Browsing Tag

ସଂବାଦ ଦାତା

ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲା : ଆଦିତ୍ୟ ଠାକରେଙ୍କ ମନ୍ତବ୍ୟକୁ ନେଇ ପାଲଟା ଆକ୍ରମଣ କଲେ କଙ୍ଗନା ରାଣାଓ୍ବତ

ମୁମ୍ବାଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୮: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ନିଜ ବିରୋଧରେ ଆସିଥିବା ଅଭିଯୋଗର ଜବାବରେ ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେ କହିଛନ୍ତି ଯେ ଏହି ମାମଲାରେ ସଡ଼କଛାପ ରାଜନୀତି ଚାଲିଛି। ଏହି ମାମଲା ମାଧ୍ୟମରେ ପରିବାର

ଅଗଷ୍ଟ ୧୬ ତାରିଖରୁ ଆରମ୍ଭ ହେବ ବୈଷ୍ଣୋ ଦେବୀ ଯାତ୍ରା

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୮ : ଜମ୍ମୁ-କାଶ୍ମୀର : ବୈଷ୍ଣୋ ଦେବୀ ଯାତ୍ରା କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଏବେ ତାଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଜମ୍ମୁ-କାଶ୍ମୀର ପ୍ରଶାସନ ଦୀର୍ଘ ସମୟ ଧରି ବନ୍ଦ ରଖିଥିବା ଧାର୍ମିକସ୍ଥଳକୁ ଆସନ୍ତା ଅଗଷ୍ଟ

‘ମନିଟାରି ପଲିସି କମିଟି’ ବୈଠକ ପରେ ଆର୍‌ବିଆଇ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସଙ୍କ ସୂଚନା : ନକାରାତ୍ମକ ରହିବ ଜିଡିପି

ଆର୍‌ବିଆଇ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସଙ୍କ ସୂଚନା; ୪%ରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ଯୋଗୁଁ ୨୦୨୦-୨୧ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ନେଗେଟିଭ୍‌ ରହିବ ନୂଆଦିଲ୍ଲୀ / ମୁମ୍ବଇ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୬/୦୮ : କରୋନା

ନାରୀ ଶକ୍ତି ହାତରେ କାଶ୍ମୀରର ସୁରକ୍ଷା ଭାର : ଏଲଓସିରେ ପ୍ରଥମ ଥର ନିୟୋଜିତ ହୋଇଛନ୍ତି ମହିଳା ସୈନିକ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୮: ହାତରେ ବନ୍ଧୁକ, ଦେହରେ ସେନାର ବର୍ଦ୍ଦି, ମନରେ ଶତସିଂହର ବଳ । ଶତ୍ରୁ ଛାତିରେ ତାଣ୍ଡବ କରିବେ ନାରୀଶକ୍ତି । ପରାକ୍ରମୀ ମହିଳା ଯବାନଙ୍କ ହାତରେ ଦେଶର ସୁରକ୍ଷା କମାଣ । ଏଲଓସିରେ ପ୍ରଥମ ଥର ପାଇଁ ମୁତୟନ ହେଲେ ମହିଳା ଯବାନ । କାଶ୍ମୀରକୁ

କରୋନା ଭୂତାଣୁକୁ ନେଇ ଭ୍ରମାତ୍ମକ ତଥ୍ୟ ସୋସିଆଲ ମିଡିଆରେ ଶେୟାର କରିଥିବାରୁ ଟ୍ରମ୍ପଙ୍କ ଉପରେ କଟକଣା ଲଗାଇଲା ଟ୍ବିଟର

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ / ୱାଶିଂଟନ୦୬/୦୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ କଟକଣା ଲଗାଇଛି ଟ୍ବିଟର। ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ ଉପରେ ଅସ୍ଥାୟୀ ଭାବେ ରୋକ୍‌ ଲଗାଯାଇଛି। କରୋନା ଭୂତାଣୁକୁ ନେଇ ଟ୍ରମ୍ପ ଭ୍ରମାତ୍ମକ ତଥ୍ୟ ସୋସିଆଲ ମିଡିଆରେ ଶେୟାର

