Browsing Tag

ଓଡିଶା ରିପୋର୍ଟର

ଶୁଭାରମ୍ଭ ହେଲା ସମ୍ବଲପୁର ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବ, ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ସଂପନ୍ନ

ସମ୍ବଲପୁର୧୨/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ବିଶ୍ୱ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ପର୍ବର ବିଭିନ୍ନ ବିଧି ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ବିବାହ ପୂର୍ବରୁ ମହାଦେବଙ୍କ କନ୍ୟା ଅନ୍ୱେଷଣର ପର୍ବ ପତରପେଣ୍ଡିରୁ ଏହି ପ୍ରସିଦ୍ଧ ପର୍ବ ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସର୍ବ

ବିଚାର ଆଗରୁ ଦେଶ ଛାଡ଼ି ଚାଲିଯିବା ଆଶଙ୍କା କରି ମେହୁଲ୍‌ ଚୋକ୍‌ସିଙ୍କ ଜାମିନ ଅଗ୍ରାହ୍ୟ କଲେ ଡୋମିନିକା ହାଇକୋର୍ଟ

ରୋଜୋ ୧୨/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଶୁକ୍ରବାର ଦିନ ଡୋମିନିକା ହାଇକୋର୍ଟ ପଳାତକ ହୀରା ସୌଦାଗର ମେହୁଲ୍‌ ଚୋକ୍‌ସିଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ବିଚାରପତି ୱିଇନାଣ୍ଟେ ଆଡ୍ରିନ୍‌-ରବର୍ଟସ୍‌ କହିଲେ, ଜାମିନ ମଞ୍ଜୁର ହେଲେ ବିଚାର ଆଗରୁ ଚୋକ୍‌ସି ଦେଶ ଛାଡ଼ି

ଆମେରିକାର ସବୁଠାରୁ ବଡ ଚାଷୀ ବିଲ୍‍ ଗେଟସ

ୱାଶିଂଟନ ୧୨/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା, ବିଶ୍ୱର ସବୁଠାରୁ ଧନୀମାନଙ୍କ ମଧ୍ୟରେ ଅନ୍ୟତମ ଏବଂ ଜଣେ ବଦାନ୍ୟ ବ୍ୟକ୍ତି ଭାବରେ ସମସ୍ତେ ବିଲ୍‍ ଗେଟସଙ୍କୁ ଜାଣନ୍ତି। କିନ୍ତୁ ହୁଏତ କମ୍‍ ଲୋକ ଏକଥା ଜାଣିଥିବେ ଯେ, ସେ ହେଉଛନ୍ତି ଆମେରିକାର ଅନ୍ୟତମ

ମୁଖ୍ୟମନ୍ତ୍ରୀଙ୍କ ଇସାରା: କୋହଳ ହେବ ଲକ୍‌ଡାଉନ୍, କମ୍‌ ସଂକ୍ରମଣ ଜିଲ୍ଲାରେ ଅନ୍‌ଲକ୍‌ ନେଇ ବିଚାର

ଭୁବନେଶ୍ବର ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଜୀବନ ଜୀବିକାକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି । ବିଶେଷଜ୍ଞମାନେ କରୋନାର ତୃତୀୟ ଲହର ଆସିବ ବୋଲି ଆକଳନ କରୁଛନ୍ତି । ଏହାକୁ ଗମ୍ଭୀରତାର ସହ ନେଇ ରାଜ୍ୟ ସରକାର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତିକୁ

୧୫୦ ଟଙ୍କାରେ ମିଳିବ ବାୟୋଲଜିକାଲ-ଇ ର ଗୋଟେ ଡୋଜ

ନୂଆଦିଲ୍ଲୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଦେଶରେ କରୋନା ଦେଖା ଦେଉଥିବା ବେଳେ କେନ୍ଦ୍ର ସରକାର ଏବେ ବିଭିନ୍ନ ଟିକାକୁ ଅନୁମୋଦନ ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପୁର୍ବରୁ କୋଭାକ୍ସିନ୍, କୋଭିସିଲଡ଼ ଓ ସ୍ପୁଟନିକ-ଭି ଟିକାକୁ ସରକାର ଅନୁମତି ଦେଇଥିବା ବେଳେ ଏବେ ହାଇଦ୍ରାବାଦ

