Browsing Tag

ଓଡିଶା

କାଟ ଖାଇଲା ସରକାରଙ୍କ ପ୍ରସ୍ତାବ, ଦେଶବ୍ୟାପୀ ଜୋରଦାର ହେବ ବିକ୍ଷୋଭ

ଆଜି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୯ ପୃଷ୍ଠାର ପ୍ରସ୍ତାବକୁ କୃଷକ ସଙ୍ଗଠନ ଅଗ୍ରାହ୍ୟ କରିଛି। ପ୍ରସ୍ତାବ ପାଇବା ପରେ କୃଷକ ସଂଗଠନଗୁଡିକ ଏହି ପ୍ରସ୍ତାବ ଉପରେ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା କରିବା ପରେ ଦିଲ୍ଲୀ-ହରିୟାଣା ସୀମା ସିଙ୍ଗୁ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ

କରୋନା ରୋଗୀଙ୍କ ଘର ବାହାରେ ଲାଗିବନି ପୋଷ୍ଟର: ସୁପ୍ରମିକୋର୍ଟ

ନୂଆଦିଲ୍ଲୀ: ଏଣିକି ସରକାର କରୋନା ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇପାରିବେନି। ଏହା ଉପରେ ସୁପ୍ରିମକୋର୍ଟ ଅଙ୍କୁଶ ଲଗାଇଛନ୍ତି। କୌଣସି ବ୍ୟକ୍ତି କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ ତାଙ୍କ ଘର ବାହାରେ ପ୍ରଶାସନ ପକ୍ଷରୁ ଚେତାବନୀ ସମ୍ପର୍କିତ ପୋଷ୍ଟର ବା ସାଇନେଜ୍‌ ଲଗାଯାଉଛି। କିନ୍ତୁ

କିଛି ସପ୍ତାହରେ ଟିକାକୁ ମିଳିବ ଅନୁମତି : ଡୋଜ୍‌ ପ୍ରତି ୨୫୦ ଟଙ୍କାରେ ଦେବ ସିରମ

ନୂଆଦିଲ୍ଲୀ : ରୁଷ୍‌ରେ କରୋନା ଟିକା ସ୍ପୁଟନିକ୍‌-୫ର ଗଣ ଟିକାଦାନ ଆରମ୍ଭ ହୋଇଥିବାବେଳେ ଆଜି ଫାଇଜର ପ୍ରସ୍ତୁତ ଟିକାକୁ ବ୍ରିଟେନ ସର୍ବସାଧାରଣରେ ଦେବା ଆରମ୍ଭ କରିଛି। ବ୍ରିଟେନର ଜଣେ ୯୦ ବର୍ଷୀୟ ମହିଳା ଫାଇଜର ଟିକା ନେଇଛନ୍ତି। ଅନ୍ୟପକ୍ଷରେ ଭାରତରେ ମଧ୍ୟ ଆଉ କିଛି ସପ୍ତାହ ପରେ କରୋନା

ଆଜି ବିଜେପିରେ ଯୋଗଦେବେ ଅଭିନେତ୍ରୀ ବିଜୟାଶାନ୍ତି

ହାଇଦ୍ରାବାଦ ୦୭/୧୨: ଅଭିନେତ୍ରୀରୁ ରାଜନେତ୍ରୀ ବନିଥିବା ବିଜୟାଶାନ୍ତି ଆଜି ବିଜେପିରେ ଯୋଗଦେବେ। ନୂଆଦିଲ୍ଲୀରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ । ଏହି ମିଶ୍ରଣ ପର୍ବ ପାଇଁ ତେଲଙ୍ଗାନା ବିଜେପି ଶାଖା ମୁଖ୍ୟ ବନ୍ଦି ସଞ୍ଜୟ କୁମାର

୨୦୨୧ ମାର୍ଚ୍ଚ ସୁଦ୍ଧା ୧୮୯ଟି ଦେଶକୁ ମିଳିବ ୫୦କୋଟିରୁ ଅଧିକ କରୋନା ଟିକା – ହୁ

ଆସନ୍ତାବର୍ଷ ପ୍ରଥମ ତିନି ମାସ ସୁଦ୍ଧା ୫୦କୋଟିରୁ ଅଧିକ କରୋନା ଟିକା ସାରା ବିଶ୍ୱରେ ଉପଲବ୍ଧ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍‍ କହିଛନ୍ତି। ଜେନେଭା ନ୍ୟୁଜ୍‍ କନ୍‍ଫରେନ୍ସରେ ସ୍ୱାମୀନାଥନ କହିଛନ୍ତି, କୋଭାକ୍ସ ଯୋଜନା ଅଧୀନରେ ଏହି ଟିକା