‘ସୀମି କରଣ’ – ଓଡିଆ ଝିଅ ୟୁପିଏସ୍‌ସି ପ୍ରାଶାସନିକ ପରୀକ୍ଷାରେ ଦେଶର ସର୍ବକନିଷ୍ଠ ଟପର ହେବାର ଗୌରବ ଆଣିଲେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୬/୦୮: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନମଣ୍ଡଳୀ ସନ୍ତୋଷପୁରର ଝିଅ ସୀମି କରଣ ପ୍ରକାଶ ପାଇଥିବା ୟୁପିଏସ୍‌ସି ପ୍ରାଶାସନିକ ସେବା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୩୧ ର‌୍ୟାଙ୍କ୍‌ ହାସଲ କରିଛନ୍ତି । ସୀମି ଏହି ର‌୍ୟାଙ୍କ୍‌ ହାସଲ କରିବାରେ

ଗୁଜରାଟର ଅହମଦାବାଦସ୍ଥିତ କୋଭିଡ୍-୧୯ ଶ୍ରେ’ ହସ୍ପିଟାଲ୍‌ରେ ଭୀଷଣ ଅଗ୍ନିକାଣ୍ଡ : ୮ ମୃତ , ଶୋକ ପ୍ରକାଶ କଲେ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଅହମଦାବାଦ ୦୬/୦୮: ଗତ ରାତିରେ ଗୁଜରାଟର ଅହମଦାବାଦସ୍ଥିତ ଏକ ଘରୋଇ କୋଭିଡ୍-୧୯ ହସ୍ପିଟାଲ୍‌ରେ (ଶ୍ରେ’)ଭୀଷଣ ଅଗ୍ନିକାଣ୍ଡ ଘଟି ଅନ୍ୟୂନ ୮ଜଣ ରୋଗୀ ପ୍ରାଣ ହରାଇଛନ୍ତି। ଅହମଦାବାଦର ନବରଙ୍ଗପୁର ଅଞ୍ଚଳରେ ଅବସ୍ଥିତ ଉକ୍ତ ହସ୍‌ପିଟାଲ୍‌ର ଚତୁର୍ଥ ତାଲାରେ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଜମ୍ମୁ ଓ କଶ୍ମୀରର ନୂତନ ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍ ଭାବେ ନିଯୁକ୍ତ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୮ :  ଜାମୁ କାଶ୍ମୀରର ନୂତନ ରାଜ୍ୟପାଳ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ସ୍ନିହାଙ୍କୁ ଜମ୍ମୁ କାଶ୍ମୀରର ନୂଆ ଉପ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି।ବୁଧବାର ଦିନ

ନୂଆ ମାନଚିତ୍ର ପ୍ରସଙ୍ଗରେ ଭାରତର ପ୍ରତିକ୍ରିୟା : ପାକିସ୍ତାନ ସରକାରଙ୍କ ରାଜନୈତିକ ମୁର୍ଖତା

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୮: ପାକିସ୍ତାନ ଦ୍ୱାରା ଭାରତର ଜମ୍ମୁ, କଶ୍ମୀର, ଲଦାଖ ଓ ଗୁଜୁରାଟର ଜୁନାଗଡ଼କୁ ନିଜସ୍ୱ ଅଞ୍ଚଳ ବୋଲି ଦର୍ଶାଇ ନୂଆ ମାନଚିତ୍ର ଜାରି କରିବାକୁ ତୀବ୍ର ବିରୋଧ କରିଛି । ଏହା ପାକିସ୍ତାନ ସରକାରଙ୍କ ରାଜନୈତିକ ମୁର୍ଖତା ବୋଲି ଭାରତ ସରକାର କହିଛନ୍ତି ।

ହିଂସା ଓ ଘୃଣାର ମଞ୍ଜି ବୁଣୁଥିବା ଅଭିଯୋଗ କରି ହିନ୍ଦୁ ସେନା ପକ୍ଷରୁ ସାଂସଦ ଅସାଦୁଦ୍ଦିନ ଓୱେସୀ ଓ ଅଲ ଇଣ୍ଡିଆ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୬/୦୮: ନୂଆଦିଲ୍ଲୀ: ହିଂସା ଓ ଘୃଣାର ମଞ୍ଜି ବୁଣୁଥିବା ଅଭିଯୋଗ କରି ହିନ୍ଦୁ ସେନା ପକ୍ଷରୁ ସାଂସଦ ଅସାଦୁଦ୍ଦିନ ଓୱେସୀ ଓ ଅଲ ଇଣ୍ଡିଆ ପର୍ସନାଲ ଲ’ ବୋର୍ଡ(ଆଇଏମପିଏଲବି) ନାଁରେ ଏତଲା ଦିଆଯାଇଛି। ଦିଲ୍ଲୀ ପୁଲିସ୍‌ ନିକଟରେ ହିନ୍ଦୁ ସେନା ଫାଇଲ କରିଥିବା
error: Content is protected !!
Open chat