Browsing Tag

ରିପୋର୍ଟ

ଭୁବନେଶ୍ୱରରେ ପିସ୍ତଲ ଡିଲ୍‌ର ପର୍ଦ୍ଦାଫାସ : ଏସଟିଏଫ୍ ପକ୍ଷରୁ ଚଢାଉ,ମହିଳା ସହଯୋଗୀଙ୍କ ସମେତ ୩ ଅଟକ,ସ୍କର୍ପିଓ…

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ :ରାଜଧାନୀରେ ପିସ୍ତଲ ଡିଲ୍‌ର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ । ଡିଲ୍ ଚାଲିଥିବା ବେଳେ ଏସଟିଏଫ ଚଢାଉ କରିଥିଲା । ପିସ୍ତଲ କାରବାର ପାଇଁ ଯୋଜନା କରୁଥିବା ୨ ଯୁବକଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ଗୋଟିଏ ସ୍କର୍ପିଓ ଗାଡି ସହ

ଭାରତରେ ୫୦% ଦକ୍ଷତା ଥିବା ଟିକାକୁ ମଧ୍ୟ ଅନୁମତି ମିଳିବ : ଆଇସିଏମ୍‌ଆର୍‌ ମୁଖ୍ୟ ଡ. ବଳରାମ ଭାର୍ଗବ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ : କରୋନା ଟିକା ଉପରେ ଏବେ ସାରା ବିଶ୍ୱର ନଜର । ଅନେକ ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି । କିନ୍ତୁ କୌଣସି ଟିକା ବର୍ତ୍ତମାନସୁଦ୍ଧା ବଜାରରେ ବିକ୍ରି ନିମନ୍ତେ ଅନୁମତି ପାଇନି । ପରୀକ୍ଷଣରେ ମୁଖ୍ୟତଃ ଟିକାର ସୁରକ୍ଷା ଏବଂ

୨୦୨୧ସୁଦ୍ଧା ବିଶ୍ବ ସ୍ତରରେ ବିତରଣ ହେବା ପାଇଁ ପ୍ରସ୍ତୁତ ହୋଇଯିବ କରୋନା ଟିକା: ଚୀନ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ : ସମଗ୍ର ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଏହି ସମୟରେ, ଚାଇନାର ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନି କହିଛି ଯେ, ୨୦୨୧ ସୁଦ୍ଧା ଆମେରିକା ସମେତ ବିଶ୍ବବ୍ୟାପୀ ବିତରଣ ପାଇଁ କରୋନା ଭୂତାଣୁ ଟିକା

ଗାଡିରେ HSRP ଓ କଲର କୋଡ୍ ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ : ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ଲାଗୁ କରିଛନ୍ତି ନୂଆ ନିୟମ। ତାହା ହେଲା ସମସ୍ତ ବାହାନ ଉପରୁ ଟାମ୍ପର ପ୍ରୁଫ୍ ହାଇ ସିକ୍ୟୁରିଟି ରେଜିଷ୍ଟେ୍ରସନ୍  ପ୍ଲେଟ୍ (HSRP) ଓ କଲର କୋଡ୍ ଥିବା ଷ୍ଟିକର ଲଗାଇବା ବାଧ୍ୟତାମୂଳକ କରିଦିଆଯାଇଛି।

କରୋନା ଡ଼ର: ଭାରତ ସହ ୩ ଦେଶ ସହ ବିମାନ ଚଳାଚଳ ଉପରେ ସାଉଦୀ ସରକାରଙ୍କ ପ୍ରତିବନ୍ଧକ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ : କରୋନା ସଂକ୍ରମଣର କ୍ରମବର୍ଧିଷ୍ଣୁ ବିପଦକୁ ଦୃଷ୍ଟିରେ ରଖି ସାଉଦୀ ଆରବ ସରକାର ଭାରତ ସହ ବିମାନ ଚଳାଚଳ ଉପରେ ଅଙ୍କୁଶ ଲଗାଇଛନ୍ତି । ଭାରତ ସହ ବ୍ରାଜିଲ, ଆର୍ଜେଣ୍ଟିନାରୁ ମଧ୍ୟ ଯାତ୍ରୀଙ୍କ ଯାତାୟତ ଉପରେ କଟକଣା ଜାରି କରାଯାଇଛି।

