Browsing Tag

ଓଡିଆ ସଂବାଦ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କାଣ୍ଡରଗଡି ପଞ୍ଚାୟତ ପାର୍କ : ଏବେ ଗାଁ ଲୋକ ପାଇବେ ଚିତ୍ତବିନୋଦନ ଲାଗି ସହର ଭଳି…

ଭଦ୍ରକ/ଚାନ୍ଦବାଲି,(କଳିଙ୍ଗ ଜ୍ୟୋତି ବ୍ୟୁରୋ / ମଣିପ୍ରସାଦ ପାଢୀ),୧୭/୦୮: ଏବେ କାଣ୍ଡରଗଡି ଗାଁ ଲୋକେ ମଧ୍ୟ ନେଇପାରିବେ ସହର ଭଳି ପାର୍କର ମଜା । ସନ୍ଧ୍ୟା ହେଲେ ବସି ଚିତ୍ତବିନୋଦନ କରିିିିିବା ସହ ସମୟ ଅତିବାହିତ କରି ନିଜର ମନକୁ ଶାନ୍ତ କରିପାରିବେ । ରାଜ୍ୟ ସରକାରଙ୍କ ତରଫରୁ

ରାହୁଲ ଗାନ୍ଧୀଙ୍କୁ ବିଜେପିର ତେରଛାବାଣ: “ରାହୁଲ ଗାନ୍ଧୀ ଜଣେ ଅସଫଳ ରାଜନେତା” – ଭାଜପା…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୮ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନେକ ସମୟରେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରୁଛନ୍ତି। ଦିନକ ପୂର୍ବରୁ ରାହୁଲ ଭାଜପା ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ (ଆର୍‌ଏସ୍‌ଏସ୍‌) ଉପରେ ଅଭିଯୋଗ ଆଣିିଥିଲେ

ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶ: ଧାର୍ଯ୍ୟ ତାରିଖରେ ହିଁ ହେବ ଜେ.ଇ.ଇ-ମେନ‌ ଓ ନିଟ୍‌ ପରୀକ୍ଷା

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୮ : ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଜେଇଇ-ମେନ ଓ ନିଟ୍‌ ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଖାରଜ ହୋଇଯାଇଛି। ଧାର୍ଯ୍ୟ ତାରିଖ ଅନୁସାରେ ଆସନ୍ତା ସେପ୍ଟେମ୍ବର ମାସରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି

‘ଡି୬୧୪ଜି’ ଭୂତାଣୁ : କରୋନା ଭୂତାଣୁ ଠାରୁ ୧୦ ଗୁଣ ଅଧିକ ମାରାତ୍ମକ ଭାଇରସ – ମାଲେସିଆରେ ଠାବ…

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୮ : ଏବେ ମାଲେସିଆ ଯେଉଁ ତଥ୍ୟ ଦେଇଛି, ତାହା ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି। ଚାଇନାର ଉହାନରେ କରୋନା ଭାଇରସର ଯେଉଁ ଷ୍ଟ୍ରେନ ଠାବ କରାଯାଇଥିଲା, ତା’ଠାରୁ ଅଧିକ ୧୦ ଗୁଣ ଅଧିକ ଭୟଙ୍କର ଏକ କରୋନା ଭୂତାଣୁ ଠାବ ହୋଇଛି।

ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଚିହ୍ନଟ: ନିଜେ ଟ୍ୱିଟ୍ କରି ସୂଚନା ଦେଲେ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ୍ନ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୭/୦୮ : ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି। ଏନେଇ ନିଜେ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ ଟ୍ୱିଟ କରି ସୂଚନା ଦେଇଛନ୍ତି। ତାଙ୍କ ନମୁନା

ଭାରତରତ୍ନ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୨ୟ ପୂଣ୍ୟତିଥିରେ ଗଭୀର…

