ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଫଳରେ ବ୍ୟାପକ ବିଆଳୀ ଧାନ ଫସଲ ଗଜା ହୋଇ ନଷ୍ଟ ହେବା ଆଶଙ୍କା ! !
ନିଶ୍ଚିନ୍ତକୋଇଲି,(ପ୍ରଫୁଲ୍ଳ କୁମାର ମହାପାତ୍ର/କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୦/୧୦: ନିଶ୍ଚିନ୍ତକୋଇଲି ବ୍ଲକର ମହାନଦୀ – ଚିତ୍ରୋତ୍ପଳା ଓ ଲୁଣା – ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳରେ ଲଗାଣ ବର୍ଷା ଫଳରେ ବ୍ୟାପକ ବିଆଳୀ ଧାନ ଫସଲ ଗଜା ହୋଇଯିବା ଯୋଗୁ ଚାଷୀମାନଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ଚଳିତ!-->…