ଜାମ୍ମୁ କାଶ୍ମୀରର ୩୪ଟି ଜିଲ୍ଲା ବିକାଶ ପରିଷଦ ଲାଗି ଆଜି ସକାଳ ୭ରୁ ମତଦାନ ଆରମ୍ଭ

ଜାମ୍ମୁ କାଶ୍ମୀରର ୩୪ଟି ଜିଲ୍ଲା ବିକାଶ ପରିଷଦ ଲାଗି ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏଥିରେ ଜାମ୍ମୁ କାଶ୍ମୀର ଡିଭିଜନ୍‍ର ୧୭ଟି ଜିଲ୍ଲା ବିକାଶ ପରିଷଦ ଆସନ ରହିଛି। ଏହାଛଡ଼ା ଏହି ପର୍ଯ୍ୟାୟରେ ଖାଲି ପଡ଼ିଥିବା ୫୦ଟି ସରପଞ୍ଚ ଆସନ ଏବଂ ୨୧୬ଟି ପଞ୍ଚ ଆସନ ପାଇଁ ମଧ୍ୟ ମତଦାନ

ଦ୍ୱିତୀୟ ଟି-୨୦: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ କଲା କମାଲ , ୨-୦ରେ ଶୃଙ୍ଖଳା ଜିତିଲା ଭାରତ

ସିଡନି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସିଡନି କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ପକ୍ଷରୁ ମିଳିଥିବା ୧୯୫ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୪ଟି  ଉଇକେଟ୍‌ ହରାଇ ୧୯.୪ ଓଭରରେ ପୂରା କରିଛି। ଏହି

ରାହୁଲଙ୍କ ପାଖରେ ରାଜନୈତିକ ସ୍ଥିରତାର ଅଭାବ ରହିଛି: ପାୱାର

ଯଦି ସ୍ଥିର ସରକାର ଲୋଡ଼ା, ନେତୃତ୍ବକୁ ନେଇ କୌଣସି ଟିପ୍ପଣୀ ରଖନାହିଁ : କଂଗ୍ରେସ ନୂଆଦିଲ୍ଲୀ : ଏନ୍‌ସିପି ସଭାପତି ଶରଦ ପାୱାର ପୂର୍ବତନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ରଖିଛନ୍ତି। ପାୱାରଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ମଧ୍ୟ ଖପ୍ପା ହୋଇଯାଇଛି। ପାୱାର

ଆସନ୍ତା ୧୧ରେ ଅଣକୋଭିଡ ସେବା ବନ୍ଦ କରିବେ ଡାକ୍ତର, ଭାରତୀୟ ଶଲ୍ୟ ଚିକିତ୍ସକ ସଂଘର ଆନ୍ଦୋଳନ ଡ଼ାକରା

ଆୟୁର୍ବେଦ ଡାକ୍ତର ଅସ୍ତ୍ରୋପଚାର କରିବା ନେଇ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ବିରୋଧ, ସାମିଲ ହେବ ଓଡ଼ିଶା ଭୁବନେଶ୍ବର: ନଭେମ୍ବର ୧୯ରେ ଆୟୁର୍ବେଦ ଡାକ୍ତରଙ୍କୁ ସାଧାରଣ ଅସ୍ତ୍ରୋପଚାର କରିବା ନିମନ୍ତେ ଆଇନସମ୍ମତ ଅନୁମତି ଦିଆଯିବ ବୋଲି କେନ୍ଦ୍ର ସରକାର ଏକ ଗେଜେଟ୍‌ ବିଜ୍ଞପ୍ତି

ଭାରତରେ ଟିକାକରଣ ପାଇଁ ଅନୁମତି ମାଗିଲା ଫାଇଜର

ନୂଆଦିଲ୍ଲୀ: ଭାରତରେ ଟିକାକରଣ ପାଇଁ ଅନୁମତି ମାଗିଛି ଫାଇଜର।  ଭାରତରେ କରୋନାଭାଇରସ୍‌ ଟିକାର ବ୍ୟବହାର ନିମନ୍ତେ ଆମେରିକୀୟ ଔଷଧ କମ୍ପାନି ‘ଫାଇଜର୍‌’ ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ଙ୍କ (ଡିସିଜିଆଇ)ଅନୁମୋଦନ ନିମନ୍ତେ ଆବେଦନ କରିଥିବା କଥା ଜଣାପଡ଼ିଛି।
error: Content is protected !!
Open chat