Browsing Tag

ରିପୋର୍ଟ

ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ : ପାସ ହାର ୭୦.୨୧ ପ୍ରତିଶତ

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮: ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ପୁର୍ବ ଘୋଷଣା ଅନୁୁଯାୟୀ, ଆଜି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ୨୦୨୦ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି । ମୋଟ ୯୭୩୭୭ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ

“କରୋନା ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ସ୍ୱେଚ୍ଛାକୃତ ଭାବେ ତୁରନ୍ତ ଟେଷ୍ଟିଂ ପାଇଁ ଆଗେଇ ଆସନ୍ତୁ”…

ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮: କରୋନାକୁ ଭୟ ନ କରି ଚିକିତ୍ସା ପାଇଁ ଆଗେଇ ଆସିବା ସହିତ ରୋଗୀଙ୍କୁ ଘୃଣା ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । କରୋନାକୁ ପ୍ରତିହତ କରିବା ପାଇଁ ଟେଷ୍ଟିଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏ ଦିଗରେ

‘କମଳା ହ୍ୟାରିସ’ : ପ୍ରଥମ ଭାରତୀୟ ବଂଶୋଦ୍ଭବ ମହିଳା ହେବେ ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ/ୱାଶିଂଟନ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ପ୍ରଥମ ଭାରତୀୟ ବଂଶୋଦ୍ଭବ ମହିଳା କମଳା ହ୍ୟାରିସ ହେବେ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ । ଡ଼େମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇନେଡ଼ ଏ କଥା ଘୋଷଣା କରିଛନ୍ତି । ଏହି ପଦ ନିମନ୍ତେ ନିର୍ବାଚନ ଲଢ଼ିବାରେ ସେ

‘କଳିଙ୍ଗ ଜ୍ୟୋତି’ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଏବଂ ସ୍ୱାଧୀନତା ଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ।

ତା.୧୨/୦୮/୨୦୨୦, ବୁଧବାର ଠାରୁ ଦୈନିକ 'କଳିଙ୍ଗ ଜ୍ୟୋତି' ଇ-ପେପର ରୂେପ ଆତ୍ମପ୍ରକାଶ କଲା । ପଢିବାକୁ ଲଗଅନ କରନ୍ତୁ - www.kalingajyoti.com/epaper

‘ସ୍ପୁତନିକ ଭି’ : ରୁଷ ସାମ୍ନାକୁ ଆଣିଲା ବିଶ୍ୱର ପ୍ରଥମ କରୋନା ଭ୍ୟାକ୍ସିନର ଅଫିସିଆଲ ଫଟୋ

ନୂଆଦିଲ୍ଲୀ/ମସ୍କୋ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ସାମ୍ନାକୁ ଆସିଲା ରୁଷର କରୋନା ଭ୍ୟାକ୍ସିନ ‘ସ୍ପୁତନିକ ଭି’ର ଅଫିସିଆଲ ଫଟୋ ନିକଟରେ ରୁଷ ସଫଳତାର ସହ କରୋନା ଟିକା ପ୍ରସ୍ତୁତ କରିଥିବା ଘୋଷଣା କରିଛି। ଏହା କରିବାରେ ଏହା ବିଶ୍ୱର ପ୍ରଥମ ଦେଶ ହୋଇପାରିଛି। ଟୀକାକରଣର ପ୍ରଥମ ମାତ୍ରା

ବେଙ୍ଗାଲୁରୁ : ଫେସବୁକ୍ ପୋଷ୍ଟକୁ ନେଇ ହିଂସା , ବିଧାୟକଙ୍କ ଘରେ ଆକ୍ରମଣ, ୨ ମୃତ, ୬୦ ପୋଲିସ କର୍ମୀ ଆହତ, ସ୍ଥାନୀୟ…

