାଇଁ ଦେଶକୁ ୨୦୨୪ ସୁଦ୍ଧା ସବୁକ୍ଷେତ୍ରରେ ସ୍ବାବଲମ୍ବୀ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୮: ବିଶ୍ବକୁ କରୋନା ଭୂତାଣୁ ବାଣ୍ଟିଥିବା ଓ ଏବେ ଅଜଣା ବିହନ ପାର୍ସଲ ପ୍ୟାକେଟ୍‌ରେ ଜୈବିକ ଭୂତାଣୁ ପଠାଇ ବୈଶ୍ବିକ ପରିବେଶ ଓ ଜୈବ ବିବିଧତାକୁ ଧ୍ବଂସ କରିବାକୁ ଭୟଙ୍କର ଷଡ଼ଯନ୍ତ୍ର ରଚୁଥିବା ଚୀନ୍‌କୁ କେବଳ ଚେକ୍‌ ଦେବା ନୁହେଁ; ବିଶ୍ବରେ ଭାରତ

ଆଇଏସ୍‌ଆଇର ସାଂଘାତିକ ଷଡ଼ଯନ୍ତ୍ର : ରାମ ମନ୍ଦିର ଭୂମି ପୂଜନ ପରେ ଦେଶରେ ବଡ଼ ଧରଣର ସାମ୍ପ୍ରଦାୟିକ ଦଙ୍ଗା ପାଇଁ କରୁଛି…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୦/୦୮: ଭାରତରେ ସାଂପ୍ରଦାୟିକ ସଦ୍‌ଭାବ ଓ ଶାନ୍ତି ନଷ୍ଟ କରିବାକୁ ଚାହୁଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ। ଦେଶରେ ଏକ ବଡ଼ ଧରଣର ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଷଡ଼ଯନ୍ତ୍ର କରିଛି ଆଇଏସ୍‌ଆଇ। ଲକ୍ଷ୍ନୌରେ ଲୋକମାନଙ୍କ ମଧ୍ୟରେ ବିଶୃଙ୍ଖଳା

ରାଜଗାଙ୍ଗପୁର ନିକଟସ୍ଥ ବିଲେଇଗଡ଼ରେ ଜଣେ ମାନସିକ ବିକୃତ ମହିଳାଙ୍କୁ ଦୃଷ୍କର୍ମ : ଅଭିଯୁକ୍ତ ଟ୍ରକ ଡ୍ରାଇଭର ଗିରଫ

ରାଜଗାଙ୍ଗପୁର/କାଂଶବାହଲ,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୮ : ରାଜଗାଙ୍ଗପୁର ନିକଟସ୍ଥ କାଂଶବାହଲ ଫାଣ୍ଡି ଅନ୍ତର୍ଗତ ବିଲେଇଗଡ଼ ଗ୍ରାମ ନିକଟରେ ଜଣେ ମାନସିକ ବିକୃତ ପାଗଳି ମହିଳାଙ୍କୁ ଦୃଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ, ଗତ ଅଗଷ୍ଟ ୭ ତାରିଖ, ଶୁକ୍ରବାର ରାତି

“ଆତ୍ମନିର୍ଭର ଭାରତ” : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୧୦୧ ରକ୍ଷା ଉପକରଣର ଆମଦାନୀ ଉପରେ ରୋକ୍…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଆତ୍ମନିର୍ଭର କରିବାକୁ ଭାରତକୁ ପ୍ରୋତ୍ସାହନ ଦେବାକୁ ପ୍ରତିରକ୍ଷା କ୍ଷେତ୍ରରେ ଆମଦାନୀ ହେଉଥିବା ୧୦୧ ଉପକରଣ ଉପରେ ବ୍ୟାନ୍ ଲଗାଇଛନ୍ତି ସରକାର। ଏବେ ଏହିସବୁ

ଅଯୋଗ୍ୟ ‘କାଳିଆ’ ହିତାଧିକାରୀଙ୍କୁ ଆଶ୍ବସ୍ତି : ବର୍ତ୍ତମାନ ପାଇଁ ଚାଷୀଙ୍କୁ ଫେରାଇବାକୁ ପଡ଼ିବ ନାହିଁ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୮ : ଆଜି ଅଯୋଗ୍ୟ 'କାଳିଆ' ହିତାଧିକାରୀ ମାନଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ଆସିଛି । ବର୍ତ୍ତମାନ ପାଇଁ ଚାଷୀମାନଙ୍କୁ ଆଉ କାଳିଆ ଟଙ୍କା ଫେରାଇବାକୁ ପଡ଼ିବ ନାହିଁ । କରୋନା ସ୍ଥିତି ଓ ଖରିଫ୍‌ ଫସଲକୁ ଦୃଷ୍ଟିରେ ରଖି ବର୍ତ୍ତମାନ

ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର; ସାଢ଼େ ୮ କୋଟି ଚାଷୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଗଲା ୧୭ ହଜାର କୋଟି…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୯/୦୮ : ଦେଶର କୃଷକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପହାର ଭେଟି ଦେଇଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାର

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ : ରାଜ୍ୟ ଶକ୍ତିମନ୍ତ୍ରୀଙ୍କ ଅଞ୍ଚଳରେ ସ୍ୱାଧୀନତାର ୭୪ବର୍ଷ ପରେ ମଧ୍ୟ ବିଜୁଳି ଆଲୁଅ…

ଧର୍ମଗଡ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୯/୦୮ : ଆଉ ଦିନ କେଇଟା ପରେ ସାରା ଦେଶ ଆମର ସ୍ଵାଧିନତା ଦିବସ ପାଳନ କରିବାକୁ ଯାଉଛି, କିନ୍ତୁ ବିଡମ୍ବନା ଯେ, ଆଜି ସ୍ୱାଧିନତାର ପ୍ରାୟ ୭୪ ବର୍ଷ ପରେ ମଧ୍ୟ ଆମ ରାଜ୍ୟର କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅଧିନସ୍ଥ ଡ଼ୁମେରଗୁଡା ପଞ୍ଚାୟତର ବୋର୍ଡିପଡା

କୋଭିଡ୍‌ କେୟାର୍ ସେଣ୍ଟର୍‌ରେ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବେ ମୁଖ୍ୟମନ୍ତ୍ରୀ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ / ବିଜୟୱାଡା ୦୯/୦୮: ଆଜି ସକାଳେ ଆନ୍ଧ୍ରପ୍ରଦେଶର ବିଜୟୱାଡା ସହରରେ ଥିବା କୋଭିଡ୍ କେୟାର ସେଣ୍ଟରରେ ନିଆଁ ଲାଗିଥିବା ନେଇ ଖବର ମିଳିଥିଲା। ଏହି ଦୁର୍ଘଟଣାରେ ପ୍ରଥମେ ୭ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଥିବା ବେଳେ ଏବେ ମୃତ୍ୟୁ

ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଙ୍କ ପ୍ରଭୁ ଶ୍ରୀରାମ ଅଭିଷେକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ ଲଣ୍ଡନ୦୯/୦୮:: ଅଯୋଧ୍ୟାରେ ଗତ ୫ ତାରିଖରେ ଶ୍ରୀରାମମନ୍ଦିର ଭୂମି ପୂଜନ ସମୟରେ ଦେଶ ବିଦେଶରେ ଏଥିପାଇଁ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚନା ହୋଇଛି । ଆମେରିକାର ଟାଇମ୍ସ ସ୍କୋୟାରଠାରୁ ଆରମ୍ଭ କରି ନ୍ୟୁଜିଲାଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ଦେଶରେ ଶ୍ରୀରାମଙ୍କ
error: Content is protected !!
Open chat