୩୪ ସପ୍ତାହର ଭ୍ରୂଣକୁ ଗର୍ଭପାତ ପାଇଁ ଅନୁମତି
କଲକାତା : ସ୍ବାସ୍ଥ୍ୟଗତ ସମସ୍ୟା କାରଣକୁ ନେଇ ଜଣେ ୩୭ବର୍ଷୀୟା ମହିଳାଙ୍କର ୩୪ ସପ୍ତାହର ଭ୍ରୂଣକୁ ଗର୍ଭପାତ କରାଇବା ଲାଗି କୋଲକାତା ଉଚ୍ଚ ନ୍ୟାୟାଳୟ ଅନୁମତି ପ୍ରଦାନ କରିଛନ୍ତି। ଏହା ଦେଶର ସବୁଠାରୁ ବିଳମ୍ବିତ ଗର୍ଭପାତ ଯାହାକୁ ନ୍ୟାୟିକ ଅନୁମତି ମିଳିଛି। ଡାକ୍ତରୀ ବୋର୍ଡର ରିପୋର୍ଟ!-->…