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୨/୦୮: ମଙ୍ଗଳବାର ରାତିରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ଏହି ହିଂସାକାଣ୍ଡ ଘଟିଛି। କଂଗ୍ରେସ ବିଧାୟକ ଶ୍ରୀନିବାସ ମୁର୍ତ୍ତୀଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କ ଦ୍ୱାରା ଲିଖିତ ଏକ ଫେସବୁକ ପୋଷ୍ଟ କାରଣରୁ ବେଙ୍ଗାଲୁରୁରେ ବିଧାୟକଙ୍କ ଘରେ ଭିଡ଼ ତୁମୁଳକାଣ୍ଡ

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ପୈତୃକ ସମ୍ପତ୍ତି ଉପରେ ଝିଅମାନଙ୍କର ମଧ୍ୟ ସମାନ ଅଧିକାର

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ପୈତୃକ ସମ୍ପତ୍ତି ଉପରେ ଝିଅମାନଙ୍କର ସମାନ ଅଧିକାର ରହିଛି। ଏ ନେଇ ଆଜି ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ହିନ୍ଦୁ ଉତ୍ତରାଧିକାର ଆଇନ ୨୦୦୫ ଅନୁସାରେ ପିତାଙ୍କ ମୃତ୍ୟୁ ପରେ ବି ଝିଅମାନଙ୍କର ବାପାଙ୍କ

ପାକିସ୍ତାନୀ ସ୍ପିନର ଦାନିଶ କାନେରିଆ ଅଯୋଧ୍ୟା ଆସି ରାମଲାଲାଙ୍କ ଦର୍ଶନ କରିବାକୁ ଚାହାନ୍ତି

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୨/୦୮ : ପାକିସ୍ତାନର ପ୍ରତିବନ୍ଧିତ ଲେଗ୍ ସ୍ପିନର ଦାନିଶ କାନେରିଆ ରାମ ମନ୍ଦିର ଭୂମି ପୂଜନରେ ଖୁସି ବ୍ୟକ୍ତ କରି ସମଗ୍ର ଦୁନିଆ ପାଇଁ ଏହି ଦିନକୁ ଐତିହାସିକ ଆଖ୍ୟା ଦେଇଛନ୍ତି। କାନେରିଆ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଆସିବାକୁ ମଧ୍ୟ ଇଚ୍ଛା

ଜନସାଧାରଣଙ୍କ ଅନୁରୋଧ ମାନିଲା ପ୍ରଶାସନ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଏବଂ ସ୍ୱାଧୀନତା ଦିବସରେ ସଟ୍‍ଡାଉନ…

ସମ୍ବଲପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮: ସ୍ୱାଧୀନତା ଦିବସ ଅବସରରେ ଆସନ୍ତା ୧୫ ତାରିଖ ଓ ନୂଆଖାଇ ଅବସରରେ ଆସନ୍ତା ୨୨ ଓ ୨୩ ତାରିଖ ଦିନ ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ୍‌ ରହିବ ନାହିଁ। ସମ୍ବଲପୁର ଜିଲାରେ ସ୍ୱାଧୀନତା ଦିବସ ଓ ନୂଆଁଖାଇ ସମୟରେ ଲାଗୁ ହେବନି ସଟ୍‍ଡାଉନ କଟକଣା। ଏନେଇ

ଆସନ୍ତା ସ୍ୱାଧୀନତା ଦିବସରେ ସାରା ବିଶ୍ୱ ଦେଖିବ ଭାରତ-ଆମେରିକା ଦୃଢ଼ ସମ୍ପର୍କର ଝଲକ : ପ୍ରଥମଥର ପାଇଁ ନ୍ୟୁୟର୍କର…

ନୂଆଦିଲ୍ଲୀ/ନ୍ୟୁୟର୍କ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୨/୦୮ : ପ୍ରଥମଥର ପାଇଁ ଭାରତର ସ୍ୱାଧୀନତା ଦିବସରେ ଟାଇମ୍ସ ସ୍କୋୟାରରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ ହେବ ଏବଂ ଏହାବ୍ୟତୀତ ଭାରତୀୟ ସଂସ୍କୃତି ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଆସନ୍ତା ୧୫ ତାରିଖରେ ଭାରତର
error: Content is protected !!
Open chat