ପ୍ରସିଦ୍ଧ ବଙ୍ଗଳା ଚଳଚ୍ଚିତ୍ର ନିର୍ମାତା ବୁଦ୍ଧଦେବ ଦାସଗୁପ୍ତାଙ୍କ ପରଲୋକ

କୋଲକାତା ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ପ୍ରସିଦ୍ଧ ବଙ୍ଗଳା ଚଳଚ୍ଚିତ୍ର ନିର୍ମାତା ବୁଦ୍ଧଦେବ ଦାସଗୁପ୍ତାଙ୍କର ଆଜି ସକାଳେ ପରଲୋକ ଘଟିଛି। ସେ ଜଣେ ଖ୍ୟାତନାମା କବି ଥିଲେ ଏବଂ ବଙ୍ଗଳା ଚଳଚ୍ଚିତ୍ରକୁ ତାଙ୍କର ଅବଦାନ ପାଇଁ ତାଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ଭୁବନେଶ୍ବର ଏମ୍‌ସରେ ସ୍ଥାପନ ହେବ ଜୀବନ ରକ୍ଷାକାରୀ ଇକମୋ ମେସିନ, କରୋନା ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ଓଡ଼ିଶାରେ…

ଭୁବନେଶ୍ୱର ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଜୀବନ ରକ୍ଷାକାରୀ ଇକମୋ ମେସିନ ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ରେ ଲାଗିବ ବୋଲି ଅଧୀକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି। ଏମ୍‌ସ ଅଧୀକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତ ଯେ ଭୁବନେଶ୍ୱର

କେବଳ ପୁରୀରେ ହେବ ରଥଯାତ୍ରା – ସ୍ୱତନ୍ତ୍ର ରିଲିଫ କମିସନର

ପୁରୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଚଳିତ ବର୍ଷ ମଧ୍ୟ ପୁରୀ ଛଡା ଅନ୍ୟ କେଉଁଠାରେ ହୋଇ ପାରିବ ନାହିଁ ରଥଯାତ୍ରା। ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ଗତ ବର୍ଷ ଭଳି ଚଳିତ ବର୍ଷ ପୁରୀ ଛଡା ଅନ୍ୟ ସମସ୍ତ ସ୍ଥାନରେ

ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

କୃଷି ଯାନ୍ତ୍ରିକୀକରଣ ପାଇଁ କୋଡ଼ିଏ କୋଟି ଟଙ୍କାର ରିହାତି ସହାୟତା ଭୁବନେଶ୍ବର ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ୩୩% ବା ତାଠାରୁ ଅଧିକ ଫସଲ କ୍ଷତି ସହିଥିବା

ଆମେରିକା ଲାବୋରେଟୋରୀ ରିପୋର୍ଟ; ଉହାନରୁ ଲିକ୍‍ ହୋଇଥାଇପାରେ କୋଭିଡ-୧୯ ଭୂତାଣୁ

ୱାଶିଂଟନ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : କୋଭିଡ-୧୯ ଭୂତାଣୁ ସଂକ୍ରମଣ କେଉଁଠାରୁ ବ୍ୟାପିଲା ତାହାର ତଦନ୍ତ କରି ତିନିମାସ ମଧ୍ୟରେ ରିପୋର୍ଟ ଦେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶର ତଦନ୍ତକାରୀ ସଂସ୍ଥାଗୁଡିକୁ ନିର୍ଦ୍ଦେଶ ଦେବାର କିଛିଦିନ ପରେ ଏବେ ସେ ସମ୍ପର୍କିତ ଏକ
error: Content is protected !!
Open chat