ଓଡିଶାର ବିକାଶ କ୍ଷେତ୍ରରେ ଅଟଳଜୀଙ୍କ ଅବଦାନ ଅତୁଳନୀୟ: ସମୀର ମହାନ୍ତି : ସମୀର ମହାନ୍ତି ୧୯୯୯ ମହାବାତ୍ୟା ପରେ ଓଡ଼ିଶାବାସୀଙ୍କ ଦୁର୍ଦ୍ଦୀନରେ ବାଜପେୟୀଙ୍କ ସାହାଯ୍ୟ ଓ ସମର୍ଥନ ଅବିସ୍ମରଣୀୟ ସ୍ୱର୍ଗତଃ ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ବିକାଶ (ସ୍ୱର୍ଣ୍ଣ ଚତୁର୍ଭୁଜ) ଯୋଜନାରେ

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ବିସ୍ଫୋରକ ବୟାନ : କହିଲେ ମମତା ସରକାର ରାଜଭବନ ଉପରେ ଗୁଇନ୍ଦା ନଜର ରଖୁଛନ୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ କୋଲକାତା ୧୭/୦୮ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ମତଭେଦ ମଧ୍ୟରେ ରବିବାର ରାଜ୍ୟପାଳ ଏକ ବିସ୍ଫୋରକ ବୟାନ ରଖିଛନ୍ତି। ରାଜ୍ୟପାଳ ଜଗଦୀପ ଧନଖଡ ମମତା ସରକାରଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ରାଜଭବନ ଉପରେ ଗୁଇନ୍ଦା ନଜର

୧୮୫୭ରେ ଇଂରେଜ ବିରୋଧରେ ଓ ୨୦୧୪ରେ ହିନ୍ଦୁତ୍ଵ ପାଇଁ ଆରମ୍ଭ ହୋଇଛି ଯୁଦ୍ଧ: ସୁବ୍ରମଣ୍ୟମ ସ୍ବାମୀ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୭/୦୮ :ଭାରତରେ କେବେ​‌ କେବେ ଯୁଦ୍ଧ ହୋଇଛି ଏବଂ ଦେଶବାସୀଙ୍କୁ କିପରି ସ୍ବାଧୀନତା ମିଳିଛି ସେ ନେଇ ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ଏକ ଟ୍ବିଟ୍‌ କରି କହିଛନ୍ତି। ତେବେ ଏଥିରେ ସେ ଏପରି ଏକ ଯୁଦ୍ଧ କଥା ଉଠାଇଛନ୍ତି, ଯାହାକୁ ନେଇ ବିବାଦର

ଆଜି ଠାରୁ ଖୋଲିଲା ମା’ବୈଷ୍ଣୋ ଦେବୀଙ୍କ ମନ୍ଦିର ,ମା’ଙ୍କୁ ପ୍ରତିଦିନ ୨ହଜାର ଭକ୍ତ ଦର୍ଶନ କରିବେ

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୭/୦୮ : କରୋନା ମହାମାରୀ ପାଇଁ ବନ୍ଦ ଥିବା ମା’ବୈଷ୍ଣବୀ ଦେବୀଙ୍କ ମନ୍ଦିର ଆଜି ଠାରୁ ଭକ୍ତଙ୍କ ପାଇଁ ଖୋଲା ଯାଇଛି। ଜମ୍ମୁ-କାଶ୍ମୀର ପ୍ରଶାସନ ୧୬ ଅଗଷ୍ଟ ଅର୍ଥାତ ଆଜି ଠାରୁ ମା’ବୈଷ୍ଣବୀ ଦେବୀଙ୍କ ଯାତ୍ରା ଆରମ୍ଭ କରିବାକୁ ଅନୁମତି ପ୍ରଦାନ କରିଛି।

‘ଫେମ ଇଣ୍ଡିଆ ଏସିଆ ପୋଷ୍ଟ’: ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ମଧ୍ୟରେ ଓଡ଼ିଶାର ଦୁଇ ବିଧାୟକ ତାରାପ୍ରସାଦ…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୮ : କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ବିଜେଡ଼ି ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ମଧ୍ୟ​‌ରେ ସ୍ଥାନ ପାଇଛନ୍ତି । ଓଡ଼ିଶାର ଦୁଇ ବିଧାୟକ ଫେମ୍ ଇଣ୍ଡିଆ ଏସିଆ ପୋଷ୍ଟରେ ସ୍ଥାନ ପାଇଛନ୍ତି । ନିଜର
error: Content is protected !!
Open chat