୧୦ ବର୍ଷ ପରେ Wikipediaର ଡିଜାଇନ୍‌ରେ ‌ ପରିବର୍ତ୍ତନ

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ : ଉଇକିପିଡ଼ିଆର ଡେସ୍କଟପ୍ ଇଣ୍ଟରଫେସ୍ ଗତ ୧୦ ବର୍ଷରୁ ଗୋଟିଏ ଡିଜାଇନ୍‌ରେ ଥିଲା। ଏଥିରେ କୌଣସି ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଦେଖିବାକୁ ମିଳିନଥିଲା। ବର୍ତ୍ତମାନ ଏହାର ରିଡିଜାଇନ୍‌ କରିବା ପାଇଁ ପ୍ରସ୍ତୁତି ଚାଲିଛି । ସବୁଠୁ ବଡ

ଓଡ଼ିଶାବାସୀ ଖୁସି ନୁହନ୍ତି – ଅବିବାହିତଙ୍କଠାରୁ ବିବାହିତ ଅଧିକ ଖୁସି

ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୪-୦୯-୨୦ : ବିଶାଳ ସଂସ୍କୃତି ଏବଂ ପରମ୍ପରାରେ ଭରା ଓଡ଼ିଶା । ସରଳ ଜୀବନଶୈଳୀକୁ ପ୍ରାଧାନ୍ୟ ଦେଇଥାନ୍ତି ରାଜ୍ୟବାସୀ । ରାଜ୍ୟର ସବୁଆଡେ ଦେଖିବାକୁ ମିଳିଥାଏ ଭାଇଚାରା । ଗୋଟିଏ ସୂତାରେ ବାନ୍ଧି ହୋଇଥାନ୍ତି ପରିବାରର ପ୍ରତିଟି ସଦସ୍ୟ । ତେଣୁ ଓଡ଼ିଶାକୁ

ସହର ସାରା ଲାଗିବ ଦୁଷ୍କର୍ମକାରୀଙ୍କ ପୋଷ୍ଟର : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୪-୦୯-୨୦ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହିଳାଙ୍କ ସୁରକ୍ଷାକୁ ନେଇ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି। ଏବେଠାରୁ ଯଦି କେହି ମହିଳାଙ୍କୁ ଅସଦାଚରଣ ବା ଦୁଷ୍କର୍ମ କରନ୍ତି, ତା’ହେଲେ ତାଙ୍କ ପୋଷ୍ଟରକୁ ସହରର ଛକରେ ଲଗାଯିବ।

ଚୀନା ଭୂତାଣୁବିତ୍ ଲି-ମେଙ୍ଗ୍ ୟାନ୍ ଙ୍କ ପୁନର୍ବାର ଦାବି : ଊହାନ୍ ଲ୍ୟାବ୍‌ରେ ସୃଷ୍ଟି କରୋନା ଭାଇରସ୍ ମନୁଷ୍ୟକୃତ…

ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୪-୦୯-୨୦ : ଚୀନା ଭୂତାଣୁବିତ୍ ଲି-ମେଙ୍ଗ୍ ୟାନ୍ ପୁନର୍ବାର ତାଙ୍କ ଦାବି ଉପସ୍ଥାପନ କରି କହିଛନ୍ତି ଯେ ଚୀନ୍ ଊହାନ୍ ପରୀକ୍ଷାଗାରରେ କରୋନାଭାଇରସ୍ ତିଆରି କରିଛି। ନିକଟରେ ‘ୱିଅନ୍‌’ ସହ ସାକ୍ଷାତ୍‌କାରରେ ସେ କହିଛନ୍ତି ଯେ, କୋଭିଡ୍-୧୯ ବିସ୍ତାର

ଆଣବିକ ବୈଜ୍ଞାନିକ ଶେଖର ବସୁଙ୍କ କରୋନାରେ ଦେହାନ୍ତ

କଲକାତା/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ :  ଆଣବିକ ବୈଜ୍ଞାନିକ ପଦ୍ମଶ୍ରୀ ଡା. ଶେଖର ବସୁଙ୍କର ଗୁରୁବାର କରୋନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ବସୁ କରୋନାରେ ଆକ୍ରାନ୍ତ ହୋଇ କଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
error: Content is protected !!
Open chat